ଦି ଇଣ୍ଡିଆନ ଏକ୍ସପ୍ରେସ: ଇଂରାଜୀ ଖବର କାଗଜ

ଦି ଇଣ୍ଡିଆନ ଏକ୍ସପ୍ରେସ ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା ଏକ ଭାରତୀୟ ଦୈନିକ ଖବରକାଗଜ, ଯାହାକି ୧୯୩୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ଏବେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ‌ଦ୍ୱାରା ମୁମ୍ବାଇରୁ ପ୍ରକାଶିତ ହେଉଛି । ୧୯୯୧ ମସିହାରେ ଏହାର ସଂସ୍ଥାପକ ରାମନଥ ଗୋଏଙ୍କାଙ୍କ ମୃତ୍ୟୁ ପରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ୧୯୯୯ ମସିହାରୁ ଉତ୍ତର ଭାରତର ସଂସ୍କରଣ ଦି ଇଣ୍ଡିଆନ୍ ଏକ୍ସପ୍ରେସ ଭାବରେ ରହିଲା ଏବଂ ଦକ୍ଷିଣ ଭାରତରେ ପ୍ରକାଶିତ ହେଉଥିବା ସଂସ୍କରଣ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଭାରେ ନାମିତ କରାଯାଇଥିଲା ।

ଦି ଇଣ୍ଡିଆନ ଏକ୍ସପ୍ରେସ
Journalism of Courage
ଦି ଇଣ୍ଡିଆନ ଏକ୍ସପ୍ରେସ: ଇଂରାଜୀ ଖବର କାଗଜ
ଦି ଇଣ୍ଡିଆନ ଏକ୍ସପ୍ରେସ: ଇଂରାଜୀ ଖବର କାଗଜ
ପ୍ରକାରଦୈନିକ ଖବରକାଗଜ
Formatବ୍ରଡ୍‌ସିଟ୍
ମାଲିକଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍
ପ୍ରକାଶକଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍
ମୁଖ୍ୟ ସମ୍ପାଦକରାଜକୁମାର ଝା
ପ୍ରତିଷ୍ଠିତ1932; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1932)
ଭାଷାଇଂରାଜୀ
ମୁଖ୍ୟାଳୟବି୧/ବି, ଏକ୍ସପ୍ରେସ୍ ବିଲ୍ଡିଂ, ସେକ୍ଟର ୧୦, ନୋଇଡ଼ା, ଉତ୍ତର ପ୍ରଦେଶ, ଭାରତ
Sister newspapers
  • ଦି ଫାଇନାନ୍ସିଆଲ୍ ଏକ୍ସପ୍ରେସ୍
  • ଲୋକସତ୍ତା
  • ଜନସତ୍ତା
ଓ. ସି. ଏଲ. ସି. ନମ୍ବର୭୦୨୭୪୫୪୧
ୱେବସାଇଟindianexpress.com

ଇତିହାସ

୧୯୩୨ ମସିହାରେ ଚେନ୍ନାଇରେ ଆୟୁର୍ବେଦିକ ଡାକ୍ତର ପି. ଭରଦରଜୁଲୁ ନାଇଡ଼ୁଙ୍କଦ୍ୱାରା ଇଣ୍ଡିଆନ୍ ଏକ୍ସପ୍ରେସ ଆରମ୍ଭ ହୋଇଥିଲା, ଯାହା ତାଙ୍କ ତାମିଲ ନାଡୁ ପ୍ରେସଦ୍ୱାରା ପ୍ରକାଶିତ ହୋଇଥିଲା । ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ସେ ଖବରକାଗଜକୁ ଜାତୀୟ ଖବର ଏଜେନ୍ସି ଦି ଫ୍ରି ପ୍ରେସ ଜର୍ଣ୍ଣାଲର ପ୍ରତିଷ୍ଠାତା ଏସ୍. ସଦାନନ୍ଦଙ୍କୁ ବିକ୍ରି କରି ଦେଇଥିଲେ । ୧୯୩୩ ମସିହାରେ, ଇଣ୍ଡିଆନ୍ ଏକ୍ସପ୍ରେସ୍ ମଦୁରାଇରେ ଏହାର ଦ୍ୱିତୀୟ କାର୍ଯ୍ୟାଳୟ ଖୋଲିଥିଲା, ଯେଉଁଠାରୁ ଦିନମଣି ନାମକ ଅନ୍ୟ ଏକ ତାମିଲ ଖବରକାଗଜ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା । ସଦାନନ୍ଦ ଉଭୟ ଇଂରାଜୀ ଏବଂ ତାମିଲ ସଂସ୍କରଣ ପାଇଁ ଅନେକ କିଛି ପରିବର୍ତ୍ତନ କରିଥିଲେ ଏବଂ ଖବରକାଗଜର ମୂଲ୍ୟ ହ୍ରାସ କରିଥିଲେ, କିନ୍ତୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ସେ ନିଜ ଅଂଶର ଏକ ଭାଗ ରାମନାଥ ଗୋଏଙ୍କାକୁ ବିକ୍ରି କରି ଋଣ ପରିଶୋଧ କରିଥିଲେ । ୧୯୩୫ ମସିହାରେ, ଯେତେବେଳେ ଫ୍ରି ପ୍ରେସ୍ ଜର୍ଣ୍ଣାଲ୍ ଶେଷରେ ଭୁଶୁଡ଼ି ପଡ଼ିଲା ଏବଂ ଗୋଏଙ୍କାଙ୍କ ସହ ଦୀର୍ଘ ଦିନର ଯୁଦ୍ଧ ପରେ ସଦାନନ୍ଦ ଇଣ୍ଡିଆନ୍ ଏକ୍ସପ୍ରେସର ମାଲିକାନା ହରାଇଲେ । ଏହାପରେ ୧୯୩୯ ମସିହାରେ ଗୋଏଙ୍କା ତେଲୁଗୁ ଭାଷାରେ ପ୍ରକାଶିତ ହେଉଥିବା ଏକ ଦୈନିକ ଖବରକାଗଜ ଆନ୍ଧ୍ର ପ୍ରଭା କିଣିଥିଲେ ।

ଆଧାର

ବାହାର ଲିଙ୍କ୍

Tags:

ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସମୁମ୍ବାଇ

🔥 Trending searches on Wiki ଓଡ଼ିଆ:

ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲିନକ୍ସଓ ଅନ୍ଧଗଳିଭୁବନେଶ୍ୱରହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ସିପ୍ରା ମଲ୍ଲିକକଲରାପତରିଆ ବାଘତପସ୍ୱିନୀଆମ୍ବେଦକର ଜୟନ୍ତୀବିଶ୍ୱ ପଶୁ ଦିବସକାଳିନ୍ଦୀ ଚରଣ ପାଣିଗ୍ରାହୀବୌଦ୍ଧଗଡ଼ସଚିନ ତେନ୍ଦୁଲକରହନୁମାନ୧୯୯୨ହିନ୍ଦୁଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରଜଚାର୍ମି କୌର୨୦୦୬ଜଗନ୍ନାଥ ମନ୍ଦିରରମେଶ ପ୍ରସାଦ ପାଣିଗ୍ରାହୀଖଜାଫନୀ ମହାନ୍ତିରାଜେନ୍ଦ୍ର କିଶୋର ପଣ୍ଡାଉଚ୍ଛ୍ୱାସ (କବିତା ସଙ୍କଳନ)ଦଣ୍ଡ ନାଟବୈକୁଣ୍ଠନାଥ ପଟ୍ଟନାୟକଗୋପୀନାଥ ମହାନ୍ତିମଧୁସୂଦନ ଦାସଚନ୍ଦ୍ରଶେଖର ରଥପଞ୍ଜାବୀ ପୋଷାକଦୀପ୍ତିରେଖା ପାଢ଼ୀଚାଖି ଖୁଣ୍ଟିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ସାହିତ୍ୟ୨୪୧ଗୋପାଳ ଛୋଟରାୟହିନ୍ଦୁ ଧର୍ମଧନ ନନ୍ଦରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗଣନ ସଂଖ୍ୟାବିନୋଦ ଚନ୍ଦ୍ର ନାୟକ୪ ଡିସେମ୍ବରଜଗନ୍ନାଥ ଦାସ୧୮୮୨ଓଡ଼ିଶାରେ କୋଭିଡ-୧୯ ମହାମାରୀଉମେଶଚନ୍ଦ୍ର ସରକାରଦିବ୍ୟସିଂହ ଦେବସରୋଜିନୀ ସାହୁଓଡ଼ିଆ କାବ୍ୟ କବିତାବୈଷ୍ଣବ ଚରଣ ସାମଲବୈଶାଖସଂଖ୍ୟା ରେଖାଖାରବେଳକୁତବମିନାରରେବତୀ (କ୍ଷୁଦ୍ରଗଳ୍ପ)୮୦୮ଶିରିଡ଼ିଖମ୍ଭାତଅଭିମନ୍ୟୁ ସାମନ୍ତସିଂହାରସାରଳା ମହାଭାରତଇସ୍ରାଏଲପବନେଶ୍ୱର ମନ୍ଦିରକରୀନା କପୁରଲକ୍ଷ୍ମୀକାନ୍ତ ମହାପାତ୍ର୩୦ ଅପ୍ରେଲଜଗନମୋହ‌ନ ଲାଲହିଡ଼ିମ୍ବା🡆 More