ରସାୟନ ବିଜ୍ଞାନ

ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନଦ୍ୱାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି ଉଦ୍ଭିଦ ବିଜ୍ଞାନ, ଆଗ୍ନେୟଗିରିରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥରର ଗଠନ ଭୂବିଜ୍ଞାନ ,କିପରି ବାୟୁମଣ୍ଡଳୀୟ ଓଜୋନର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳକୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ ପରିବେଶ ବିଜ୍ଞାନ, ଚନ୍ଦ୍ର ପୃଷ୍ଠରେ ମୃତ୍ତିକାର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।

ରସାୟନ ବିଜ୍ଞାନ
ରସାୟନ ହେଉଛି ପଦାର୍ଥର ଗଠନ, ସଞ୍ଜୁକ୍ତି, ଧର୍ମ ଏବଂ ରାସାୟନିକପ୍ରକ୍ରିୟା ସମୟରେ ପଦାର୍ଥର ପରିବର୍ତନର ସଙ୍କ୍ରାନ୍ତ ବିଜ୍ଞାନ

ଆଧାର

ଅଧିକ ପଢ଼ିବେ

    Popular reading
  • Atkins, P.W. Galileo's Finger (Oxford University Press) ISBN 0-19-860941-8
  • Atkins, P.W. Atkins' Molecules (Cambridge University Press) ISBN 0-521-82397-8
  • Kean, Sam. The Disappearing Spoon - and other true tales from the Periodic Table (Black Swan) London, 2010 ISBN 978-0-552-77750-6
  • Levi, Primo The Periodic Table (Penguin Books) [1975] translated from the Italian by Raymond Rosenthal (1984) ISBN 978-0-14-139944-7
  • Stwertka, A. A Guide to the Elements (Oxford University Press) ISBN 0-19-515027-9
    Introductory undergraduate text books
  • Atkins, P.W., Overton, T., Rourke, J., Weller, M. and Armstrong, F. Shriver and Atkins inorganic chemistry (4th edition) 2006 (Oxford University Press) ISBN 0-19-926463-5
  • Chang, Raymond. Chemistry 6th ed. Boston: James M. Smith, 1998. ISBN 0-07-115221-0.
  • Clayden, Jonathan; Greeves, Nick; Warren, Stuart; Wothers, Peter (2001). Organic Chemistry (1st ed.). Oxford University Press. ISBN 978-0-19-850346-0.
  • Voet and Voet Biochemistry (Wiley) ISBN 0-471-58651-X
    Advanced undergraduate-level or graduate text books
  • Atkins, P.W. Physical Chemistry (Oxford University Press) ISBN 0-19-879285-9
  • Atkins, P.W. et al. Molecular Quantum Mechanics (Oxford University Press)
  • McWeeny, R. Coulson's Valence (Oxford Science Publications) ISBN 0-19-855144-4
  • Pauling, L. The Nature of the chemical bond (Cornell University Press) ISBN 0-8014-0333-2
  • Pauling, L., and Wilson, E. B. Introduction to Quantum Mechanics with Applications to Chemistry (Dover Publications) ISBN 0-486-64871-0
  • Smart and Moore Solid State Chemistry: An Introduction (Chapman and Hall) ISBN 0-412-40040-5
  • Stephenson, G. Mathematical Methods for Science Students (Longman) ISBN 0-582-44416-0

Tags:

ଉଦ୍ଭିଦ ବିଜ୍ଞାନବିଜ୍ଞାନସମୟ

🔥 Trending searches on Wiki ଓଡ଼ିଆ:

ଇରା ମହାନ୍ତିଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟବ୍ରଜନାଥ ରଥଅଷ୍ଟ୍ରିଆପ୍ରଣବ ପ୍ରକାଶ ଦାସପକ୍ଷଭୁବନେଶ୍ୱରବାଙ୍କୀଭୂଗୋଳଓଡ଼ିଆ ଭାଷା ଆନ୍ଦୋଳନକଳସା ଚଉତିଶାଲୋକ ସଭାପ୍ରଯୁକ୍ତି ବିଦ୍ୟାରକ୍ତହେପାଟାଇଟିସଉତ୍କଳ ସମ୍ମିଳନୀପଖାଳଆଜାଦ ହିନ୍ଦ୍ ଫୌଜକାହ୍ନୁଚରଣ ମହାନ୍ତିଗୋପୀନାଥ ମହାନ୍ତିବେଣୁଧର ରାଉତରାଜ ଯୋଗବୈଷ୍ଣବ ପାଣିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଫେବୃଆରୀ ୨୯ଇନ୍ଦିରା ଗାନ୍ଧୀବରଗଛମାର୍ଚ୍ଚ ୨୧ଜିମି ୱେଲ୍ସଗୋପବନ୍ଧୁ ଚୌଧୁରୀଖଞ୍ଜଣିନୟାଗଡ଼ ଜିଲ୍ଲାଧର୍ମସ୍ୱର ବର୍ଣ୍ଣଭାରତର ସଂସଦହନୁମାନକଟକଅର୍ଚ୍ଚିତା ସାହୁକବାଟଓଡ଼ିଆଚାନ୍ଦ୍ରମାସଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମହାନଦୀଚରକସିଦ୍ଧାନ୍ତ ମହାପାତ୍ରଲଣ୍ଡନହୃଷୀକେଶ ମଲ୍ଲିକବୃହସ୍ପତିଜଗନମୋହ‌ନ ଲାଲଗଣନ ସଂଖ୍ୟାଓଡ଼ିଆ ନାଟକ୪ (ସଂଖ୍ୟା)ସାଇକେଲଗର୍ଭାଶୟ ଅନ୍ତଃସ୍ତର କର୍କଟତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରମେସିନ ଲର୍ଣ୍ଣିଙ୍ଗ୍ଉଇକିପିଡ଼ିଆହରିପ୍ରସାଦ ଚୌରାଶିଆଧରିତ୍ରୀ (ଖବରକାଗଜ)ପ୍ରତାପରୁଦ୍ର ଦେବସିନ୍ଧୁ ନଦୀହମିଦା ବାନୁ ବେଗମ୩୦ ଅପ୍ରେଲପରୀକ୍ଷାଦୁର୍ଗା ପୂଜାସମ୍ବଲପୁର ଜିଲ୍ଲାପ୍ରତିଭା ରାୟ୪ ଇଡିଅଟସ୍ସୂର୍ଯ୍ୟବଂଶୀ ସୂରଜପ୍ରବୀଣ ଚନ୍ଦ୍ର ଭଞ୍ଜଦେଓନଇ ଆରପାରିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦଣ୍ଡ ନାଟ🡆 More