ଆଣ୍ଡ୍ରଏଡ଼

ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।

ଆଣ୍ଡ୍ରଏଡ଼
ଆଣ୍ଡ୍ରଏଡ଼ ଆଣ୍ଡ୍ରଏଡ଼
କମ୍ପାନୀ / ସଫ୍ଟୱେର ଗଢ଼ାଳିGoogle Inc, Open Handset Alliance, Android (operating system)#Android Open Source Project
ପ୍ରଗ୍ରାମ କେଉଁଠି କରାଯାଇଛି:କୋଟଲିନ,C (core), Java (UI), C++
OS ପରିବାରLinux
କାମର ସ୍ଥିତିCurrent
ସ୍ରୋତ ମଡ଼େଲOpen Source
ଆରମ୍ଭ ସଂସ୍କରଣସେପ୍ଟେମ୍ବର 20, 2008 (2008-09-20)
Latest stable release୮.୦ (ଓରିଓ) / ଅଗଷ୍ଟ ୨୧ ୨୦୧୭
ନଗଦ ଅସ୍ଥିର ସଙ୍କଳନ୮.୧
ପ୍ୟାକେଜ ମ୍ୟାନେଜରGoogle Play / APK
ସହାୟକ ପ୍ଲାଟଫର୍ମARM, MIPS,
କର୍ନେଲ ପ୍ରକାରMonolithic (modified Linux kernel)
ଡିଫଲ୍ଟ ଇଉଜର ଇଣ୍ଟରଫେସGraphical
ଲାଇସେନ୍ସApache License 2.0
Linux kernel patches under GNU GPL v2
ୱେବସାଇଟwww.android.com

ଇତିହାସ

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ ଜେଲିବିନ୍
  • ୪.୪ କିଟ୍ କାଟ୍
  • ୫.୦ ଲଲିପପ୍
  • ୬.୦ ମାର୍ଶମେଲୋ
  • ୭.୦ ନୋଘଟ
  • ୮.୦ ଓରିଓ

ବିଶେଷତ୍ୱ

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ଆଧାର

Tags:

ଗୁଗଲଲିନକ୍ସସଫ୍ଟୱେର

🔥 Trending searches on Wiki ଓଡ଼ିଆ:

ମନୋରଞ୍ଜନ ଦାସରମାକାନ୍ତ ରଥଅଟିଜିମ୍‌ବର୍ଷା ପ୍ରିୟଦର୍ଶିନୀଗାଲୁଆଓଡ଼ିଶା ବିଧାନ ସଭାନେମାଳ୨୧୬ ଫେବୃଆରୀଚତୁର ବିନୋଦ୧୨ ଡିସେମ୍ବରଶ୍ରାଦ୍ଧଦଶାବତାରକଦଳୀଗଛରସୁଣଉତ୍କଳ ସମ୍ମିଳନୀସମ୍ବଲପୁରୀ ଭାଷାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଲିପିଇବାଣ୍ଡ୍ରୋନିକ ଏସିଡଅମରକଣ୍ଟକ ଏକ୍ସପ୍ରେସଚିଲିକା ହ୍ରଦବୁଧବାରଉତ୍କଳ ଦିବସଲକ୍ଷ୍ମୀକାନ୍ତ ମହାପାତ୍ରମଟର ସାଇକେଲଚେରୋ ଜାତିକଟକଦ୍ରୌପଦୀ ମୁର୍ମୁବୃହସ୍ପତିକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାଭାରତର ପ୍ରଧାନମନ୍ତ୍ରୀହନୁମାନ ଜୟନ୍ତୀଶ୍ରୀରାମ ପଣ୍ଡାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରପ୍ରଦୀପ କୁମାର ପାଣିଗ୍ରାହୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଲସ ଏଞ୍ଜଲେସ ଲେକର୍ସବୀର ସୁରେନ୍ଦ୍ର ସାଏଏସ୍କେରିସିଆ କୋଲାଇଚୈତ୍ରବିଷ୍ଣୁଗୋଲୋକ ବିହାରୀ ଧଳଓଡ଼ିଶାର ସଂସ୍କୃତିପିଆଜବଳରାମ ଦାସଶ୍ରୀନିବାସ ରାମାନୁଜନସ୍ନେହସାରଖୋର୍ଦ୍ଧା ଜିଲ୍ଲାଗୁଗଲଓଡ଼ିଶାର ଇତିହାସଭାରତକୁକୁରହନୁମାନ ଚାଳିଶାଚନ୍ଦନଲାଗି ବେଶଚନ୍ଦ୍ରଗୁପ୍ତରୋହିତ ପୂଜାରୀଗନରିଆଓଡ଼ିଆ ଭ୍ରମଣ ସାହିତ୍ୟଚନ୍ଦନ ଯାତ୍ରାବୈଷ୍ଣବ ଚରଣ ସାମଲ🡆 More