ଓଡ଼ିଶାରେ ଶିଳ୍ପ

ଓଡ଼ିଶାରେ ବୃହତ୍ତ ଶିଳ୍ପର ଇତିହାସ ପ୍ରାୟ ୬୦ ବର୍ଷ ପୁରୁଣା, ଯାହା ୧୯୫୫ରେ ରାଉରକେଲାରେ ଇସ୍ପାତ କାରଖାନା ସ୍ଥାପନାଠୁ ଆରମ୍ଭ ହେଇଥିଲା। କାଳକ୍ରମେ ଏହା ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ଚାଲୁଅଛି। ଓଡ଼ିଶାରେ ଶିଳ୍ପ ମୁଖ୍ୟତ ଖଣିଜ ଓ ଧାତୁ ଭିତ୍ତିକ । ବିଗତ କିଛି ବର୍ଷ ଧରି ଇନଫର୍ମମେସନ ଟେକନୋଲଜି (ଆଇ.

ଟି.),ପେଟ୍ରୋଲିୟମ, , ପର୍ଯ୍ୟଟନ, ନୌବାଣିଜ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଦ୍ରୁତ ଅଗ୍ରଗତି ଘଟୁଛି।

ଇତିହାସ

ମୁଖ୍ୟ ଶିଳ୍ପ

ଧାତୁ ଶିଳ୍ପ

  1. ରାଉରକେଲା ଇସ୍ପାତ କାରଖାନା
  2. ନାଲକୋ
  3. ହିଣ୍ଡାଲକୋ, ହୀରାକୁଦ
  4. ବେଦାନ୍ତ ଆଲୁମିନା,ଝାରସୁଗୁଡା
  5. ଇମ୍ଫା ଫେରୋକ୍ରୋମ ଚୌଦ୍ୱାର

ପେଟ୍ରୋଲିୟମ, କେମିକାଲ ଓ ଫର୍ଟିଲାଇଜର ଶିଳ୍ପ

  1. ପାରାଦୀପ ତୈଳ ବିଶୋଧନାଗାର
  2. ପାରାଦୀପ ଫସପେଟ ଲିମିଟେଡ (ପି.ପି.ଏଲ. )
  3. ଇଫ୍ଫକୋ , ପାରାଦୀପ
  4. ଇଣ୍ଡିଆନ ରେଆର ଆର୍ଥ (ଆଇ. ଆର. ଈ.) ଛତ୍ରପୁର

ସିମେନ୍ଟ ଶିଳ୍ପ

  1. କୋଣାର୍କ ସିମେନ୍ଟ (ଓ. ସି. ଏଲ. ) ରାଜଗାଙ୍ଗପୁର
  2. ଅଲଟ୍ରାଟେକ ସିମେନ୍ଟ(ଆଦିତ୍ୟ ବିର୍ଲା) ଝାରସୁଗୁଡା
  3. ଏ ସି ସି ସିମେନ୍ଟ,, ବରଗଡ

ଇଞ୍ଜିନିୟରିଂ ଓ ପ୍ରତିରକ୍ଷା ଶିଳ୍ପ

  1. ହିନ୍ଦୁସ୍ତାନ ଏରୋନଟିକାଲ ମିଗ ଇଞ୍ଜିନ କାରଖାନା, ସୁନାବେଢା
  2. ଗୁଳିଗୋଳା କାରଖାନା , ବଡମାଳ, ବଲାଙ୍ଗିର

ନୌବାଣିଜ୍ୟ

  1. ପାରାଦୀପ ବନ୍ଦର
  2. ଧାମରା ବନ୍ଦର
  3. ଗୋପାଳପୁର ବନ୍ଦର

ଇନଫର୍ମମେସନ ଟେକନୋଲଜି (ଆଇ. ଟି.)

  1. ଟି ସି ଏସ , କଳିଙ୍ଗ, ଭୁବନେଶ୍ୱର
  2. ଇନଫୋସିସ , ଇନ୍ଫୋସିଟି, ଭୁବନେଶ୍ୱର
  3. ୱିପ୍ରୋ ଟେକନୋଲଜି,ଇନ୍ଫୋସିଟି, ଭୁବନେଶ୍ୱର

ଅନାନ୍ୟ

  1. ବଲାରପୁର କାଗଜକଳ (ସେବା) ଜୟପୁର, କୋରାପୁଟ
  2. ବିର୍ଲା ଟାୟାର, ବାଲେଶ୍ୱର

ଆଧାର

Tags:

ଓଡ଼ିଶାରେ ଶିଳ୍ପ ଇତିହାସଓଡ଼ିଶାରେ ଶିଳ୍ପ ମୁଖ୍ୟ ଶିଳ୍ପଓଡ଼ିଶାରେ ଶିଳ୍ପ ଆଧାରଓଡ଼ିଶାରେ ଶିଳ୍ପ

🔥 Trending searches on Wiki ଓଡ଼ିଆ:

ଗୋପବନ୍ଧୁ ଚୌଧୁରୀସମ୍ବଲପୁରc3bn4କୋଣାର୍କ ସୂର୍ଯ୍ୟ ମନ୍ଦିରଶିଶୁ ଅନନ୍ତ ଦାସଲକ୍ଷ୍ମୀସାରଥୀ ବାବାପ୍ରତିଭା ଶତପଥୀଫେବୃଆରୀ ୨୮ବ୍ରାହ୍ମ ସମାଜବୈକୁଣ୍ଠନାଥ ପଟ୍ଟନାୟକପିଙ୍କି ପ୍ରଧାନଅଚ୍ୟୁତ ନାୟକଚନ୍ଦ୍ରଶେଖର ନନ୍ଦଢେଙ୍କାନାଳଛତୁ ତରକାରୀଅଭିମନ୍ୟୁ ସାମନ୍ତସିଂହାରଖଡ଼ଗପୁରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଧନୁ (ରାଶି)ସୋନପୁର ରାଜ୍ୟମାଲକାନଗିରି ଜିଲ୍ଲାଭାରତୀୟ ଜନତା ପାର୍ଟି୧୭ ଫେବୃଆରୀ୧ (ସଂଖ୍ୟା)ଗର୍ଭାବସ୍ଥାପ୍ରଧାନ ପୃଷ୍ଠାପୁରୀବୌଦ୍ଧ ଧର୍ମମୋନିକା ସେଲ୍ସଫେବୃଆରୀପୁନମ ମିଶ୍ରସରୋଜିନୀ ସାହୁହୀରାକୁଦ ବନ୍ଧବିଜ୍ଞାନମହେନ୍ଦ୍ର ସିଂହ ଧୋନିମହୁତମନ୍ନା ବ୍ୟାସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତୁଳସୀ ଗଛସମୀର ରଞ୍ଜନ ଦାଶଭାରତର ସଂସଦକୁତାମ ଚଣ୍ଡୀ ମନ୍ଦିରବିଶ୍ୱନାଥ କରପୂର୍ଣ୍ଣଚ୍ଛେଦଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସଂକ୍ରାନ୍ତିସୁଭାଷ ଚନ୍ଦ୍ର ବୋଷଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅଣ୍ଡାପ୍ରେମରାଶି ଓ ନକ୍ଷତ୍ରଫୋସିନୋପ୍ରିଲଚନ୍ଦନ ଯାତ୍ରାଜଗନମୋହ‌ନ ଲାଲଅଷ୍ଟ୍ରେଲିଆଗାଲୁଆଦ୍ୱିତୀୟ ଭାସ୍କରପଥ ଓ ପୃଥିବୀ୨୭ ଜୁନଜମ୍ମୁ ତୱି ରେଳ ଷ୍ଟେସନଇଂଲଣ୍ଡମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରେବତୀ (କ୍ଷୁଦ୍ରଗଳ୍ପ)ପୋଟଳ ରସାଓଡ଼ିଶାର ସଂସ୍କୃତିପର୍ଫେନାଜାଇନଦାଶରଥି ଦାସଓଡ଼ିଆ ଉଇକିପିଡ଼ିଆମାଗୁଣିର ଶଗଡ଼ରାଜ୍ୟ ସଭାଭଦଭଦଳିଆ🡆 More