ସୋମନାଥ: ଭାରତର ଏକ ହିନ୍ଦୁ ମନ୍ଦିର

ସୋମନାଥ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣଠାରେ ବିରାଜମାନ।

ସୋମନାଥ ମନ୍ଦିର
સોમનાથ મંદિર
ସୋମନାଥ: ପୌରାଣିକ, ଇତିହାସ, ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଜୁନାଗଡ଼
Governing bodyShree Somnath Trust of Gujarat
Location
ସ୍ଥାନବେରାଭଲ
Stateଗୁଜରାଟ
Countryଭାରତ
Architecture
Typeମନ୍ଦିର
ସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ)
Website
somnath.org

ପୌରାଣିକ

ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତ କ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ସତ୍ୟଯୁଗରେ ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ତ୍ରେତୟା ଯୁଗରେ ରାବଣ ଏହି ମନ୍ଦିରକୁ ରୁପାରେ ଓ ଓ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନକାଠରେ ତିଆରି କରିଥିଲେ ।

ଇତିହାସ

ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରକ୍ଷାକାରୀ । ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ଣୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ୱର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ଣୁ ପରାଜୟ ସ୍ୱୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।

ମନ୍ଦିର

ଗୁଜରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ, କେବଳ ରହିଛି ପାଣି । ମୁସଲମାନଙ୍କ ଦ୍ୱରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ରେ ପୁନଃନିର୍ମାଣ କରାଯାଇଛି ।

ପୂଜା ଓ ପର୍ବପର୍ବାଣି

ଆଧାର

ଅଧିକତଥ୍ୟ

Tags:

ସୋମନାଥ ପୌରାଣିକସୋମନାଥ ଇତିହାସସୋମନାଥ ମନ୍ଦିରସୋମନାଥ ପୂଜା ଓ ପର୍ବପର୍ବାଣିସୋମନାଥ ଆଧାରସୋମନାଥ ଅଧିକତଥ୍ୟସୋମନାଥଗୁଜରାଟଜ୍ୟୋତିର୍ଲିଙ୍ଗ

🔥 Trending searches on Wiki ଓଡ଼ିଆ:

ଫାଶୀସୁନାବେଶଅମାଲୁପୂର୍ଣ୍ଣଚ୍ଛେଦନାଗ ଐରିଲକ୍ଷ୍ନୌରମାଦେବୀ ଚୌଧୁରୀଶାରଳା ପୁରସ୍କାର୮ ଫେବୃଆରୀମହିମା ଧର୍ମଭାରତୀୟ ସମ୍ବିଧାନମୌଳିକ ସଂଖ୍ୟାଓଡ଼ିଆ ଭାଗବତପୁନମ ମିଶ୍ରଅମର ପ୍ରସାଦ ଶତପଥୀଭୁବନେଶ୍ୱରଭୀମ ଭୋଇଗଇଁଠାହୃଷୀକେଶ ପଣ୍ଡାଦିବ୍ୟସିଂହ ଦେବକୁସୁମକାରୁବାକୀମନୋରଞ୍ଜନ ଦାସଜଳବିଦ୍ୟୁତ୍୧୭୨୫କ୍ୟୁ. ଆର. କୋଡ଼ପରେଶ କୁମାର ପଟ୍ଟନାୟକରାଷ୍ଟ୍ରୀୟ ସ୍ୱୟଂସେବକ ସଂଘଭାରତୀୟ ଭୋଜନଗନରିଆବେଦଜନ ଗଣ ମନକଟକସିପ୍ରା ମଲ୍ଲିକକିଶୋରୀ ଚରଣ ଦାସଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ନମିତା ଅଗ୍ରୱାଲମଙ୍ଗଳଭାଷାଆଫଗାନିସ୍ତାନୟୁ ଟ୍ୟୁବଅପସ୍ମାରଭକ୍ତ ଚରଣ ଦାସହନୁମାନବାଘକୁପୋଷଣବି. ଆର. ଆମ୍ବେଦକରଅର୍ଥଶାସ୍ତ୍ରଗୌତମ ବୁଦ୍ଧପାଞ୍ଜିକୁଞ୍ଜବିହାରୀ ତ୍ରିପାଠୀଜୟୀରାମ ସାମଲଦଶାବତାରସରୋଜିନୀ ସାହୁସାରଳା ମହାଭାରତତୃପ୍ତି ଦାସକନ୍ନଗୀଧନୁଯାତ୍ରାମହୁମାଛିଜଗନ୍ନାଥଙ୍କ ଧୂପଓଡ଼ିଶାର କଳାଜଳତନ୍ଦୁର୍ଇତି ସାମନ୍ତ🡆 More