ଓଡ଼ିଆ ଲୋକ

ଓଡ଼ିଆ ଲୋକ (ଇଂରାଜୀ: Odia, Oriya) ଭାରତୀୟ ରାଜ୍ୟ ଓଡ଼ିଶାର ଏକ ଇଣ୍ଡୋ-ଆର୍ଯ୍ୟ ଜାତିଗତ ଗୋଷ୍ଠୀ । ଓଡ଼ିଆ ଭାଷା ସେମାନଙ୍କର ମାତୃଭାଷା । ଓଡ଼ିଆ ଲୋକେ ଓଡ଼ିଶାରେ ମୁଖ୍ୟତଃ ସଂଖ୍ୟାଗରିଷ୍ଠ ଭାବେ ବସବାସ କରିବା ଛଡ଼ା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ଭାବେ ରହନ୍ତି ।

ଓଡ଼ିଆ ଲୋକ
ଗୋପବନ୍ଧୁ ଦାସ ନନ୍ଦିତା ଦାସ
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
ଓଡ଼ିଆ ଲୋକ ଭାରତ୩,୩୦,୧୭,୪୪୬ (୨୦୧୧)
Mauritius ମରିସସ୧୦,୦୦୦
ଓଡ଼ିଆ ଲୋକ Australia୫୫,୦୦୦
ଓଡ଼ିଆ ଲୋକ Germany୨୦,୦୦୦
ଭାଷାସମୂହ
ଓଡି଼ଆ
ଧର୍ମ
ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ମୁସଲମାନ ଧର୍ମ
ସମ୍ବନ୍ଧିତ ସମ୍ପ୍ରଦାୟ
ଇଣ୍ଡୋ-ଆର୍ଯ୍ୟ

ବ୍ୟପ୍ତୁତ୍ତି

ପ୍ରଥମ ଓଡ଼ିଆମାନଙ୍କୁ ଓଡ୍ର କିମ୍ବା କଳିଙ୍ଗ (ପରେ ଉତ୍କଳ ନାମରେ ପରିବର୍ତ୍ତନ ହେଲା) କୁହାଯାଉଥିଲା । ଓଡ଼ିଆ ଶବ୍ଦର ବ୍ୟବହାର ମହାଭାରତ ଭଳି ମହାକାବ୍ୟରେ ମଧ୍ୟ ଉଲ୍ଲେଖ ହୋଇଛି । ମହାଭାରତରେ ଲଢ଼ିଥିବା ଜାତିମାନଙ୍କ ମଧ୍ୟରୁ ଏକ ବୋଲି ଓଡ୍ରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ପାଲି ସାହିତ୍ୟ ସେମାନଙ୍କୁ ଓଡକ ବୋଲି ଉଲ୍ଲେଖ କରାଯାଇଛି । ଟଲେମି ଏବଂ ପ୍ଲିନି ଦି ଏଲଡର ଭାରତର ପୂର୍ବ ଉପକୂଳରେ ବାସ କରୁଥିବା ଓରେଟାମାନଙ୍କ ବାବଦରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଧୁନିକ ଶବ୍ଦ ଓଡ଼ିଆ ୧୫ଶ ଶତାବ୍ଦୀରେ ମଧ୍ୟଯୁଗୀୟ ମୁସଲିମ ଇତିହାସକାରମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା ପରେ ଓଡ଼ିଶାର ଗଜପତି ରାଜାମାନେ ଗ୍ରହଣ କରିଥିଲେ ।

ଆହୁରି ଦେଖନ୍ତୁ

ଆଧାର

Tags:

ଆନ୍ଧ୍ର ପ୍ରଦେଶଇଂରାଜୀ ଭାଷାଓଡ଼ିଶାଛତିଶଗଡ଼ଝାଡ଼ଖଣ୍ଡପଶ୍ଚିମ ବଙ୍ଗଭାରତ

🔥 Trending searches on Wiki ଓଡ଼ିଆ:

ରବି ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗ୍ରହମିଳିତ ଜାତିସଂଘରାମଚନ୍ଦ୍ର ମିଶ୍ରପୋଡ଼ ପିଠାସ୍ୱୋର୍ଡ ମାଛଆଇଜାକ ନିଉଟନରାମଚନ୍ଦ୍ର ବେହେରାଅନନ୍ତ ପଟ୍ଟନାୟକଜିନା ସାମଲଜଗନମୋହ‌ନ ଲାଲସ୍ତନ୍ୟପାନବାବା ବଳିଆଦିବ୍ୟସିଂହ ଦେବରାଜନୀତି ବିଜ୍ଞାନପ୍ରସନ୍ନ କୁମାର ଦାସସାଲବେଗକେନ୍ଦୁଝର ଜିଲ୍ଲାବିଶ୍ୱନାଥ କରଆଚାର୍ଯ୍ୟ ହରିହରକମଳା ଦାସଜର୍ମାନୀଇଣ୍ତିଆ ଗେଟପଠାଣି ସାମନ୍ତପଣା ସଂକ୍ରାନ୍ତିଆଲାନ ଟ୍ୟୁରିଙ୍ଗସାଧୁ ମେହେରକୁଞ୍ଜବିହାରୀ ଦାଶବାଘପ୍ରଦୂଷଣୟୁକ୍ରେନନବଯୌବନ ବେଶକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନବକୃଷ୍ଣ ଚୌଧୁରୀଭଗବତୀ ଚରଣ ପାଣିଗ୍ରାହୀସେବିରଜସଞ୍ଜୟ ହାତୀଗୋଲୋକ ବିହାରୀ ଧଳଜଳବାୟୁନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଓ ଅନ୍ଧଗଳିଗୋପାଳ ଚନ୍ଦ୍ର ପ୍ରହରାଜଗୁରୁ ପ୍ରସାଦ ମହାନ୍ତିରମାକାନ୍ତ ରଥବକ୍ସି ଜଗବନ୍ଧୁwiki.phtmlମାଦଳା ପାଞ୍ଜିପାଳୁଅଜଗନ୍ନାଥ ମନ୍ଦିରସୁରେନ୍ଦ୍ର ମହାନ୍ତିଓଡ଼ିଆ ଭାଷାଉତ୍କଳ ଦିବସଝୋଟି ଚିତାସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଆ ଭାଗବତଇନ୍‌ଫ୍ଲୁଏଞ୍ଜାଇଂରାଜୀ ଭାଷାପରିବାରରାମ ନବମୀବାଲିଯାତ୍ରାଖୋର୍ଦ୍ଧାଗୌତମ ବୁଦ୍ଧବଣ୍ଡ (ଅର୍ଥ)୧୬ ମଇବୁଦ୍ଧ ପୂର୍ଣ୍ଣିମାୟୁନିଫର୍ମ ରିସୋର୍ସ ଲୋକେଟରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବାଟମଙ୍ଗଳାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକଲୋକ ସଭା🡆 More