ପଞ୍ଜାବ, ଭାରତ: ଭାରତର ରାଜ୍ୟ

]

ପଞ୍ଜାବ
ਪੰਜਾਬ
Official seal of ପଞ୍ଜାବ
ଭାରତରେ ପଞ୍ଜାବର ଅବସ୍ଥାନ
ଭାରତରେ ପଞ୍ଜାବର ଅବସ୍ଥାନ
ପଞ୍ଜାବର ମାନଚିତ୍ର
ପଞ୍ଜାବର ମାନଚିତ୍ର
ଦେଶପଞ୍ଜାବ, ଭାରତ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ ଭାରତ
ସ୍ଥାପନ୧ ଜାନୁଆରୀ ୧୯୬୬
ରାଜଧାନୀଚଣ୍ଡୀଗଡ଼
ବୃହତ୍ତମ ନଗରଲୁଧିଆନା
ଜିଲ୍ଲା ସଂଖ୍ୟା୨୨
Government
 • ରାଜ୍ୟପାଳଜି. ନିଶ
 • ମୁଖ୍ୟମନ୍ତ୍ରୀcaptain amerandra singh
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୧୭ ଆସନ)
Area
 • ସମୁଦାୟ50362 km2 (19,445 sq mi)
 • Rank୧୯ଶ
Population
 (୨୦୧୧)
 • Total୨୭୭୦୪୨୩୬
 • Density550/km2 (1,400/sq mi)
Time zoneUTC+୦୫:୩୦ (IST)
ISO 3166 codeIN-PB
HDIIncrease ୦.୬୭୯ (ମଧ୍ୟମ)
HDI କ୍ରମାଙ୍କ୯ମ(୨୦୦୫)
ସାକ୍ଷରତା୭୬.୬୮%
ସରକାରୀ ଭାଷାପଞ୍ଜାବୀ
Websitepunjabgovt.nic.in


ପଞ୍ଜାବ ଭାରତର ଉତ୍ତର-ପଶ୍ଚିମରେ ଥିବା ଏକ ରାଜ୍ୟ

ଭୂଗୋଳ

ଇତିହାସ

ଭାଷା ଓ ସାହିତ୍ୟ

ଖେଳ

ପଞ୍ଜାବ, ଭାରତ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ 
କବାଡି (ବୃତ୍ତ ଶୈଳୀ)
ପଞ୍ଜାବ, ଭାରତ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ 
ପିସିଏ ଷ୍ଟାଡ଼ିୟମ, ଅଜିତଗଡ

କବାଡି (ବୃତ୍ତ ଶୈଳୀ), ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା । ହକି ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ । କିଲ୍ଲା ରାୟପୁର ଖେଳ ଉତ୍ସବ,ଯାହା ଗ୍ରାମ ଅଲିମ୍ପିକ୍‌ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର ବିଶ୍ୱ କବାଡି ଲିଗର ଆୟୋଜନ କର୍ତ୍ତା । ଏଥିରେ ଆର୍ଜେଣ୍ଟିନା, କାନାଡା, ଡେନମାର୍କ]], ଇଂଲଣ୍ଡ, ଭାରତ, କେନିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଏରା ଲିଓନ୍, ସ୍ପେନଆମେରିକା, ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।

ପଞ୍ଜାବରେ ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ, ଗୁରୁ ନାନ‌କ ଷ୍ତାଡ଼ିୟମ, ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ, ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଗାନ୍ଧି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମ ଓ ସୁରଜିତ ହକି ଷ୍ଟାଡ଼ିୟମ, ପ୍ରଭୃତି ରହିଛି ।


ପର୍ଯ୍ୟଟନ

ପଞ୍ଜାବ, ଭାରତ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ 
ପଟିଆଲାରେ ଥିବା ମୋତି ବାଗ୍ ମହଲa
ପଞ୍ଜାବ, ଭାରତ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ 
ଅମୃତସରର ହରମନ୍ଦିର ସାହିବ

ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ । ଉଦାହରଣ ସ୍ୱରୂପ ସିନ୍ଧୁ ଉପତ୍ୟାକା ସଭ୍ୟତାର ବିଭିନ୍ନ ସ୍ଥାନ, ବାଥିଣ୍ଡର ଦୁର୍ଗ, କାପୁରଥାଲା, ପଟିଆଲା ଓ ଚଣ୍ରଡିଗଡର କୀର୍ତ୍ତି, ଓ ଆଧୁନିକ ରାଜଧାନୀ ଲି କୋର୍ବୁସିଅର । ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର ଲୋନ୍ଲି ପ୍ଲାନେଟର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା । ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି । ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ ଆନନ୍ଦପୁର ସାହିବ, ଯେଉଁଠିକୁ ବ‌ହୁ ପର୍ଯ୍ୟଟକ ବୀରାସତ-ଇ-ଖାଲ୍‌ସା ଓ ହୋଲା ମୋହଲା ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ କିଲ୍ଲା ରାୟପୁରଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି । ପଠାଙ୍କୋଟର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।

ଆଧାର

ଅଧିକ ତଥ୍ୟ

Tags:

ପଞ୍ଜାବ, ଭାରତ ଭୂଗୋଳପଞ୍ଜାବ, ଭାରତ ଇତିହାସପଞ୍ଜାବ, ଭାରତ ଭାଷା ଓ ସାହିତ୍ୟପଞ୍ଜାବ, ଭାରତ ଖେଳପଞ୍ଜାବ, ଭାରତ ପର୍ଯ୍ୟଟନପଞ୍ଜାବ, ଭାରତ ଆଧାରପଞ୍ଜାବ, ଭାରତ ଅଧିକ ତଥ୍ୟପଞ୍ଜାବ, ଭାରତ

🔥 Trending searches on Wiki ଓଡ଼ିଆ:

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସପରିବେଶଓଡ଼ିଶାର ଲୋକନୃତ୍ୟ୪ ଜୁନଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାରୀତା ସାହୁପୁରୀଦ୍ରୌପଦୀ ମୁର୍ମୁମିଳିମିଳାଓଷାଭୁବନେଶ୍ୱର ବେହେରାବିଶ୍ୱ ନାଟ୍ୟ ଦିବସ୨୪ ଅପ୍ରେଲଏଲୋରା ଗୁମ୍ଫାଆଲୋକ-ବୈଦୁତିକ ପ୍ରଭାବବିଦ୍ୟାଳୟ୧୫୭୯ଅଯୁଗ୍ମ ସଂଖ୍ୟା୧୮ ମାର୍ଚ୍ଚଲିଙ୍ଗରାଜ ମନ୍ଦିରଚକରା ବିଷୋୟୀଜଗମୋହନଭାନୁଜୀ ରାଓଉପେନ୍ଦ୍ର ଭଞ୍ଜସାରଦା ଦେବୀପାଇକ ବିଦ୍ରୋହରବି ସିଂଓଡ଼ିଶାର ଦୋଳଯାତ୍ରାନିମୋନିଆDarifenacinଭାରତ ଛାଡ଼ ଆନ୍ଦୋଳନଅନୁରାଧା କୋଇରାଲାଉଇକିପିଡ଼ିଆ ସମୂହର ତାଲିକାମନୋରଞ୍ଜନ ଦାସବିନୋଦ ଚନ୍ଦ୍ର ନାୟକଜୟନ୍ତ ମହାପାତ୍ରଲକ୍ଷ୍ମଣ ନାୟକବିଶ୍ୱନାଥ କରପରିଣାମଭାରତ-ଚୀନ ସୀମା ବିବାଦଗଞ୍ଜା ଲଢ଼େଇରମାଦେବୀ ଚୌଧୁରୀବେଦବିଜ୍ଞାନ କାହାଣୀବ୍ୟୋମକେଶ ରାୟଗୌତମ ବୁଦ୍ଧକୁମ୍ଭ (ରାଶି)ଛଉ ନାଚଦକ୍ଷିଣ ଆଫ୍ରିକାଓଡ଼ିଆ ଭାଷାଭଗବତୀ ଚରଣ ପାଣିଗ୍ରାହୀକନ୍ଧମାଳ ଜିଲ୍ଲାକଥା (ପତ୍ରିକା)ରାମାୟଣକରୁଣାକର କର୧୪ ମାର୍ଚ୍ଚସୁନାଲୋରାଟାଡାଇନ୧୯୬୬ନବୀନ ପଟ୍ଟନାୟକ୮ ମାର୍ଚ୍ଚଗୁରୁଦେବୀପ୍ରସନ୍ନ ପଟ୍ଟନାୟକହୃଷୀକେଶ ମଲ୍ଲିକଯକ୍ଷ୍ମାବ୍ରାହ୍ମଣୀ ନଦୀଉତ୍କଳ ଦିବସସଂଘମିତ୍ରା ମିଶ୍ରସୁଦଶା ବ୍ରତମାଣବସା ଗୁରୁବାର🡆 More