ମକା

ବିଶ୍ୱ ଓ ଭାରତରେ ମକ୍କା ଏକ ମୁଲ୍ୟବାନ୍ ଫସଲ |ଏହାର ଉତ୍ପାଦନର ୨୫% ମାନବ ଆହାର, ୧୨% ପଶୁ ଆହାର,୪୯% କୁକୁଡା ଆହାର, ୧୨% ବାଣିଜ୍ୟ ଲାଗି,୧% ଷ୍ଟାଚ୍ଚ୍ ଓ ୧% ମଞ୍ଜି ରୂପରେ ବ୍ୟବହାର କରାଯାଏ |ଏହା ଛଡା ମକ୍କାର ଉପଯୋଗ କର୍ନ୍ ଫ୍ଲେକ୍ସ୍, ତେଲ, ଷ୍ଟାର୍ଚ୍ଚ୍, ପଫ୍ କର୍ନ୍, ଆଲକୋହଲ୍, ଜୈବିକ ଇନ୍ଧନ ଆଦି ରୂପରେ କରାଯାଏ |

ବିଶ୍ୱର ଖାଦ୍ୟ ଶସ୍ୟ ଉତ୍ପାଦନରେ ମକ୍କାର ୨୫% ଯୋଗଦାନ ରହିଛି| ଚାଷ ଜମିର ଆକାରକୁ ନେଇ ତୁଳନା କଲେ, ପ୍ରଧାନ ଫସଲମାନଙ୍କ ମଧ୍ୟରେ ମକ୍କା ତୃତୀୟ ସ୍ଥାନ ଅଧିକର କରିଛି | ଭାରତରେ ମକ୍କାର ରକବା ୮୫୯ ମିଲିୟନ୍ ହେକ୍ଟର୍ ତଥା ଓସତ୍ ଉତ୍ପାଦକତା ୨୫୪ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ |

ଓଡ଼ିଶାରେ ମକ୍କା ଚାଷ ୧।୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।

ସମଗ୍ର ଦେଶରେ ମକ୍କା ସ୍ୱାଦିଷ୍ଟ ଓ ପୃଷ୍ଟିକର ଚାରା ଯୋଗାଏ, ଯାହା ପଶୁମାନଙ୍କ ବିକାଶ ଲାଗି କୌଣସି ସ୍ତରରେ ଖାଇବାକୁ ଦେଇ ହେବ। ଏଥିରୁ ସବୁଜ ବା ସୁଖିଲା ସାଇଲେଜ୍ ପ୍ରସ୍ତୁତ ହୁଏ ଯାହାକୁ ଚାର ରୂପରେ ଦେଇ ହେବ।

ଆଧାର

http://www.iimr.res.in/ Archived 2017-09-05 at the Wayback Machine.


Tags:

ଭାରତ

🔥 Trending searches on Wiki ଓଡ଼ିଆ:

ସ୍ତନମହାପାତ୍ର ନୀଳମଣି ସାହୁବ୍ୟାସଦେବବୈକୁଣ୍ଠନାଥ ପଟ୍ଟନାୟକବେଲଅଖିଳ ମୋହନ ପଟ୍ଟନାୟକଓଡ଼ିଆ ସାହିତ୍ୟଛାନ୍ଦରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିମିଳିପାଳ ଜାତୀୟ ଉଦ୍ୟାନସୌଭାଗ୍ୟ କୁମାର ମିଶ୍ରଗାଲୁଆଓଡ଼ିଆ କବି ମାନଙ୍କର ତାଲିକାଚନ୍ଦ୍ରଗୁପ୍ତଅଭିମନ୍ୟୁ ସାମନ୍ତସିଂହାରବିରଜା ମନ୍ଦିରଆକବରଜୟ ଜଗନ୍ନାଥଦେଓମାଳୀଜଗନ୍ନାଥ ଦାସକଙ୍କାଳଋଷିଆଅଚ୍ୟୁତାନନ୍ଦ ପ‌ତିଭାରତୀୟ ଦଣ୍ଡ ସଂହିତା, ୧୮୬୦ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନମିତା ଅଗ୍ରୱାଲଜୟନ୍ତୀ ପଟ୍ଟନାୟକବିଷ୍ଣୁଇଣ୍ଡୋନେସିଆହନୁମାନ ଜୟନ୍ତୀଲବଙ୍ଗଗ୍ରହମଧୁମେହସଜନାଶ୍ରୀରାମ ପଣ୍ଡାବିଶ୍ୱଜିତ ଦାସସବ୍ୟସାଚୀ ମିଶ୍ରପ୍ରାଣୀସଞ୍ଜୀବ କୁମାର ମଲ୍ଲିକମଙ୍ଗଳା ମନ୍ଦିରହେନା ଫୁଲବିଧାନ ସଭା ସଭ୍ୟଓଡ଼ିଆ କଥାଚିତ୍ର ଜଗତଗୁରୁବାରଉଇକିମିଡ଼ିଆ ମୁଭମେଣ୍ଟଇଣ୍ଟରନେଟବ୍ୟଞ୍ଜନ ବର୍ଣ୍ଣଭୂମିକମ୍ପଅଟିଜିମ୍‌ଦାସକାଠିଆଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଓଡ଼ିଶା ପ୍ରିମିଅର ଲିଗପଦ୍ମଚରଣ ପଟ୍ଟନାୟକରାକ୍ଷୀ ପୂର୍ଣ୍ଣିମାପ୍ରତିଭା ଶତପଥୀକଦଳୀଚିନ୍ତାମଣି ମହାନ୍ତିସଂଗୀତକଳାପାହାଡ଼ତାରାତାରିଣୀ ମନ୍ଦିରକେନ୍ଦୁଝର ଗଡ଼ଜାତ ରାଜ୍ୟ🡆 More