ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ

ପାକିସ୍ତାନ (ପାକିସ୍ଥାନ ନାମରେ ମଧ୍ୟ ଜଣା, ଉର୍ଦ୍ଦୁ: پَاکِسْتَان ), ସରକାରୀ ଭାବେ Islamic Republic of Pakistan (ISO: ଉର୍ଦ୍ଦୁ: اِسْلامی جَمْہُورِیَہ پَاکِسْتَان, islāmi jamhūriyāh pākistān)) ଏସିଆର ଏକ ଦେଶ । ୨୪.୧୫ କୋଟି (୨୪୧.୫ ନିୟୁତ) ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୨୦୨୩ ସୁଦ୍ଧା ଏଠାରେ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ରହିଛି । ଇସଲାମାବାଦ ଦେଶର ରାଜଧାନୀ ହୋଇଥିବା ବେଳେ କରାଚୀ ଏହାର ସର୍ବବୃହତ ନଗର ଏବଂ ଆର୍ଥିକ କେନ୍ଦ୍ର ଏବଂ ତା' ତଳକୁ କ୍ରମାନ୍ୱୟରେ ଲାହୋର, ଫୈସଲାବାଦ, ମୁଲତାନ, ପେଶାୱାର ଏବଂ ହାଇଦ୍ରାବାଦ ଆଦି ନଗର ଅଛନ୍ତି । 881,913 square kilometres (340,509 square miles) ପରିବ୍ୟାପ୍ତ ପାକିସ୍ତାନ ହେଉଛି ବିଶ୍ୱର ୩୩ତମ ବୃହତ୍ତମ ଏବଂ ଦକ୍ଷିଣ ଏସିଆର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଦକ୍ଷିଣରେ ଆରବ ସାଗର ଏବଂ ଓମାନ ଉପସାଗରରେ 1,046-kilometre (650-mile) ସମୁଦ୍ରତଟ ରହିଛି ଏବଂ ଏହାର ପୂର୍ବରେ ଭାରତ, ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣ-ପଶ୍ଚିମରେ ଇରାନ ଏବଂ ଉତ୍ତର-ପୂର୍ବରେ ଚୀନ ଅବସ୍ଥିତ । ଉତ୍ତରରେ ଆଫଗାନିସ୍ତାନର ୱାଖାନ କରିଡରଦ୍ୱାରା ତାଜିକିସ୍ତାନଠାରୁ ଏହା ଅଳ୍ପ ଦୂରରେ ରହିଛି ଏବଂ ଓମାନ ସହିତ ଏକ ସାମୁଦ୍ରିକ ସୀମା ମଧ୍ୟ ରହିଛି ।

ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
ପାକିସ୍ତାନ
ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
ପାକିସ୍ଥାନର ପତାକା

ପାକିସ୍ତାନ ଅନେକ ପ୍ରାଚୀନ ସଂସ୍କୃତିର ସ୍ଥାନ । ଏଠାର ବେଲୁଚିସ୍ତାନସ୍ଥିତ ମେହେରଗଡ଼ରେ ୮୫୦୦ ବର୍ଷ ପୁରୁଣା ନିଓଲିଥିକ ସ୍ଥାନ, ବ୍ରୋଞ୍ଜ ଯୁଗର ସିନ୍ଧୁ ସଭ୍ୟତା ଏବଂ ପ୍ରାଚୀନ ଗାନ୍ଧାର ସଭ୍ୟତା ଅନ୍ତର୍ଭୁକ୍ତ । ଆଧୁନିକ ପାକିସ୍ତାନରେ ଅନ୍ତର୍ଗତ ଅନେକ ଅଂଶ ଏକାଧିକ ସାମ୍ରାଜ୍ୟ ଏବଂ ରାଜବଂଶର ରାଜ୍ୟ ଥିଲା ଓ ସେହି ରାଜ୍ୟଗୁଡ଼ିକରେ ଆକମେନିଡ଼, ମୌର୍ଯ୍ୟ, କୁଶାଣ, ଗୁପ୍ତ; ଏହାର ଦକ୍ଷିଣ ଅଞ୍ଚଳରେ ଉମାୟାଦ ଖଲିଫା, ସାମ୍ମା, ହିନ୍ଦୁ ଶାହି, ଶାହ ମିରିସ, ଗଜନବୀଦ, ଦିଲ୍ଲୀ ସୁଲତାନା, ମୋଗଲ, ଏବଂ ନିକଟରେ ୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଚାଲିଥିଲା ।

National symbols of Pakistan (Official)
National animal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National bird ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National tree ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National flower ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National heritage animal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National heritage bird ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National aquatic marine mammal ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National reptile ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National amphibian ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National fruit ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mosque ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mausoleum
National river ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ
National mountain ପାକିସ୍ତାନ: ଦକ୍ଷିଣ ଏସିଆର ଦେଶ

ଆଧାର

ଅଧିକ ତଥ୍ୟ

ସରକାରୀ


Tags:

ଆଫଗାନିସ୍ତାନଆରବ ସାଗରଇରାନଇସଲାମାବାଦଉର୍ଦ୍ଦୁ ଭାଷାଏସିଆଓମାନକରାଚୀଚୀନତାଜିକିସ୍ତାନଦେଶଭାରତମୁସଲମାନ

🔥 Trending searches on Wiki ଓଡ଼ିଆ:

ରାସାୟନିକ ମୌଳିକରେବତୀ (କ୍ଷୁଦ୍ରଗଳ୍ପ)ବଙ୍ଗୋପସାଗରବିଭୂତି ପଟ୍ଟନାୟକଇରା ମହାନ୍ତିଚୈତ୍ର ମଙ୍ଗଳବାର ଓଷାଛାନ୍ଦପୃଥିବୀଶ୍ରୀନିବାସ ରାମାନୁଜନଜଗନ୍ନାଥଭାରତ ସରକାରଗୁରୁବାରସଚ୍ଚିଦାନନ୍ଦ ରାଉତରାୟପ୍ଲୀହାପରିବେଶଭୀମ ପୃଷ୍ଟିଆଚାର୍ଯ୍ୟ ହରିହରଅର୍ଜୁନ ଗଛଭଦ୍ରକ ଜିଲ୍ଲାତରଭୁଜ୧୦ ଅଗଷ୍ଟଗୁରୁପ୍ରସାଦ ମହାନ୍ତିସେପ୍ଟେମ୍ବରଦୀପକ ମିଶ୍ର୨୯ ଅପ୍ରେଲଛବିଳ ମଧୁ ବର୍ଣ୍ଣବୋଧଅଚ୍ୟୁତାନନ୍ଦ ପ‌ତିମାୟାଧର ମାନସିଂହପଟ୍ଟଚିତ୍ରରାକ୍ଷୀ ବାନ୍ଧିଲି ମୋ ରଖିବ ମାନରାମଚନ୍ଦ୍ର ବେହେରାଓଡ଼ିଶାର ମାପ ବ୍ୟବସ୍ଥାଦଶାବତାରଅଖିଳ ନାୟକଭାରତର ସଂସ୍କୃତିଚେରୋ ଜାତିପାଟୁଆ ଯାତ୍ରାମକର (ରାଶି)ଚାଣକ୍ୟ୧ ଫେବୃଆରୀସାଇକେଲସ୍ୱାଧୀନତା ଦିବସ‌ (ଭାରତ)ବିଜୟ ମିଶ୍ରଚକ୍ରଧର ମହାପାତ୍ରଓଡ଼ିଆ ଲିପିଋଷିଆବିଷ୍ଣୁଉଦୟନାଥ ଷଡ଼ଙ୍ଗୀଅମର ପ୍ରସାଦ ଶତପଥୀଏଚଆଇଭି/ଏଡସରାଜା ରାମମୋହନ ରାୟଅନୁପମ ଭାରତହୃଷୀକେଶ ପଣ୍ଡାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭୂମିକମ୍ପଅଭିମନ୍ୟୁ ସାମନ୍ତସିଂହାରଶିମିଳିପାଳ ଜାତୀୟ ଉଦ୍ୟାନବନ୍ଧୁ ମହାନ୍ତିନବକଳେବର୨୩ ଅପ୍ରେଲକେଶବ କୋଇଲିବେଲଟେସାମୋରେଲିନମାଳିକାବିଜ୍ଞାନକଳମଶାଗଖାଦ୍ୟଚନ୍ଦ୍ରଗୁପ୍ତ🡆 More