ସମ୍ରାଟ ଅଶୋକ: ଭାରତର ମୌର୍ଯ୍ୟ ବଂଶର ସମ୍ରାଟ୍

ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ ।

ଅଶୋକ
ମୌର୍ଯ୍ୟ ଶାସକ
ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ
A "Chakravartin" ruler, first century BC/CE. Andhra Pradesh, Amaravati. Preserved at Musee Guimet
ଶାସନ କାଳ274–232 BCE
ରାଜ୍ୟାଭିଷେକ270 BCE
ଆଖ୍ୟାSamraat Chakravartin; other titles include Devanampriya and Priyadarsin
ଜନ୍ମ304 BCE
ଜନ୍ମସ୍ଥାନପାଟ୍ଟଳୀପୁତ୍ର, ପାଟନା
ମୃତ୍ୟୁ232 BCE (aged 72)
ମୃତ୍ୟୁସ୍ଥାନପାଟ୍ଟଳୀପୁତ୍ର, ପାଟନା
BuriedAshes immersed in the Ganges River, possibly at Varanasi, Cremated 232 BCE, less than 24 hours after death
ପୂର୍ବାଧିକାରୀବିନ୍ଦୁସାର
ଉତ୍ତରାଧିକାରୀଦଶରଥ
ଜୀବନସାଥିରାଣୀ କାରୁବାକୀ
ରାଣୀ ଦେବୀ
ରାଣୀ ପଦ୍ମାବତୀ
ରାଣୀ ତିଶ୍ୟରକ୍ଷା
Offspringମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ
ରାଜବଂଶMauryan dynasty
ପିତାବିନ୍ଦୁସାର
ମାତାMaharani Dharma or Shubhadrangi
ଧର୍ମବୌଦ୍ଧ ଧର୍ମ

ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ. ପୂ. ୨୬୩ରେ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେଲେ।। ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ଓ ଭାରତ ବାହାରେ ବୌଦ୍ଧ ଧର୍ମକୁ ପହଞ୍ଚାଇବାରେ ବିଶେଷ ଭୂମିକା ବହନ କରିଥିଲେ"

କଳିଙ୍ଗ ଯୁଦ୍ଧ

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ବିଭୀଷିକା ବର୍ଣ୍ଣିତ ହୋଇଛି ।

ଧର୍ମ ପ୍ରଚାର

ଅଶୋକ, ବିଶ୍ୱ ଦରବାରରେ ବୌଦ୍ଧଧର୍ମକୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।

ଅଶୋକଙ୍କ ବାଲ୍ୟଜୀବନ

ସାମ୍ରାଜ୍ୟ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Approximate extent of Maurya empire under Ashoka. The empire stretched from Afghanistan to Bengal to southern India

ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

ନିଜର ଅସାଧାରଣ ବ୍ୟକ୍ତିତ୍ୱ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ୱ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
A c. 1910 painting by Abanindranath Tagore (1871–1951) depicting Ashoka's queen standing in front of the railings of the Buddhist monument at Sanchi (Raisen district, Madhya Pradesh).

ମୌର୍ଯ୍ୟ ଶାସନପଦ୍ଧତି

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।

କଳିଙ୍ଗର ପରାଜୟ

ତାଙ୍କର୧୩ ତମ ଶିଳାଲିପିରୁ,ଆମ୍ଭେମାନେ ଜାଣୁ ଯେ ଯୁଦ୍ଧ ଏକ ପ୍ରଚଣ୍ଡ ଏବଂ୧୦୦,୦୦୦ ସୈନିକର ମୃତ୍ୟୁର କାରଣ ଓ ବହୁତ ବେସାମରିକ ବ୍ୟକ୍ତି ପ୍ରତିରକ୍ଷାରେ ଯୋଗ ଦେଇଥିଲେ;୧୫୦,୦୦୦ ଲୋକମାନଙ୍କୁ ବନ୍ଦୀ କରା ଯାଇଥିଲା ।

ବୌଦ୍ଧଧର୍ମକୁ ପରିବର୍ତ୍ତନ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
A similar four "Indian lion" Lion Capital of Ashoka atop an intact Ashoka Pillar at Wat U Mong near Chiang Mai, Thailand showing another larger Dharma Chakra / Ashoka Chakra atop the four lions.

ଅଶୋକଙ୍କ ଅନୁଶାସନ ଏକ ବଡ଼ ବିଷାଦପୂର୍ଣ୍ଣ ଓ ଦୁଃଖଦାୟକ ପ୍ରତିଫଳ ହୋଉଥିଲା, ଅଶୋକ ବୁଝିପାରୁଥିଲେ କି ତାଙ୍କ ଭୁଲ ପାଇଁ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ମୃତ୍ୟୁ ମୁଖରେ ଯନ୍ତ୍ରଣା ଭୋଗ ମଧ୍ୟ କରୁଛନ୍ତି।।

କିମ୍ବଦନ୍ତୀ କହୁଚି, ଯେ, ଯୁଦ୍ଧ ସରିବାର ଗୋଟେ ଦିନ ପରେ, ଅଶୋକ ସାହାସିକତା ସହ ସହରର ବାହାରକୁ ଯାଇଥିଲେ ଏବଂ ସେ ଦେଖିଲେକି ସବୁ ଘରଦ୍ୱାରା ପଡିଯାଇଛି ଏବଂ ଏଣେତେଣେ ଛିନ୍ନଭିନ୍ନ ହୋଇ ମୃତଦେହ ପଡିରହିଛି ।ସେହି ଦୃଶ୍ୟ ତାଙ୍କୁ ରୁଗ୍ଣ/ଦୁର୍ବଳ କରିଦେଇଥିଲା ଓ ସେ କାନ୍ଦି ପକେଇଥିଲେ ବି।

କଳିଙ୍ଗ ସହ ମାରାତ୍ମକ ଯୁଦ୍ଧ ପରେ ପ୍ରତିହିଂସା ପରାୟଣ ରାଜା ଅଶୋକ ଜଣେ ସ୍ଥିରମନା ଓ ଶାନ୍ତପୂର୍ଣ ରାଜା ପରିବର୍ତନଓ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। । ବଶମଙ୍କ ଅନୁସାରେ, ତାଙ୍କ ଧର୍ମ ମୂଳରୁ / ବଂଶର ମୂଳରୁ ସେ ବୌଦ୍ଧଧର୍ମ ନ ଥିଲା।


ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Ashokan Pillar at Vaishali

ମୃତ୍ୟୁ ଓ ଇଚ୍ଛାପତ୍ର

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Ashoka's Major Rock Edict at Junagadh contains inscriptions by Ashoka (fourteen of the Edicts of Ashoka), Rudradamanna I and Skandagupta.
ରାଜାଙ୍କ ପୋତ

ଐତିହାସିକ ଉତ୍ପତ୍ତି ସ୍ଥଳ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Bilingual inscription (in Greek and Aramaic) by King Ashoka, discovered at Kandahar (National Museum of Afghanistan).
ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
A Punch-marked Coin of Ashoka

ଉପଲବ୍ଧି

ବିତର୍କ ଉପରେ ଧ୍ୟାନ

ଦାନ

ଧର୍ମ ପ୍ରତି ନିକଟତର ହବା

ସାରାବିଶ୍ୱରେ ବୌଦ୍ଧଧର୍ମର ବିସ୍ତାର

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
ସାଞ୍ଚି ସ୍ତୁପ.

ଶାସକ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Mauryan ringstone, with standing goddess. Northwest Pakistan. 3rd century BCE. British Museum.

ଜୀବ କଲ୍ୟାଣ

ଅଶୋକ ଚକ୍ର

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
The Ashoka Chakra, "the wheel of Righteousness" (Dharma in Sanskrit or Dhamma in Pali)"

ଅଶୋକସ୍ତମ୍ବ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
ଅଶୋକ ସ୍ତମ୍ଭ ଲୁମ୍ବିନୀ, ନେପାଳ, ବୁଦ୍ଧଙ୍କ ଜନ୍ମସ୍ଥାନ

ଅଶୋକ ମୁଦ୍ରା

ନିର୍ମାଣରେ ପାରଙ୍ଗମ ଅଶୋକ

ସମ୍ରାଟ ଅଶୋକ: କଳିଙ୍ଗ ଯୁଦ୍ଧ, ଧର୍ମ ପ୍ରଚାର, ସାମ୍ରାଜ୍ୟ 
Mahabodhi Temple, built on the site of an older temple by Ashoka (c. 250 BCE); restoration by the British and India post independence

ବ୍ରିଟିଶର କଟକଣା ଓ ୱେଲିଗାମା ଶ୍ରୀ ସୁମନଗଲଙ୍କ ତଦା ରଖରେ ପୁନଃନିର୍ମାଣ ହୋଇଥିଲା।

ଅଙ୍କନ, ଚିତ୍ର, ସାହିତ୍ୟ

ମୌର୍ଯ୍ୟଶାସନର ପତନ

ଆଧାର

ବାହାର ତଥ୍ୟ

Tags:

ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧସମ୍ରାଟ ଅଶୋକ ଧର୍ମ ପ୍ରଚାରସମ୍ରାଟ ଅଶୋକ ସାମ୍ରାଜ୍ୟସମ୍ରାଟ ଅଶୋକ ମୌର୍ଯ୍ୟ ଶାସନପଦ୍ଧତିସମ୍ରାଟ ଅଶୋକ ମୌର୍ଯ୍ୟଶାସନର ପତନସମ୍ରାଟ ଅଶୋକ ଆଧାରସମ୍ରାଟ ଅଶୋକ ବାହାର ତଥ୍ୟସମ୍ରାଟ ଅଶୋକଆନ୍ଧ୍ର ପ୍ରଦେଶଆଫଗାନିସ୍ତାନକଳିଙ୍ଗ ଯୁଦ୍ଧକେରଳପଞ୍ଜାବପାକିସ୍ଥାନବଙ୍ଗଳାଦେଶବୌଦ୍ଧ ଧର୍ମ

🔥 Trending searches on Wiki ଓଡ଼ିଆ:

ରାଜା ରାମମୋହନ ରାୟଆଖୁପ୍ରଥମାଷ୍ଟମୀଅକ୍ଷାଂଶଗୋଦାବରୀଶ ମହାପାତ୍ରଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ କଥାଚିତ୍ର ଜଗତଦୀନକୃଷ୍ଣ ଦାସଋଷିଆଜଳଖାଦ୍ୟ୧୨ ଡିସେମ୍ବରକାଲିଫର୍ମିଅମଶିମିଳିପାଳ ଜାତୀୟ ଉଦ୍ୟାନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମିଳିତ ଜାତିସଂଘରାସନ କାର୍ଡ଼ (ଭାରତ)ପୁରୀସୌଭାଗ୍ୟ କୁମାର ମିଶ୍ରଦୁର୍ଗାବିଭୂତି ପଟ୍ଟନାୟକମନମୋହନ ସାମଲକାଠଚମ୍ପାମଟର ସାଇକେଲରାଜ ଯୋଗଦଶାଶ୍ୱମେଧ ଘାଟଦଶାବତାରବ୍ୟାସଦେବପ୍ରୀତି ପାଣିଗ୍ରାହୀସାଧୁ ମେହେରମ୍ୟାଲେରିଆତାରିଣୀ ମନ୍ଦିର, ଘଟଗାଁଆଲେକ୍‌ଜାଣ୍ଡର୍ ମହାନମାଳିକାଜର୍ଜ କ୍ୟାଣ୍ଟରଜ୍ଞାନକୋଷଶାନ୍ତନୁ କୁମାର ଆଚାର୍ଯ୍ୟୱାଟରଲୁ ଯୁଦ୍ଧହେମନ୍ତ ଦାସଯଶୋବନ୍ତ ଦାସସମ୍ବଲପୁର ଜିଲ୍ଲା୧୦ ଅଗଷ୍ଟଅଟିଜିମ୍‌ଚନ୍ଦନ ବୋଡ଼ାଜଗନ୍ନାଥ ଦାସଉଇକିମିଡ଼ିଆ ଫାଉଣ୍ଡେସନଚିନ୍ତାମଣି ବେହେରାଆଚାର୍ଯ୍ୟ ହରିହରଗୋଦାବରୀଶ ମିଶ୍ରଖୋର୍ଦ୍ଧା ଜିଲ୍ଲାଓଡ଼ିଶା ଆଦର୍ଶ ବିଦ୍ୟାଳୟରାଜନୀତି ବିଜ୍ଞାନରାଣୀ ଲକ୍ଷ୍ମୀବାଈଏଚଆଇଭି/ଏଡସଫୁଲଅନାଦି ଚରଣ ସାହୁବୀଜାଣୁଆକବର୨୫ ମାର୍ଚ୍ଚସଚ୍ଚିଦାନନ୍ଦ ରାଉତରାୟସାଦୃଶ୍ୟଉତ୍କଳ ଦିବସ୧୨ ଅପ୍ରେଲଦ୍ରାଘିମାହେନା ଫୁଲ🡆 More