ରୋମାନିଆ

ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।

ରୋମାନିଆ
ରୋମାନିଆ ପତାକା
ରୋମାନିଆ
ରୋମାନିଆ ଅବସ୍ଥିତି

ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍‍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍‍ର ଷଷ୍ଠ ବୃହତ୍ତମ ସହର।

ବ୍ୟୁତ୍ପତ୍ତି

ରୋମାନିଆ 
ନିଆକ୍‍ସୁଙ୍କ ଚିଠି (୧୫୨୧) ରୋମାନିୟ ଭାଷାରେ ଲେଖାଯାଇଥିବା ସର୍ବପୁରାତନ ସଂରକ୍ଷିତ ଦଲିଲ୍। "Rumanian" ଶବ୍ଦ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୁଏ।

ରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍‍ର ନାଗରିକ।

ଇତିହାସ

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ରୋମାନିଆ ବ୍ୟୁତ୍ପତ୍ତିରୋମାନିଆ ଇତିହାସରୋମାନିଆ ଭୂଗୋଳରୋମାନିଆ ଧର୍ମରୋମାନିଆ ପ୍ରଶାସନିକ ବିଭାଜନରୋମାନିଆ ଭାଷାରୋମାନିଆ ଆଧାରରୋମାନିଆସର୍ବିଆୟୁକ୍ରେନ

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧଓଡ଼ିଆ ଗହଣାଷଢ଼େଇଖଳା-ଖରସୁଆଁ ଜିଲ୍ଲାଯୌନ ସମ୍ଭୋଗମିଶ୍ରଧାତୁନିଓୱାଇଜ ଧୂମକେତୁବିଜୟ ମିଶ୍ରଯଶୋଧାରା ମିଶ୍ରପଣା ସଂକ୍ରାନ୍ତିରାଧାମୋହନ ଗଡ଼ନାୟକପାରଳାଖେମୁଣ୍ଡିରଚିତା ମିସ୍ତ୍ରୀଗୋଦାବରୀଶ ମହାପାତ୍ର୧୧ ନଭେମ୍ବରଫନୀ ମହାନ୍ତିକନ୍ନଗୀରାମାୟଣଜନ ଗଣ ମନଉଚ୍ଛ୍ୱାସ (କବିତା ସଙ୍କଳନ)ସୀତାବୃହସ୍ପତିଉଇକିକଥାଶାନ୍ତନୁଛେନାଝିଲିଗୋଦାବରୀଶ ମିଶ୍ରଗୋପାଳ ଛୋଟରାୟସ୍ତୁତି ଚିନ୍ତାମଣିସମ୍ବାଦଓଡ଼ିଆ ଭାଷା ଆନ୍ଦୋଳନସଚ୍ଚିଦାନନ୍ଦ ରାଉତରାୟଖମ୍ଭାତଲାଲ ରଞ୍ଜିତ ସିଂହ ବରିହାକାରୁବାକୀଅବକାଶ ବେଶ୨୩ ସେପ୍ଟେମ୍ବରରାଜକିଶୋର ରାୟଓଡ଼ିଶାର ମାପ ବ୍ୟବସ୍ଥାଅକାନବିନ୍ଧିସରୋଜିନୀ ସାହୁକମ୍ପ୍ୟୁଟରଫୁଲଉଦୟନାଥ ଷଡ଼ଙ୍ଗୀଶିବଲିଙ୍ଗରାମ ନବମୀଖୋର୍ଦ୍ଧାପଞ୍ଚାନନ ମିଶ୍ରଖାଦ୍ୟହରଣ (ଗଣିତ)ପରଶମଣି (ଉପନ୍ୟାସ)ଆକବରବୀର ସୁରେନ୍ଦ୍ର ସାଏଶଶିଭୂଷଣ ରାୟQR codeକିଶୋର ଚନ୍ଦ୍ର ସିଂହ ଦେଓଏ. ପି. ଜେ. ଅବଦୁଲ କଲାମପାଞ୍ଜିମାୟାଧର ମାନସିଂହତେଲୁଗୁ ଭାଷାଅମୃତ ଫଳତାକଲାମାକାନ ମରୁଭୂମିଇସ୍ରାଏଲଗଣେଶରାମ୍ବୁଟାନ୍ରାଧିକା ଚୌଧୁରୀରାଜ୍ୟ ସଭାଅଶ୍ୱିନୀ କୁମାର ଘୋଷବିନୋଦ ଚନ୍ଦ୍ର ନାୟକ🡆 More