ବୃତ୍ତ

କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ । ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ୱିବିମୀୟ ଜ୍ୟାମିତିକ ଆକୃତି ଅଟେ ।.

ଏହାକୁ ପ୍ରଥମେ ୧୭୦୬ ମସିହାରେ ୱିଲିୟମ ଜୋନ୍ସ ନାମକ ଜ୍ୟାମିତିଜ୍ଞ ବୃତ୍ତ ଭାବେ ନାମିତ କରିଥିଲେ ।

Circle
ବୃତ୍ତ
ଗୋଟିଏ ବୃତ୍ତ (କଳାରେ ଚିହ୍ନିତ ଅଂଶ) ଏହାର ପରିଧି (C), ବ୍ୟାସ (D) ନୀଳରେ ଚିହ୍ନିତ, ବ୍ୟସାର୍ଦ୍ଧ (R) ନାଲିରେ ଚିହ୍ନିତ; ଏହାର କେନ୍ଦ୍ର (O) ଗୋଲାପୀ ରଙ୍ଗରେ ଚିହ୍ନିତ
ବୃତ୍ତ
କୋଣାର୍କ ଚକ

ଜାଣିବା କଥା

  • ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ ।
  • ଜ୍ୟା- ପରିଧିର କୌଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା ।
  • ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd'ଦ୍ୱାରା ସୂଚିତ କରାଯାଏ ।
  • ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କୌଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ । ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି ।
  • ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ । ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ ।
  • ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ । ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର πଦ୍ୱାରା ସୂଚିତ ହୁଏ । ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ୨୨/୭ ଓ ଦଶମିକରେ ୩.୧୪ ଧରାଯାଏ । ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।

ସାଧାରଣ ବ୍ୟବହାରରେ ବୃତ୍ତ

  • ସୂର୍ଯ୍ୟ, ଜହ୍ନ (ପୂର୍ଣିମା), ଗ୍ରହ, ତାରା ଆଦି ମହାକାଶୀୟ ପିଣ୍ଡମାନଙ୍କର ଆକୃତି ଆମକୁ ବୃତ୍ତାକାର ଦେଖାଯାଏ ।
  • ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ । (କୋଣାର୍କ ଚକ ଦେଖନ୍ତୁ)।
  • ସମୟର ଗତିକୁ ବୃତ୍ତାକାର ଗତି ସହିତ ତୁଳନା କରାଯାଏ ।
  • ଅନେକ ଫୁଲମାନଙ୍କର ବାହ୍ୟ ଆକୃତି ବୃତ୍ତାକାର।

ଆଧାର

Tags:

ଜ୍ୟାମିତି

🔥 Trending searches on Wiki ଓଡ଼ିଆ:

ଖାଦ୍ୟଗଙ୍ଗାଧର ରଥଜର୍ମାନୀତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଗୋଲୋକ ବିହାରୀ ଧଳଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରାସାୟନିକ ମୌଳିକସୁନାବେଶଦେବୁ ବୋଷଚବିଶ ଗୁରୁସମୀର ରଞ୍ଜନ ଦାଶମେହମୁଦ ହୁସେନସ୍ତୁତି ଚିନ୍ତାମଣି୨୦୦୬ସମୟ (କାଳ)ଓଡ଼ିଆ ନାଟକଅଶ୍ରୁମୋଚନ ମହାନ୍ତିଜିନା ସାମଲଓଡ଼ିଆ ସାହିତ୍ୟର ଇତିହାସଶାସ୍ତି (ଓଡ଼ିଆ କଥାଚିତ୍ର)ରଥଯାତ୍ରାବଳମସ୍କୋ୪ (ସଂଖ୍ୟା)ଭୀମ ଭୋଇଓଡ଼ିଆ କଥାଚିତ୍ର ଜଗତଏ. ପି. ଜେ. ଅବଦୁଲ କଲାମଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମହାଦେଶହରେକୃଷ୍ଣ ମହତାବଲଘିଷ୍ଠ ସାଧାରଣ ଗୁଣିତକଅକ୍ଷାଂଶଆଉରଙ୍ଗଜେବପିଙ୍କି ପ୍ରଧାନଅନ୍ନଦା ଶଙ୍କର ରାୟରାୟଗଡ଼ା ଜିଲ୍ଲା୧ମ ଓଡ଼ିଶା ବିଧାନ ସଭାସୂଚନା ପ୍ରଯୁକ୍ତିବିଦ୍ୟାପର୍ଫେନାଜାଇନଛାନ୍ଦକାଞ୍ଚି ଅଭିଯାନଓଡ଼ିଶାରାଧାନାଥ ରାୟଜାହାଙ୍ଗୀରବିସ୍ଥାପିତ କାନ୍ଧ ଗଣ୍ଠିହୃଷୀକେଶ ପଣ୍ଡାଅପରେଟିଙ୍ଗ ସିଷ୍ଟମଟିଣଜଗନ୍ନାଥସବ୍ୟସାଚୀ ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହୃତ୍‌ପିଣ୍ଡରମାକାନ୍ତ ରଥଓଡ଼ିଆ ଭାଗବତଜ୍ଞାନପୀଠ ପୁରସ୍କାରଚୈତନ୍ୟଶ୍ରୀ ଅରବିନ୍ଦପୁରୀବୁଧସୋନପୁର ରାଜ୍ୟନେପଚୁନଚନ୍ଦନ ଯାତ୍ରାକାଟୁଲୁ ରବି କୁମାରଅସହଯୋଗ ଆନ୍ଦୋଳନରବର୍ଟ ହିଲ୍ଯକୃତସୁଭାଷ ଚନ୍ଦ୍ର ବୋଷଜଗନ୍ନାଥ ମନ୍ଦିରବିଜୟ ଶଙ୍କର ଦାସc3bn4ଅଭିମନ୍ୟୁ ସାମନ୍ତସିଂହାର🡆 More