ଗୁଜରାଟ: ଭାରତର ଏକ ରାଜ୍ୟ

]

ଗୁଜରାଟ
ଉପରୁ ଡାହାଣରୁ ଗୁଜରାଟ ମୁଖ୍ୟ ନ୍ୟାୟାଳୟ, ଦ୍ୱାରକା ବେଳାଭୂମି, ଲକ୍ଷ୍ମୀବିଳାସ ପ୍ୟାଲେସ, କଙ୍କରିଆ ହ୍ରଦ, ସାବରମତୀ ଆଶ୍ରମ, କଚ୍ଛର ବୃହତ ରଣ
ଉପରୁ ଡାହାଣରୁ
ଗୁଜରାଟ ମୁଖ୍ୟ ନ୍ୟାୟାଳୟ, ଦ୍ୱାରକା ବେଳାଭୂମି, ଲକ୍ଷ୍ମୀବିଳାସ ପ୍ୟାଲେସ, କଙ୍କରିଆ ହ୍ରଦ, ସାବରମତୀ ଆଶ୍ରମ, କଚ୍ଛର ବୃହତ ରଣ
Gujarat
ଭାରତରେ ଗୁଜରାଟ
ଭାରତରେ ଗୁଜରାଟ ଅବସ୍ଥିତି
Coordinates (ଗାନ୍ଧୀନଗର): 23°13′N 72°41′E / 23.217°N 72.683°E / 23.217; 72.683
ଦେଶଗୁଜରାଟ: ଭାରତର ଏକ ରାଜ୍ୟ ଭାରତ
ପ୍ରତିଷ୍ଠା୧ ମଇ ୧୯୬୦
ରାଜଧାନୀଗାନ୍ଧୀନଗର
ବୃହତ୍ତମ ନଗରଅହମଦାବାଦ
ଜିଲ୍ଲା୩୩
Government
 • ରାଜ୍ୟପାଳଓମ ପ୍ରକାଶ କୋହଲି
 • ମୁଖ୍ୟମନ୍ତ୍ରୀବିଜୟ ରୂପାନୀ
 • ବିଧାନ ସଭାଏକକକ୍ଷବିଶିଷ୍ଟ (୧୮୨ଟି ସିଟ)
 • କେନ୍ଦ୍ରୀୟ ଉପସ୍ଥାପନାରାଜ୍ୟ ସଭା ୧୧
ଲୋକ ସଭା ୨୬
 • ଉଚ୍ଚନ୍ୟାୟାଳୟଗୁଜରାଟ ହାଇକୋର୍ଟ
Area
 • ସମୁଦାୟ196,024 km2 (75,685 sq mi)
 • Rank୬ଷ୍ଠ
Population
 (୨୦୧୧)
 • Total୬,୦୩,୮୩,୬୨୮
 • Rank୯ମ
 • Density308/km2 (800/sq mi)
Demonymଗୁଜରାଟୀ
ଜିଡିପି (2018–19)
 • ମୋଟ
 • ମୁଣ୍ଡପିଛାIndian Rupee ₹୧,୫୬,୬୯୧ (US$୩,୪୭୮.୫୪)
ଭାଷା
 • ସରକାରୀବମ୍ବେ (ପୁନର୍ଗଠନ) ଆଇନ ୧୯୬୦
 • ଅନ୍ୟାନ୍ୟ ସରକାରୀହିନ୍ଦୀ
Time zoneUTC+୦୫:୩୦ (ଆଇଏସଟି)
ISO 3166 codeIN-GJ
ଯାନବାହାନ ପଞ୍ଚୀକରଣGJ
ଏଚଡିଆଇ (2017)Increase ୦.୬୬୭
medium · 21st
ସାକ୍ଷରତା (2011)୭୮.୦୩%
ଲିଙ୍ଗ ଅନୁପାତ (2011)୯୧୯ ♀/୧୦୦୦ ♂
Websitegujaratindia.com
ବମ୍ବେ (ପୁନର୍ଗଠନ) ଆଇନ ୧୯୬୦ ଅନୁସାରେ ବମ୍ବେ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟ ନାମରେ ଦୁଇ ଭାଗରେ ବିଭକ୍ତ ହେଲା

ଗୁଜରାଟ (/ˌɡʊəˈrɑːt/ Gujarat  [ˈɡudʒəɾɑt] (ଗୁଜରାଟ: ଭାରତର ଏକ ରାଜ୍ୟlisten)) ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗର । ଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ । ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।

ଭାରତରେ ଗୁଜରାଟୀଭାଷୀ ଲୋକ ଦେଶର ଆଦିମ ଅଧିବାସୀ । ଗୁଜରାଟର ଅର୍ଥନୀତି ଭାରତର ମୋଟ ତୃତୀୟ ବୃହତ୍ତମ ରାଜସ୍ୱ ଅର୍ଥନୀତି ଯାହାର ମୋଟ ଘରୋଇ ପଣ୍ୟ ଏବଂ ମୁଣ୍ଡପିଛା ଜିଡିପି Indian Rupee ₹୧,୫୭,୦୦୦ (US$୩,୪୮୫.୪)

ପ୍ରାଚୀନ ସିନ୍ଧୁ ଉପତ୍ୟକାର କିଛି ସ୍ଥାନ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଯଥା ଲୋଥାଲ, ଧୋଲବୀର, ଏବଂ ଗୋଲା ଧୋରୋ । ଲୋଥାଲ ବିଶ୍ୱର ପ୍ରଥମ ବନ୍ଦର ବୋଲି ବିଶ୍ୱାସ କରାଯାଏ । ମୌର୍ଯ୍ୟ ଓ ଗୁପ୍ତ ସାମ୍ରାଜ୍ୟର ଏବଂ ଶାକ୍ୟ ରାଜବଂଶର ଉତ୍ତରାଧିକାରୀ ପଶ୍ଚିମ ଶତ୍ରପଙ୍କଦ୍ୱାରା ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଭାବେ ବ୍ୟବହୃତ ଭରୁଚ ଏବଂ ଖମ୍ବାଟ ହେଲେ ଗୁଜରାଟର ମୁଖ୍ୟ ଉପକୂଳୀୟ ସହର । ଭାରତୀୟ ରାଜ୍ୟ ବିହାର ଓ ନାଗାଲାଣ୍ଡଭଳି ଗୁଜରାଟରେ ମଧ୍ୟ ମଦ୍ୟବିକ୍ରି ନିଷେଧ ।

ଆଧାର

ଅଧିକ ତଥ୍ୟ

    ସରକାରୀ
    ଅନ୍ୟାନ୍ୟ

Tags:

🔥 Trending searches on Wiki ଓଡ଼ିଆ:

ସାଧୁ ମେହେରପୁନର୍ମିଳନୟୁନେସ୍କୋଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରାମଶଙ୍କର ରାୟବେଦବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କରଣ (ଜାତି)କୃପାସିନ୍ଧୁ ମିଶ୍ରଜଳବାୟୁଜଗନ୍ନାଥ ଦାସରାଜନୀତି ବିଜ୍ଞାନଭୁବନେଶ୍ୱରଲକ୍ଷ୍ମୀକାନ୍ତ ମହାପାତ୍ରଆଦିଶଙ୍କରଦାମୋଦର ରାଉତରାମଚନ୍ଦ୍ର ମିଶ୍ରବୀଣାପାଣି ମହାନ୍ତିମୁଁ ରାଜା ତୁ ରାଣୀଯୁକ୍ତରାଜ୍ୟଚା’ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟକଳାପାହାଡ଼ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଅଚ୍ୟୁତ ସାମନ୍ତମଟର ସାଇକେଲବାଳୁଙ୍ଗା ଟୋକାଦାସକାଠିଆରବିବାରବାଲେଶ୍ୱର ଜିଲ୍ଲାତାଜମହଲଚନ୍ଦନ ଯାତ୍ରାବନ୍ଦେ ଉତ୍କଳ ଜନନୀବାଘସତ୍ୟବାଦୀ ବନ ବିଦ୍ୟାଳୟଜଗନ୍ନାଥଙ୍କ ବେଶସଞ୍ଜୟ ହାତୀବି. ଆର. ଆମ୍ବେଦକରଅନନ୍ତ ପଟ୍ଟନାୟକକବିସୂର୍ଯ୍ୟ ବଳଦେବ ରଥବସନ୍ତ କୁମାର ଶତପଥୀଲକ୍ଷ୍ମଣ ନାୟକଭକ୍ତ ଚରଣ ଦାସବିଶ୍ୱ ଏଡ୍‌ସ ଦିବସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗାୟତ୍ରୀବାଳା ପଣ୍ଡାରବୀନ୍ଦ୍ର କୁମାର ପ୍ରହରାଜସାପପାର୍ବତୀଚିଲିକା ହ୍ରଦଏକାଦଶୀକୋଣାର୍କଗ୍ରୀକ ଭାଷାମାଣବସା ଗୁରୁବାରନବୀନ ପଟ୍ଟନାୟକପରି ମହଲପ୍ରଥମ ବିଶ୍ୱଯୁଦ୍ଧମଙ୍ଗଳା ମନ୍ଦିରପୃଥିବୀଉତ୍କଳ ଦିବସଭାରତୀୟ ଜନତା ପାର୍ଟିଡିଡାନୋସିନମହାନଦୀପାଳଙ୍ଗଭାରତୀୟ ଜନଗଣନାରମାଦେବୀ ଚୌଧୁରୀଜ୍ଞାନପୀଠ ପୁରସ୍କାର🡆 More