ଡୋନାଲ୍ଡ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ଭାବରେ ୨୦-୧-୨୦୧୭ରୁ ଚାରି ବର୍ଷ ନିମଂତେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆମେରିକାର ରିପବ୍ଲିକାନ ରାଜନୈତିକ ଦଳ ତରଫରୁ ୨୦୧୬ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲଢି ସେ ହରାଇଥିଲେ ଡେମୋକ୍ରାଟ ଦଳର ହିଲାରି କ୍ଲିଣ୍ଟନଙ୍କୁ । ଟ୍ରମ୍ପ ଅର୍ଗାନାଇଜେସନ୍‌ର ଚେୟାରମ୍ୟାନ୍‌ ହେଉଛନ୍ତି ଟ୍ରମ୍ପ । 2014ରେ ଯେଉଁ କମ୍ପାନିର ରାଜସ୍ୱ ଥିଲା 9.5 ୟୁଏସ୍‌ ବିଲିୟନ୍‌ ଡଲାର । ସେ ବର୍ତ୍ତମାନ 3.7 ବିଲିୟନ୍‌ ଡଲାର ମାଲିକ । ତାଙ୍କର ଟ୍ରମ୍ପ ଟାଓ୍ବାର ପେଣ୍ଟ ହାଉସ୍‌ର ମୂଲ୍ୟ ହେଉଛି ଶହେ ମିଳିୟନ୍‌ ଡଲାର । ଏହାଛଡ଼ା ତାଙ୍କର ରହିଛି ନ୍ୟୁୟର୍କରେ ଏକ ବିରାଟ ମ୍ୟାନସନ୍‌  । ଟ୍ରମ୍ପଙ୍କ ଗୋଲ୍ଡ ପ୍ଲେଟେଡ୍‌ ମୋଟର ସାଇକେଲ , 3ଟି ସିକୋରିସ୍କାଏ ହେଲିକପ୍ଟର ଓ ଏକ ବୋଇଂ 757 ରହିଛି । ଏହା ବାଦ ତାଙ୍କ ପାଖରେ ରହିଛି ପ୍ରାୟ 23 ମିଲିଅନ୍‌ ଡଲାରର ଜେଟ୍‌ ବିମାନ । ସେ ବର୍ତ୍ତମାନ ଆମେରିକାର 113 ତମ ଓ ବିଶ୍ୱର 324ତମ ଧନୀ ବ୍ୟକ୍ତି ।

Donald Trump
ଡୋନାଲ୍ଡ ଟ୍ରମ୍ପ
45th President of the United States
Incumbent
Assumed office
January 20, 2017
Vice PresidentMike Pence
ପୂର୍ବ ଅଧିକାରୀBarack Obama
ବ୍ୟକ୍ତିଗତ ସବିଶେଷ
ଜନ୍ମ
Donald John Trump

(1946-06-14) ୧୪ ଜୁନ ୧୯୪୬ (ବୟସ ୭୭)
New York City
ରାଜନୀତିକ ଦଳRepublican (1987–99, 2009–11, 2012–present)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
  • Reform (1999–2001)
  • Democratic (2001–09)
  • Independent (2011–12)
ଜୀବନ ସାଥୀ
Ivana Zelníčková
(m. ୧୯୭୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Marla Maples
(m. ୧୯୯୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Melania Knauss
(m. ୨୦୦୫)
ସମ୍ପର୍କSee Family of Donald Trump
ସନ୍ତାନ
  • Donald Jr.
  • Ivanka
  • Eric
  • Tiffany
  • Barron
ଘରWhite House
ଶିକ୍ଷାନୁଷ୍ଠାନ
  • Fordham University
  • University of Pennsylvania (BS)
ବୃତ୍ତି
    • Real estate developer
    • (The Trump Organization)
    • Television producer
    • (The Apprentice)
Net worth$4.5 billion
ସନ୍ତକDonald J Trump stylized autograph, in ink
ୱେବସାଇଟ

ଆଧାର

Tags:

ଯୁକ୍ତରାଷ୍ଟ୍ର ଆମେରିକା

🔥 Trending searches on Wiki ଓଡ଼ିଆ:

ରାଜା ରାମମୋହନ ରାୟଆଲ୍‌କା ୟାଗ୍ନିକ୍‌ଓଡ଼ିଶାର ପଞ୍ଚାୟତ ସମିତି ତାଲିକାସର୍ବପଲ୍ଲୀ ରାଧାକୃଷ୍ଣନନୂତନ ବର୍ଷପଞ୍ଚାୟତ ରାଜଭଗବତ ଗୀତାଅବସାଦକଣ୍ଡୋମବିଦ୍ୟାଳୟବିଷ୍ଣୁ ପୁରାଣଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବିଷ୍ଣୁମାୟାଧର ମାନସିଂହଛାନ୍ଦଯକ୍ଷ୍ମାଓଡ଼ିଆ ନବବର୍ଷବରଗଡ଼ଗୋପାଳ ଛୋଟରାୟଡେବିଟ୍ କାର୍ଡ଼ଓଡ଼ିଆ କଥାଚିତ୍ର ଜଗତଆଇଜାକ ନିଉଟନହିଙ୍ଗୁଳା ମନ୍ଦିରତମନ୍ନା ବ୍ୟାସବନମାଳୀ ଦାସଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଜଗନ୍ନାଥ ମନ୍ଦିରତିଥିଜୟଦ୍ରଥ ସୁନାପୋଲିଓମାୟେଲାଇଟିସଅଚ୍ୟୁତାନନ୍ଦ ଦାସକ୍ୟାବରଗୋଲିନଅକ୍ଷୟ ତୃତୀୟାନିତ୍ୟାନନ୍ଦ ଶତପଥୀଓଡ଼ିଶାର ଜୈବ ବିବିଧତାଗୌରହରି ଦାସରେବତୀ (କ୍ଷୁଦ୍ରଗଳ୍ପ)ବାଞ୍ଛାନିଧି ମହାନ୍ତିବ୍ରଜନାଥ ବଡ଼ଜେନାଶୃତି ମହାପାତ୍ରDemocratic Republic of the Congoମିଳିମିଳାଅନୁଗୋଳଉଦ୍‌ଜାନରକ୍ତଲିଓ ଟଲଷ୍ଟୟଆର୍ଯ୍ୟଭଟ୍ଟମହାନଦୀଭାରତ ସରକାରକଳାପାହାଡ଼ପ୍ରଥମାଷ୍ଟମୀଉଇକିମିଡ଼ିଆ ଫାଉଣ୍ଡେସନସୁନା ଭାଉଜଅନୁଗୋଳ ଜିଲ୍ଲାଅଫିମବ୍ରାହ୍ମଣୀ ନଦୀଦିଲୀପ ତିର୍କୀନୀଳମଣି ବିଦ୍ୟାରତ୍ନକାଟୁଲୁ ରବି କୁମାରଗୋଦାବରୀଶ ମିଶ୍ରଇଣ୍ଟରନେଟରାଧାନାଥ ରାୟରାମଚନ୍ଦ୍ର ବେହେରାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମେଲାଟୋନିନବୀର ସୁରେନ୍ଦ୍ର ସାଏପାରମିତା ଶତପଥୀତାଜମହଲଚାଣକ୍ୟପରଜା ଜନଜାତିଶାରୀରିକ ତରଳ ପଦାର୍ଥଅରବିନ୍ଦ କେଜରିୱାଲସାମାଜିକ ବିଜ୍ଞାନନବରାତ୍ରୀରାଜେନ୍ଦ୍ର ନାରାୟଣ ସିଂହଦେଓ🡆 More