ମଙ୍ଗଳ

]

ମଙ୍ଗଳ ♂
ମଙ୍ଗଳ
ୟୁଏଇର ସାଟେଲାଇଟ‌ଦ୍ୱାରା ଉଠାଜାଇଥିବା ମଙ୍ଗଳ ଗ୍ରହର ଚିତ୍ର

ଏହା ସୌରଜଗତର ଏକ ଅଂଶବିଶେଷ । ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ । ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲିରେ ଗଠିତ । ବାୟୁମଣ୍ଡଳ ପତଳା କାର୍ବନ୍ ଡାଇଅକ୍ସାଇଡ୍(CO2)ରେ ପରିପୁର୍ଣ୍ଣ । ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ । ମଙ୍ଗଳର ଅକ୍ଷ ତାର କକ୍ଷତଳ ସହ ପ୍ରାୟ ୨୩.୯୮° ଢଳି ରହିଛି । ଏଣୁ ପୃଥିବୀ ପରି ମଙ୍ଗଳରେ ବି ଋତୁ ପରିବର୍ତନ ହେଉଥିବ । ଏଠାରେ ଦୁଇଟି ଋତୁ ଦେଖାଯାଏ, ଗ୍ରୀଷ୍ମ ଓ ଶୀତଋତୁ । ମଙ୍ଗଳର ଦୁଇଟି ଉପଗ୍ରହ ଅଛି, ସେଗୁଡିକ ହେଲା- ଫୋବୋସ୍ ଓ ଡେଇମୋସ୍ ।

ପ୍ରାକୃତିକ ଇତିହାସ

ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ସୌରଜଗତର ଗଠନ ସମୟରେ, ସୂର୍ଯ୍ୟକୁ ପରିକ୍ରମା କରୁଥିବା ପ୍ରୋଟୋପ୍ଲାନେଟାରୀ ଡିସ୍କରୁ ବସ୍ତୁଗୁଡ଼ିକର ଏକ ଅନିୟମିତ ପ୍ରକ୍ରିୟାର ପରିଣାମ ସ୍ୱରୂପ ମଙ୍ଗଳ ସୃଷ୍ଟି ହୋଇଥିଲା | ସୌରଜଗତରରେ ମଙ୍ଗଳ ଗ୍ରହର ନିର୍ଧିଷ୍ଟ ସ୍ଥିତି ହେତୁ ଭିନ୍ନ ଭିନ୍ନ ରାସାୟନିକ ବୈଶିଷ୍ଟ ଅଛି |

ବିଶେଷତା

ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶତପୁରା ରେଞ୍ଜସୌର ଜଗତପୁରାଣଭୁବନେଶ୍ୱରପଦାର୍ଥହ୍ୱାଟ୍ସଆପପ୍ରଦୀପ କୁମାର ଅମାତଇସାଭୁକୋନାଜୋନିଅମବୁଏନ୍ସ ଏଆରସପଖାଳନୂଆ ଦିଲ୍ଲୀ୨୦୨୨ ଫିଫା ବିଶ୍ୱକପ୍ବିଷ୍ଣୁ ଚରଣ ସେଠୀଚୀନୀ କଲରାପତରିଆ ବାଘଆନ୍ତର୍ଜାତିକ ମହିଳା ଦିବସଅଲିମ୍ପିକ କ୍ରୀଡ଼ା୨୯ ମାର୍ଚ୍ଚହାଇଦ୍ରାବାଦବିବାହ୧୯୬୩ଏ. ପି. ଜେ. ଅବଦୁଲ କଲାମଯୋଗବ୍ୟାଙ୍କଉପେନ୍ଦ୍ର ଭଞ୍ଜସଂତୃପ୍ତ ମିଶ୍ରମାଂସର ବିଳାପ୪ ମାର୍ଚ୍ଚସମ୍ବାଦ (ଖବରକାଗଜ)ବ୍ରହ୍ମପୁରଫୁସଫୁସଆଣ୍ଡ୍ରଏଡ଼ଆର. କେ. ନାରାୟଣଗ୍ରେଟା ଟୁନବର୍ଗଇରାନଚକ୍ରବର୍ତ୍ତୀ ରାଜଗୋପାଳାଚାରୀଓଡ଼ିଆସିଦ୍ଧାନ୍ତ ମହାପାତ୍ରରବୀନ୍ଦ୍ରନାଥ ଠାକୁରରାଜେନ୍ଦ୍ର ନାରାୟଣ ସିଂହଦେଓଖୋର୍ଦ୍ଧାପ୍ରଧାନ ପୃଷ୍ଠାସୁଦୀପ ତ୍ୟାଗୀସିକ୍ଲ ସେଲ୍ ରୋଗକୋଷ୍ଠକାଠିନ୍ୟବିଜୟ ମିଶ୍ରମନୋଜ ଦାସଙ୍କ କଥା ଓ କାହାଣୀବିହାରଇମେଲପାଦର ଗଣ୍ଠିବିଶ୍ୱନାଥ କରବୀଣାପାଣି ମହାନ୍ତିଓଡ଼ିଆ ଲୋକଜନ୍ ଏଫ୍. କେନେଡ଼ିଡମ୍ବରୁ ଶିଶାୟୁକ୍ରେନପ୍ରଫୁଲ୍ଲ ସାମଲସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଗ୍ରହଦୁର୍ଗାମିରା ଅଲଫାସାବିଲ୍ ଗେଟ୍ସ୍ନବୀନ ପଟ୍ଟନାୟକଭାରତର ସଂସ୍କୃତିଓଜସ୍ୱୀ ଅରୋଡ଼ାନୋଭାକ୍ ଜାକୋଭିକଚଣାବଳରାମ ଦାସ୨୭ ମାର୍ଚ୍ଚଓଡ଼ିଶା🡆 More