ରାଇବୋଫ୍ଲାଭିନ

ରାଇବୋଫ୍ଲାଭିନ (ଇଂରାଜୀ ଭାଷାରେ Riboflavin, ଅନ୍ୟ ନାମ ଭିଟାମିନ ବି୨ ବା ଜୀବସାର ଖ୨/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ ଅଧକପାଳି ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।

ରାଇବୋଫ୍ଲାଭିନ
ରାଇବୋଫ୍ଲାଭିନ
Sample of microcrystaline riboflavin
Clinical data
Trade namesmany
Synonymsvactochrome, lactoflavin, vitamin G
AHFS/Drugs.commonograph
Pregnancy
category
  • US: A (No risk in human studies) and C
Routes of
administration
by mouth, IM, IV
ATC code
Legal status
Legal status
  • US: OTC
Pharmacokinetic data
ExcretionUrine
Identifiers
IUPAC name
  • 7,8-Dimethyl-10-[(2S,3S,4R)-2,3,4,5-tetrahydroxypentyl]benzo[g]pteridine-2,4-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
E numberE101, E101(iii) (colours) Edit this at Wikidata
ECHA InfoCard100.001.370 Edit this at Wikidata
Chemical and physical data
FormulaC17H20N4O6
Molar mass୩୭୬.୩୭ g·mol−1
3D model (JSmol)
SMILES
  • O=C2/N=C\1/N(c3cc(c(cc3/N=C/1C(=O)N2)C)C)C[C@H](O)[C@H](O)[C@H](O)CO
InChI
  • InChI=InChI=1S/C17H20N4O6/c1-7-3-9-10(4-8(7)2)21(5-11(23)14(25)12(24)6-22)15-13(18-9)16(26)20-17(27)19-15/h3-4,11-12,14,22-25H,5-6H2,1-2H3,(H,20,26,27)/t11-,12+,14-/m0/s1
     ☒N
  • Key:AUNGANRZJHBGPY-SCRDCRAPSA-N

ଦେହ ଏହାକୁ ଉତ୍ତମରୂପେ ସ‌ହ୍ୟ କରିପାରେ । ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ ଗର୍ଭାବସ୍ଥାରେ ନିରାପଦ ରହେ । ଜୀବସାର ଖ ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ । ଜୀବକୋଷ ଶ୍ୱାସକ୍ରିୟା cellular respiration ନିମନ୍ତେ ଏହା ଆବଶ୍ୟକ ହୁଏ । ଅଣ୍ଡା, ସବୁଜ ପନିପରିବା green vegetables, ଦୁଧ ଓ ମାଂସରେ ଏହି ଜୀବସାର ଥାଏ ।

ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।

ଆଧାର

Tags:

en:dietary supplementଅଧକପାଳିଜୀବସାରଭିଟାମିନ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ରଥସାଲଭାଡୋର ଡାଲିରତ୍ନାକର ଚଇନିଫୋସିନୋପ୍ରିଲଗୋପାଳକୃଷ୍ଣ ପଟ୍ଟନାୟକଆନ୍ଧ୍ର ପ୍ରଦେଶରାମଚନ୍ଦ୍ର ମିଶ୍ରଇଣ୍ଟରନେଟବଳରାମ ଦାସଯୌନ ଉତ୍ପୀଡ଼ନ୪ ଇଡିଅଟସ୍ଡାକ ମୁନସୀଲୋକ ସଭାରାସେଶ୍ୱରୀ ପାଣିଗ୍ରାହୀଓଡ଼ିଶାର ଇତିହାସରମାକାନ୍ତ ରଥଇରା ମହାନ୍ତିଗୋପାଳ ଚନ୍ଦ୍ର ପ୍ରହରାଜନେତୃତ୍ୱହରିପ୍ରସାଦ ଚୌରାଶିଆଦାସକାଠିଆରାଜନୀତି ବିଜ୍ଞାନଲସିବିଦ୍ୟାଳୟମନମୋହନ ସାମଲବିନୋଦ ଚନ୍ଦ୍ର ନାୟକଶ୍ରାଦ୍ଧଭଦ୍ରକ ଜିଲ୍ଲାଅମାବାସ୍ୟାର ଚନ୍ଦ୍ରଶେର ଶାହ ସୁରୀ୧୭୪୬ଭୁବନେଶ୍ୱର ବେହେରାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭାରତ ସରକାରଖାସି ମାଂସ ତରକାରୀରାସାୟନିକ ମୌଳିକପର୍ଫେନାଜାଇନIndiaଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀ ସଙ୍ଗୀତବିନ୍ଦୁଶାରଳା ପୁରସ୍କାରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଓଡ଼ିଆ ଖବରକାଗଜ ତାଲିକାତ୍ରିପୁରା ମିଶ୍ରଖିଲିପାନଖଞ୍ଜଣିଯକୃତକାଳୀଚରଣ ପଟ୍ଟନାୟକଟୁକୁନି ସାହୁଶୀତଳ ଷଷ୍ଠୀ ଯାତ୍ରାଉପେନ୍ଦ୍ର ଭଞ୍ଜଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଚାର୍ଯ୍ୟ ହରିହରରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀତମ ଦାସରାଜ୍ୟ ସଭାପ୍ରାଣବନ୍ଧୁ କରୟୁକ୍ରେନଚିତ୍ତରଞ୍ଜନ ଦାସପଖାଳଅଣ୍ଡା ରୋଲଉତ୍କଳ ସମ୍ମିଳନୀଖାରବେଳଗୋଦର ରୋଗଲାଟିନ ଭାଷାସୁରେନ୍ଦ୍ର ମହାନ୍ତି🡆 More