ଅକ୍ଷାଂଶ

ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ୱର କୌଣିକ ପରିମାଣକୁ ଅକ୍ଷାଂଶ କୁହାଯାଏ୤ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ଅକ୍ଷାଂଶ (latitude) ଏକ ୤ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୁନ୍ୟ ଡିଗ୍ରୀଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ୤

ଅକ୍ଷାଂଶ
ଅକ୍ଷାଂଶ ରେଖା (ପୂର୍ବରୁ ପଶ୍ଚିମ)

ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ୤ ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ୤ ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ୤

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

କେନ୍ଦୁଝର ଜିଲ୍ଲାସପ୍ତର୍ଷିସମ୍ବଲପୁରୀ ଭାଷାପୁରୀମୀନ (ମାସ)ସୋରିଷମୁଚୁକୁନ୍ଦବିବାହସଜନାଶୈଳଭାମା ମହାପାତ୍ରଓଡ଼ିଆ ଚଉତିଶାମାଳିକାଐଶ୍ୱର୍ଯ୍ୟା ରାୟମହାନଦୀଇଲେକ୍ଟ୍ରୋନିକ କମର୍ସଅଗ୍ନାଶୟ ପ୍ରଦାହପାଲାଦି ଇଣ୍ଡିଆନ ଏକ୍ସପ୍ରେସଏ. ପି. ଜେ. ଅବଦୁଲ କଲାମଉଇକିପିଡ଼ିଆଖୋର୍ଦ୍ଧା ଜିଲ୍ଲାସାଲଭାଡୋର ଡାଲି୧୯୮୧କାଗଜଦ୍ୱିତୀୟ ବିଶ୍ୱଯୁଦ୍ଧମଣିଷହିଙ୍ଗୁଳା ମନ୍ଦିରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଉଇକିକମନ୍ସଗୋପାଳ ଛୋଟରାୟତାମିଲ ଭାଷାଇନ୍ଦିରା ଗାନ୍ଧୀଜହ୍ନି ଚୋପା ଚଟଣୀଗୀତଗୋବିନ୍ଦଉଇକିମିଡ଼ିଆ ମୁଭମେଣ୍ଟବନ୍ଦେ ଉତ୍କଳ ଜନନୀହର ପଟ୍ଟନାୟକଭାରତୀୟ ସ୍ୱାଧୀନତା ଆନ୍ଦୋଳନଅକ୍ଟୋବରଲେସଲି କ୍ଲାଉଡିଅସଓଡ଼ିଆ ରାମାୟଣମାସ୧୯୮୦ନବୀନ ପଟ୍ଟନାୟକଉପନିଷଦଭୌଗଳିକ ଦିଗବାରେଣିରମାକାନ୍ତ ରଥଗୁରୁଆମ୍ବକମ୍ପ୍ୟୁଟର ବିଜ୍ଞାନଲୋକ ସଭାକ୍ୟୁବାଧର୍ମେନ୍ଦ୍ର ପ୍ରଧାନଉତ୍ତମ ମହାନ୍ତିକୋଷ୍ଠକାଠିନ୍ୟଏକକକଳିଙ୍ଗ, ଭାରତହେଲିକୋବ୍ୟାକ୍ଟର ପାଇଲୋରିପଣା ସଂକ୍ରାନ୍ତିହୃଷୀକେଶ ପଣ୍ଡାମହାପ୍ରସାଦDharanidhar Bhuyanବ୍ରହ୍ମୋତ୍ରୀ ମହାନ୍ତିଜାତୀୟ ଆୟବଳଭାରତୀୟ ମୁଦ୍ରାଶୁକଦେବଶୀତଳ ଷଷ୍ଠୀ ଯାତ୍ରା🡆 More