ଉପେନ୍ଦ୍ର ପ୍ରସାଦ ମହାନ୍ତି

ଉପେନ୍ଦ୍ର ପ୍ରସାଦ ମହାନ୍ତି (୧୮୯୯-୧୯୭୮), ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନିଜ କବିତା ପୁସ୍ତକ ଦିଲୀପ ପାଇଁ ୧୯୫୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଉପେନ୍ଦ୍ର, ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ।

ଉପେନ୍ଦ୍ର ପ୍ରସାଦ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୮୯୯
ଭଦ୍ରକ
ମୃତ୍ୟୁ୧୯୭୮
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୫୮)

ରଚନାବଳୀ

  • ଦେବୀ - ୧୯୩୦ (ସୋମନାଥ ମହାନ୍ତି)
  • ଦିଲୀପ - ୧୯୫୮ (ସୋମନାଥ ମହାନ୍ତି)
  • ଝରା ଶେଫାଳିର ମାଳା - ୧୯୫୯ (ସୋମନାଥ ମହାନ୍ତି)
  • ପ୍ରଣୟ ପୀୟୂଷ - ୧୯୨୧ (ସୋମନାଥ ମହାନ୍ତି)
  • ମଧୁପର୍କ - ୧୯୨୦ (ସୋମନାଥ ମହାନ୍ତି)
  • ଗଳ୍ପବୀଥି - ୧୯୩୨ (ବାଣୀ ସାହିତ୍ୟ ମନ୍ଦିର)
  • ହରିଶଙ୍କର - ୧୯୪୭ (କଟକ ପବ୍ଲିଶିଙ୍ଗ୍ ହାଉସ)
  • ରାଜରାଣୀ - ୧୯୩୦ (ସୋମନାଥ ମହାନ୍ତି)
  • ତ୍ୟକ୍ତା - ୧୯୩୫ (ବାଣୀ ସାହିତ୍ୟ ମନ୍ଦିର)

ସମ୍ମାନ ଓ ପୁରସ୍କାର

  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ ('ଦିଲୀପ' ପୁସ୍ତକ ପାଇଁ)

ଆଧାର

Tags:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭଦ୍ରକ

🔥 Trending searches on Wiki ଓଡ଼ିଆ:

ଶକ୍ତିୟୁ ଟ୍ୟୁବଯାଜପୁର ଜିଲ୍ଲାଅଚ୍ୟୁତାନନ୍ଦ ପ‌ତିଦୀପକ ମିଶ୍ର୮ ମାର୍ଚ୍ଚ୧୮୭୮ହରିହର ବାହିନୀପତିବଳରାମ ଦାସମାଦଳା ପାଞ୍ଜିମିଥୁନ (ରାଶି)ବ୍ରାହ୍ମଣଦୀନନାଥ ପାଠୀକାର୍ଲ ମାର୍କସଯଶୋଧାରା ମିଶ୍ରଓଣମମାସସୂର୍ଯ୍ୟସମାଜ (ଖବରକାଗଜ)ରାଜେନ୍ଦ୍ର ନାରାୟଣ ସିଂହଦେଓରଶ୍ମି ରାଉଳ୮୮୭ଭାରତ ଛାଡ଼ ଆନ୍ଦୋଳନଭାଇ ଭାଇଓଡ଼ିଶାରେ ଶିଳ୍ପସ୍ୱାମୀ ବିବେକାନନ୍ଦଓଡ଼ିଆ ଉଇକିପିଡ଼ିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସଚ୍ଚିଦାନନ୍ଦ ରାଉତରାୟସାମବେଦନିଓୱାଇଜ ଧୂମକେତୁମନମୋହନ ସାମଲବୈଦେହୀଶ ବିଳାସନବରାତ୍ରୀଦ୍ରୌପଦୀ ମୁର୍ମୁଆଖଣ୍ଡଳମଣି ମନ୍ଦିରସଂସ୍କୃତରାଜେନ୍ଦ୍ର କିଶୋର ପଣ୍ଡାଆଫ୍ରିକାସାନ୍ତାଳୀ ଲୋକସଂସ୍କୃତିଆଲଜେରିଆଅଂକୋର୍ ୱାଟ୍କାହ୍ନୁଚରଣ ମହାନ୍ତିଏ ଭି ସ୍ୱାମୀଚୋଡ଼ଗଙ୍ଗ ଦେବଭାରତ୧୯ ଜାନୁଆରୀତେଜସ୍କ୍ରିୟ କ୍ଷୟଲିସବନଚିତ୍ତରଞ୍ଜନ ଦାସରାଶି ଓ ନକ୍ଷତ୍ରବକ୍ସି ଜଗବନ୍ଧୁବ୍ରାଉଜରସି (ପ୍ରୋଗ୍ରାମିଂ ଭାଷା)ଶ୍ରୀନିବାସ ରାମାନୁଜନପ୍ରମୋଦ କୁମାର ମହାନ୍ତି୦ (ସଂଖ୍ୟା)ମେଟାବୋଲିଜିମରବର୍ଟ ମୂଗଯକୃତଓଳାଶୁଣି ଗୁମ୍ଫାଓଡ଼ିଆ ରାମାୟଣଓଡ଼ିଆ ଭାଷା ଆନ୍ଦୋଳନସୌମ୍ୟ ରଞ୍ଜନ ପଟ୍ଟନାୟକଶିବହନୁମାନ ଚାଳିଶା🡆 More