ବଂଶୀଧର ପଣ୍ଡା: ଓଡ଼ିଆ ଶିଳ୍ପପତି

ବଂଶୀଧର ପଣ୍ଡା, (୨୬ ନଭେମ୍ବର ୧୯୩୨- ୨୨ ମଇ ୨୦୧୮) ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା । ବିଜୁ ବାବୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବଂଶୀଧର ବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ସେତେବେଳେ, ବଂଶୀଧର ଯୁକ୍ତରାଷ୍ଟ୍ର ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଶିଳ୍ପସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ବଂଶୀଧର, ବିଜୁ ବାବୁଙ୍କ ନିମନ୍ତ୍ରଣ ରକ୍ଷାକରି, ନିଜ ଚାକିରୀ ଛାଡି ଓଡ଼ିଶା ଫେରିଆସିଥିଲେ ଓ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର(ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ଥେରୁବାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ, ଇମ୍ଫା ଓଡ଼ିଶାର ନିଜସ୍ୱ ପ୍ରଯୁକ୍ତିରେ ନିର୍ମିତ ଦ୍ୱିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା । ଇମ୍ଫା ବହୁ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ, ପାରିପାର୍ଶ୍ୱର ବହୁ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିଥିଲା । ବଂଶୀଧର ଉତ୍କଳ ଚାମ୍ବର ଅଫ କମର୍ସ, ଏନ ଆଇଟି ରାଉରକେଲା ପରିଚାଳନା ସମିତି, ଆଇ ଆଇଟି ଖଡ଼ଗପୁର ପରିଚାଳନା ସମିତିର ଅଧ୍ୟକ୍ଷ ଏବଂ ଆଇ ଆଇ ଏମ କଲିକତା ପରିଚାଳନା ସମିତିର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବଂଶୀଧର ପଣ୍ଡା
ଜନ୍ମ(1932-11-26)୨୬ ନଭେମ୍ବର ୧୯୩୨



ମଧୁବନ, ବାରଙ୍ଗ
ମୃତ୍ୟୁ୨୨ ମଇ ୨୦୧୮(2018-05-22) (ବୟସ ୮୫)
ଶିକ୍ଷାନୁଷ୍ଠାନବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ହାଭାର୍ଡ଼ ବିଶ୍ୱବିଦ୍ୟାଳୟ,
ମିଚିଗାନ ବୈଷୟିକ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଇମ୍ଫା
ବୈବାହିକ-ସାଥୀଇଲା ପଣ୍ଡା
ସନ୍ତାନବୈଜୟନ୍ତ ପଣ୍ଡା,ଶୁଭ୍ରକାନ୍ତ, ପାରମିତା, ନିବେଦିତା

ବଂଶୀଧର ବାବୁ କେବଳ ଜଣେ ଶିଳ୍ପପତି ନହୋଇ, ସମାଜର ଅନଗ୍ରସର ବର୍ଗର କଲ୍ୟାଣ ନିମନ୍ତେ ଚେଷ୍ଟିତ ଥିଲେ । ୨୦୧୧ରେ 'ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ' ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟକରୁଥିଲେ । ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ ।

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଓଡ଼ିଶାଥେରୁବାଲିବିଜୁ ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଗୀତଗୋବିନ୍ଦଧର୍ମପଦଜଟାୟୁଚୀନଯନ୍ତ୍ରଣାଶବ୍ଦ (ଧ୍ୱନି)ପବିତ୍ର ପାଣିଗ୍ରାହୀଭାରତର ଜାତୀୟ ପତାକାମାଟିର ମଣିଷ (ଉପନ୍ୟାସ)ରୋମଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଫତୁରାନନ୍ଦଚିକିତ୍ସା ବିଜ୍ଞାନ୧୯୭୯ମହାଭାରତଗୋପପୁର (ଗପ ସଙ୍କଳନ)ଯାଜପୁର ଜିଲ୍ଲାଡାଇଭର୍ଟିକୁଲାଇଟିସ୍କବିସୂର୍ଯ୍ୟ ବଳଦେବ ରଥପ୍ରମୋଦ କୁମାର ମହାନ୍ତିସରୋଜ ବଳଜୟପୁର, ରାଜସ୍ଥାନଗୌତମ ବୁଦ୍ଧସାପବାଲେଶ୍ୱରତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବସାରଳା ଦାସନୀଳମାଧବ ମନ୍ଦିରଜଗନ୍ନାଥଙ୍କ ବେଶଓମ'ଙ୍କ ନିୟମ୧୮ ଅଗଷ୍ଟଅକ୍ଷୟ ତୃତୀୟାଓଡ଼ିଶାର ଦଶହରାଶ୍ରୀରୂପା ମିତ୍ର ଚୌଧୁରୀରୁକ୍ମଣୀପରମାଣୁ କ୍ରମାଙ୍କସାମବେଦକଣ୍ଟାକୁସୁମଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରପରିସଂଖ୍ୟାନପଠାଣି ପଟ୍ଟନାୟକକୃଷ୍ଣଚନ୍ଦ୍ର ପାଣିଗ୍ରାହୀକନକ ମଞ୍ଜରୀ ମହାପାତ୍ର୧୩୮୫ଭୁବନେଶ୍ୱର ବେହେରାକଳିଙ୍ଗ ଯୁଦ୍ଧ୩୧ ମାର୍ଚ୍ଚଅବୁଜାଏସିଆଆପଲ କମ୍ପାନୀରବର୍ଟ ମୂଗବ୍ୟାଙ୍କ୨୧ ମାର୍ଚ୍ଚ୧୯୬୯କଣ୍ଡୋମଡୁପିଟ୍ରେନ୍ସ କଣ୍ଟ୍ରାକଚରବିପିନ ବିହାରୀ ମିଶ୍ରବିର୍ସା ମୁଣ୍ଡାଅମ୍ଳଜାନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସାଇକେଲପଞ୍ଚସଖାପ୍ରତିଭା ଶତପଥୀମେଘଦୂତ (ରାଧାନାଥଙ୍କ କାବ୍ୟ)ରାଜୀବ ଗାନ୍ଧୀକୁନ୍ତଳା କୁମାରୀ ଆଚାର୍ଯ୍ୟନୂଆଖାଇ🡆 More