ଅଶୋକ ସମ୍ରାଟ: ୨୦୧୩ର ଓଡ଼ିଆ କଥାଚିତ୍ର

ଅଶୋକ ସମ୍ରାଟ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନ୍ନପୂର୍ଣ୍ଣା ପରିଡ଼ା ଏବଂ ଅମରେଶ ପରିଡ଼ା । ଅବିନାଶ ପରିଡ଼ା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ । ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭଜିତ ମଜୁମଦାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଅଶୋକ ସମ୍ରାଟ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକଅନ୍ନପୂର୍ଣ୍ଣା ପରିଡ଼ା, ଅମରେଶ ପରିଡ଼ା
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀଅବିନାଶ ପରିଡ଼ା
କଳାକାରଅରିନ୍ଦମ
ଇମିଲି
ମୀନକେତନ
ହରିହର ମହାପାତ୍ର
ମନୋଜ ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଜଗନ ଚବାଲି
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୩
ଦେଶଅଶୋକ ସମ୍ରାଟ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଇମିଲି ଚୌଧୁରୀ । ମହାଶ୍ୱେତା ରାୟ, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ମୀନକେତନ, ମନୋଜ ମିଶ୍ର, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଜୟୀରାମ ସାମଲ, ପ‌ପି ସନ୍ତୁକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ୍ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ

କ୍ରମଗୀତସମୟ
1."ଆମେ ତ ରଡ୍ଡ ଟୋକା" 
2."ଲଭ୍ ୟୁ ହ‌ନି" 
3."ଉଠା ତୋର ପାନ" 
4."ନାଇଁ ରେ" 
5."ରାଧେ ରାଧେ" 
6."ହୃଦୟର ଗତି" 

ଆଧାର

ବାହାର ଆଧାର

Tags:

ଅଶୋକ ସମ୍ରାଟ ଅଭିନୟଅଶୋକ ସମ୍ରାଟ କାହାଣୀଅଶୋକ ସମ୍ରାଟ ଗୀତ ଏବଂ ସଙ୍ଗୀତଅଶୋକ ସମ୍ରାଟ ଆଧାରଅଶୋକ ସମ୍ରାଟ ବାହାର ଆଧାରଅଶୋକ ସମ୍ରାଟ

🔥 Trending searches on Wiki ଓଡ଼ିଆ:

ମାୟାଧର ମାନସିଂହଶ୍ରୀନନ୍ଦ କିଶୋର ବଳରଘୁନାଥ ମୁର୍ମୁଷଢ଼େଇଖଳା-ଖରସୁଆଁ ଜିଲ୍ଲାକିଶୋରଚନ୍ଦ୍ରାନନ ଚମ୍ପୂସିଙ୍ଗାପୁରକୁଞ୍ଜବିହାରୀ ତ୍ରିପାଠୀମହୁକାଳୀୟଦଳନ ବେଶ୧୭ ଫେବୃଆରୀକୋଣାର୍କ ସୂର୍ଯ୍ୟ ମନ୍ଦିରପିଠାବଣଭୋଜି ବେଶସରସ୍ୱତୀ ନଦୀକୃଷ୍ଣଚନ୍ଦ୍ର ବକ୍ସିପାତ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପୁଷ୍ଟିସାରମିଶ୍ର ସତ୍ୟନାରାୟଣଦଶାବତାରସରୋଜିନୀ ସାହୁକୁସୁମକର୍ପୁରକୁପୋଷଣମହାଦେଶଓଡ଼ିଶାର ପର୍ବପର୍ବାଣିଉପେନ୍ଦ୍ର କିଶୋର ଦାସପଞ୍ଚାନନ ମିଶ୍ରଇସ୍ରାଏଲନବଯୌବନ ବେଶନୂଆପଡ଼ା ଜିଲ୍ଲାଭକ୍ତ ଚରଣ ଦାସ୧ ଅପ୍ରେଲଅବସରଅନୁଭବ ମହାନ୍ତିଚରକଦିବ୍ୟସିଂହ ଦେବହୋ ଜନ‌ଜାତିଭାରତର ସଂସ୍କୃତିକବିସୂର୍ଯ୍ୟ ବଳଦେବ ରଥ୧୯୧୭ପାରଳାଖେମୁଣ୍ଡିପଣା ସଂକ୍ରାନ୍ତି୧୭୨୫ସୌର ଜଗତଖମ୍ଭାତପାର୍କିନ୍‌ସନ୍ ରୋଗବୈଶାଖସଜନାଗୋଦାବରୀଶ ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସମ୍ବାଦଗୁଗଲ ମ୍ୟାପ୍ସବିଶ୍ୱନାଥ କରଉତ୍କଳ ରତ୍ନ ସମ୍ମାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମହାଭାରତଅର୍ଚ୍ଚନା (କବିତା ସଙ୍କଳନ)ସାନ୍ତାଳୀ ଭାଷାଚୈତନ୍ୟତେଲୁଗୁ ଭାଷାଭାରତୀୟ ଭୋଜନଫାଶୀମୟୂରଭଞ୍ଜ ଜିଲ୍ଲାବୈଷ୍ଣବ ଚରଣ ସାମଲଦିନଉଇକିକଥାଗାୟତ୍ରୀବାଳା ପଣ୍ଡାରମାକାନ୍ତ ରଥଖାରବେଳ🡆 More