ବାରାକ ହୁସେନ ଓବାମା (/bəˈrɑːk huːˈseɪn ˈbɑːmə/ (listen); ଜନ୍ମ : ୪ ଅଗଷ୍ଟ ୧୯୬୧) ଯୁକ୍ତରାଷ୍ଟ୍ର ଆମେରିକାର ୪୪ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି । ତାଙ୍କର ଜନ୍ମ ହବାଇ ରାଜ୍ୟର ହନଲୁଲୁଠାରେ ହୋଇଥିଲା । ଓବାମା କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ହାବାର୍ଡ ଆଇନ ବିଦ୍ୟାଳୟରୁ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ସେ ହାବାର୍ଡ ଆଇନ ବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ।
ବାରାକ ଓବାମା | |
---|---|
୪୪ତମ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୦ଜାନୁଆରୀ ୨୦୦୯ – January 20, 2017 | |
Vice President | ଜୋସେଫ ବାଇଡେନ |
ପୂର୍ବ ଅଧିକାରୀ | ଜୋର୍ଜ ବୁଶ |
ପର ଅଧିକାରୀ | ଡୋନାଲ୍ଡ ଟ୍ରମ୍ପ |
United States Senator from ଇଲିନୋଇ | |
କାର୍ଯ୍ୟକାଳ ୩ ଜାନୁଆରୀ ୨୦୦୫ – ୧୬ ନଭେମ୍ବର ୨୦୦୮ | |
ପୂର୍ବ ଅଧିକାରୀ | ପିଟର ଫିଟଜରାଲ୍ଡ |
ପର ଅଧିକାରୀ | ରୋନାଲ୍ଡ ବୁରିସ |
Member of the ଇଲିନୋଇ Senate from the ୧୩ତମ district | |
କାର୍ଯ୍ୟକାଳ ୮ ଜାନୁଆରୀ ୧୯୯୭ – ୪ ନଭେମ୍ବର ୨୦୦୪ | |
ପୂର୍ବ ଅଧିକାରୀ | ଅଲିସ ପଲମର |
ପର ଅଧିକାରୀ | କ୍ୱମେ ରାଉଓଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବାରାକ ହୁସେନ ଓବାମା II ୪ ଅଗଷ୍ଟ ୧୯୬୧ ହନଲୁଲୁ, ହବାଇ, ଯୁକ୍ତରାଷ୍ଟ୍ର ଆମେରିକା |
ରାଜନୀତିକ ଦଳ | ଡେମୋକ୍ରେଟିକ |
ଜୀବନ ସାଥୀ | ମିଶେଲ ଓବାମା (୧୯୯୨ରୁ ଆଜି ପର୍ଯ୍ୟନ୍ତ) |
ସନ୍ତାନ | ମଲିଅ ସଶ |
ଘର | ହ୍ୱାଇଟ ହାଉସ |
ଶିକ୍ଷା | ପୁନହୌ ବିଦ୍ୟାଳୟ |
ଶିକ୍ଷାନୁଷ୍ଠାନ | ଓକ୍ସିଡେଣ୍ଟାଲ କଲେଜ କଲମ୍ବିଆ ବିଶ୍ୱବିଦ୍ୟାଳୟ ହାବାର୍ଡ ଆଇନ ବିଦ୍ୟାଳୟ |
ସନ୍ତକ | |
ୱେବସାଇଟ | ସରକାରୀ ୱେବସାଇଟ |
ସରକାରୀ
ଅନ୍ୟାନ୍ୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ବାରାକ ଓବାମା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.