ମିଶେଲ ଓବାମା
ମିଶେଲ ଲାଭୌଗ୍ନ ରବିନ୍ସନ ଓବାମା ହେଉଛନ୍ତି ଜଣେ ଆମେରିକୀୟ ଆଇନଜୀବୀ, ଜଣେ ଲେଖିକା,ଓ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ପ୍ରଥମ ମହିଳା। ସେ ଆମେରିକାର ୪୪ତମ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବିବାହ କରିଥିଲେ,ଓ ସେ ପ୍ରଥମ ଆଫ୍ରିକୀୟ ଆମେରିକୀୟ 'ପ୍ରଥମ ମହିଳା' ଅଟନ୍ତି। ସେ ଚିକାଗୋ ଇଲନୋଇସର ଦକ୍ଷିଣ ଭାଗରେ ବଢ଼ିଥିଲେ।ଓବାମା ହାୱାର୍ଡ ଅଇଁ ବିଦ୍ୟାଳୟ ପରେ 'ପ୍ରିନଷ୍ଟନ୍ ମହାବିଦ୍ୟାଳୟ'ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ ତାଙ୍କ ବାକି ଆଇନ ଗତ ଜୀବନ ସିଡିଲେ ଅଷ୍ଟିନରେ କାମ କରି ବିତେଇଥିଲେ।ସେଠି ସେ ତାଙ୍କ ସ୍ୱାମୀଙ୍କୁ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ। ସେହି ସମୟ ମଧ୍ୟରେ ସେ ୟୁନିଭର୍ସିଟି ଅଫ ଚିକାଗୋରେ ଛାତ୍ର ସଂସଦର ପ୍ରଧାନ ରୂପେ ଦାୟିତ୍ୱ ତୁଲାଇଥିଲେ।ଏହା ସହ ସେ ସେହି ୟୁନିଭର୍ସିଟିର ମେଡିକାଲ ବିଭାଗର ବୈଦେଶିକ ବ୍ୟାପାର ସଙ୍ଘର ଉପ ସଭାପତି ଥିଲେ। .
ମିଶେଲ ଲାଭୌଗ୍ନ ରବିନ୍ସନ ଓବାମା (ଜନ୍ମ ଜାନୁୟାରୀ ୧୭,୧୯୬୪) ହେଉଛନ୍ତି ଜଣେ ଆମେରିକୀୟ ଆଇନଜୀବୀ, ଜଣେ ଲେଖିକା,ଓ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ପ୍ରଥମ ମହିଳା। ସେ ଆମେରିକାର ୪୪ତମ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବିବାହ କରିଥିଲେ,ଓ ସେ ପ୍ରଥମ ଆଫ୍ରିକୀୟ ଆମେରିକୀୟ 'ପ୍ରଥମ ମହିଳା' ଅଟନ୍ତି। ସେ ଚିକାଗୋ ଇଲନୋଇସର ଦକ୍ଷିଣ ଭାଗରେ ବଢ଼ିଥିଲେ।ଓବାମା ହାୱାର୍ଡ ଅଇଁ ବିଦ୍ୟାଳୟ ପରେ 'ପ୍ରିନଷ୍ଟନ୍ ମହାବିଦ୍ୟାଳୟ'ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ ତାଙ୍କ ବାକି ଆଇନ ଗତ ଜୀବନ ସିଡିଲେ ଅଷ୍ଟିନରେ କାମ କରି ବିତେଇଥିଲେ।ସେଠି ସେ ତାଙ୍କ ସ୍ୱାମୀଙ୍କୁ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ। ସେହି ସମୟ ମଧ୍ୟରେ ସେ ୟୁନିଭର୍ସିଟି ଅଫ ଚିକାଗୋରେ ଛାତ୍ର ସଂସଦର ପ୍ରଧାନ ରୂପେ ଦାୟିତ୍ୱ ତୁଲାଇଥିଲେ।ଏହା ସହ ସେ ସେହି ୟୁନିଭର୍ସିଟିର ମେଡିକାଲ ବିଭାଗର ବୈଦେଶିକ ବ୍ୟାପାର ସଙ୍ଘର ଉପ ସଭାପତି ଥିଲେ।
Michelle Obama | |
---|---|
![]() | |
First Lady of the United States | |
In role January 20, 2009 – January 20, 2017 | |
ରାଷ୍ଟ୍ରପତି | Barack Obama |
ପୂର୍ବ ଅଧିକାରୀ | Laura Bush |
ପର ଅଧିକାରୀ | Melania Trump |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Michelle LaVaughn Robinson ୧୭ ଜାନୁଆରୀ ୧୯୬୪ Chicago, Illinois, U.S. |
ରାଜନୀତିକ ଦଳ | Democratic |
ଜୀବନ ସାଥୀ | |
ସନ୍ତାନ |
|
ବାପା/ବୋଉ | Fraser Robinson III Marian Shields |
ସମ୍ପର୍କୀୟ | Craig Robinson (brother) |
ଶିକ୍ଷା | Princeton University (BA) Harvard University (JD) |
ସନ୍ତକ | ![]() |
ପରିବାର ଓ ପାଠପଢ଼ା
ବାଲ୍ୟଜୀବନ ଏବଂ ପୂର୍ବପୁରୁଷଙ୍କ କଥାମିଶେଲ ଲାଭୌଗ୍ନ ରବିନ୍ସନ ଜାନୁୟାରୀ 17,୧୯୬୪ରେ ଚିକାଗୋସ୍ଥିତ ଇଲନୋଇସରେ ଜନ୍ମ ହୋଇଥିଲେ।ତାଙ୍କ ପିତା ଫ୍ରାଷର୍ ରବିନ୍ସନ ଜଣେ ଜଳଯୋଗାଣ ପ୍ଲାଣ୍ଟରେ କର୍ମଚାରି,ଓ ଜଣେ ଗଣତାନ୍ତ୍ରିକ ପରିବେଷ୍ଟିତ ଅଧିନାୟକ ଥିଲେ।ତାଙ୍କ ମା ମରିଆନ ଶିଲ୍ଡ୍ସ ରବିନ୍ସନ Spiegel's catalog storeର ସମ୍ପାଦକ ଥିଲେ।
ପାଠପଢ଼ା ଓ ପ୍ରାତଃକାଳୀନ ବୃତ୍ତି
ପାରି ବାରିକ ଜୀବନ
ଧର୍ମ
ବୃତ୍ତି
ବରାକ ଓବାମା ରାଜନୀତିକ ଅଭିଯାନ
ପ୍ରାତଃକାଳୀନ ଅଭିଯାନ।୨୦୦୮ ଅଭିଯାନ
This article uses material from the Wikipedia ଓଡ଼ିଆ article ମିଶେଲ ଓବାମା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.