ଚେନ୍ନାଇ: ତାମିଲନାଡୁର ରାଜଧାନୀ

]

ଚେନ୍ନାଇ
ରାଜଧାନୀ, ସହର
Countryଭାରତ
Stateତାମିଲନାଡୁ
Districtଚେନ୍ନାଇ
ପୁରୁଣା ନାମମାଡ୍ରାସ
Government
 • MayorSaidai Duraisamy
 • Deputy MayorP. Benjamin
 • Corporation CommissionerD.Karthikeyan
 • Police CommissionerJ K Tripathy
Area
 • ରାଜଧାନୀ, ସହର426.7 km2 (164.48 sq mi)
 • Metro
1,189 km2 (464.45 sq mi)
Elevation
6 m (20 ft)
Population
 (2011)
 • ରାଜଧାନୀ, ସହର୪୬,୮୧,୦୮୭
 • Rank6th
 • Density26,702/km2 (69,160/sq mi)
 • Metro
୮୬,୯୬,୦୧୦
 • Metro rank
୪th
 • Demonym
Chennaite
Time zoneUTC+05:30 (IST)
Postal index number
600 xxx,
ଯାନବାହାନ ପଞ୍ଚୀକରଣTN 01–10, 18, 20, 22
UN/LOCODEIN MAA
Telephone91-44-XXXX XXXX
ସରକାରୀ ଭାଷାତାମିଲ
Websitewww.chennaicorporation.gov.in


ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ।

ଭୂଗୋଳ

ଇତିହାସ

ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ।

ପର୍ଯ୍ୟଟନ

ଆଧାର

ଅଧିକ ତଥ୍ୟ

Tags:

ଚେନ୍ନାଇ ଭୂଗୋଳଚେନ୍ନାଇ ଇତିହାସଚେନ୍ନାଇ ପର୍ଯ୍ୟଟନଚେନ୍ନାଇ ଆଧାରଚେନ୍ନାଇ ଅଧିକ ତଥ୍ୟଚେନ୍ନାଇ

🔥 Trending searches on Wiki ଓଡ଼ିଆ:

ରାମଛଉ ନାଚଓଡ଼ିଆ ରାନ୍ଧଣାଅଶୋକ (ସମ୍ରାଟ)ଦରବାର (କବିତା)ଶିଶୁ ଅନନ୍ତ ଦାସଗୌତମ ବୁଦ୍ଧଓଡ଼ିଶାର ଜୈବ ବିବିଧତାବନମାଳୀ ଦାସଆଜାଦ ହିନ୍ଦ୍ ଫୌଜବୀର ସୁରେନ୍ଦ୍ର ସାଏଆର୍ଯ୍ୟଭଟ୍ଟପଶ୍ଚିମ ଓଡ଼ିଶାଭାରତର ପ୍ରଧାନମନ୍ତ୍ରୀଶାନ୍ତନୁ କୁମାର ଆଚାର୍ଯ୍ୟହିନ୍ଦୁ ସମୟ ଗଣନାମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ପ୍ରେମଖୋର୍ଦ୍ଧା୧୩ ଫେବୃଆରୀବାରବାଟି ଦୁର୍ଗଓଡ଼ିଆ ଭାଷାଚାରି ଧାମବ୍ରାହ୍ମଣୀ ନଦୀବିରାଟ କୋହଲୀସୀତା ବିବାହଅମଡ଼ା ବାଟଯକ୍ଷ୍ମା୨୭ ଅପ୍ରେଲଓଡ଼ିଆ ଭାଗବତ୧୮ ଅପ୍ରେଲବାଲେଶ୍ୱର ଜିଲ୍ଲାମନମୋହନ ସାମଲ୧୮୯୦ବାଲିଯାତ୍ରାକାଳିନ୍ଦୀ ଚରଣ ପାଣିଗ୍ରାହୀନୀତେଶ ଗଙ୍ଗଦେବଶୈଳବାଳା ମହିଳା ମହାବିଦ୍ୟାଳୟନାରାୟଣ ସାହୁଏ. ପି. ଜେ. ଅବଦୁଲ କଲାମଫେସବୁକଲିଙ୍ଗରାଜ ମନ୍ଦିରଦଶାବତାରପ୍ରଶାନ୍ତ ମହାସାଗରକମ୍ପ୍ୟୁଟରଅଫିମମାଂସର ବିଳାପଦୁର୍ଗାକ୍ରିଏଟିଭ କମନ୍ସବିଜୁ ଜନତା ଦଳଯୁକ୍ତରାଷ୍ଟ୍ର ଆମେରିକା୮ ଅପ୍ରେଲ୭ ଅପ୍ରେଲହରିଶୟନ ଏକାଦଶୀଏକତାର ପ୍ରତିମୂର୍ତ୍ତିସାହି ଯାତରଥରାଜେନ୍ଦ୍ର ନାରାୟଣ ସିଂହଦେଓଚାଣକ୍ୟଚୁପ୍ କିଏ ଆସୁଛିରମାକାନ୍ତ ରଥଉମେଶଚନ୍ଦ୍ର ସରକାରହୀରାକୁଦଭାଷାହାର୍ଡୱେର🡆 More