ଶିରିଡ଼ି

]

ଶିରଡ଼ି
ସାଇନଗର
ଟାଉନ
ଶିରଡ଼ି ସାଇ ବାବା (Sai Baba of Shirdi)
ଶିରଡ଼ି ସାଇ ବାବା (Sai Baba of Shirdi)
Nickname(s): 
ଶିରଡ଼ି ନଗରୀ;
ସାଇନଗର ଶିରଡ଼ି
ଶିରଡ଼ି is located in Maharashtra
ଶିରଡ଼ି
ଶିରଡ଼ି
ଶିରଡ଼ି is located in India
ଶିରଡ଼ି
ଶିରଡ଼ି
Coordinates: 19°46′N 74°29′E / 19.77°N 74.48°E / 19.77; 74.48
Countryଶିରିଡ଼ି ଭାରତ
StateMaharashtra
DistrictAhmednagar
en:Talukaen:Rahata
Government
 • TypeMunicipal Council
 • BodyShirdi Municipal Council
Area
 • ସମୁଦାୟ13 km2 (5 sq mi)
Elevation
504 m (1,654 ft)
Population
 (2011)
 • Total୩୬,୦୦୪
 • Density2,800/km2 (7,200/sq mi)
Languages
 • OfficialMarathi
Time zoneUTC+5:30 (IST)
PIN
423109
Telephone code02423
ଯାନବାହାନ ପଞ୍ଚୀକରଣMH-17
Websitewww.maharashtra.gov.in
ଶିରଡ଼ି


ଶିରଡ଼ି, (ଶିରିଡ଼ିpronunciation ; ଅନ୍ୟ ନାମ ସାଇନଗର) ଭାରତର ମହାରାଷ୍ଟ୍ର ପ୍ରଦେଶରେ ଅବସ୍ଥିତ ଏକ ସହର । ଏହା ଅହମଦାବାଦ ଜିଲ୍ଲାର ରାହୁତା ତାଲୁକାରେ ଏବସ୍ଥିତ । ଏଠାକୁ ଅହମଦାବାଦ-ମାଲେଗାଓଁ ରାଜ୍ୟ ରାଜପଥ ସଂଖ୍ୟା ୧୦ରେ ଯାଇହୁଏ । ଏହା ଅହମଦାବାଦରୁ ୧୩ କିମି ଓ କୋପରଗ୍ରାମରୁ ୧୫ କିମି ଦୂରରେ ଅଛି । ଏହି ରାସ୍ତା ଅତ୍ୟନ୍ତ ବ୍ୟସ୍ତ ବହୁଳ ରାସ୍ତାରେ ପଶ୍ଚିମ ସମୁଦ୍ର ରେଖାଠାରୁ ୧୮୫ କିମି ଦୂର ।

ଉନବିଂଶ ଶତାବ୍ଦୀର ସନ୍ଥ ସାଇବାବାଙ୍କ ଘର ରୂପେ ସିରଡ଼ି ବିଦିତ । ସିରଡ଼ିର ଶ୍ରୀ ସାଇବାବା ସଂସ୍ଥାନ ଶ୍ରେଷ୍ଠ ଧନୀ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ସଂସ୍ଥା ରୂପେ ପରିଚିତ ।


ଭୌଗଳିକ ଅବସ୍ଥିତି

ଶିରିଡ଼ି ୧୯.୭୬୬୨ ଉତ୍ତର ଅକ୍ଷାଂଶ ଓ ୭୪.୪୭୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

ସନ ୨୦୧୧ର ଜନଗଣନା ଅନୁସାରେ ଶିରଡ଼ିର ଜନସଂଖ୍ୟା ୩୬,୦୦୪ ଥିଲା, ପୁରୁଷ ସଂଖ୍ୟା ୫୩% ଓ ମହିଳା ସଂଖ୍ୟା ୩୭% ଥିଲା, ଛଅ ବର୍ଷ ବୟସ ତଳେ ୧୫% ଥିଲେ ।

ଭାଷା

ମରାଠୀ ଶିରିଡ଼ିର ସରକାରୀ ଭାଷା ଅଟେ ।

ପରିବହନ

ରେଲଗାଡ଼ି

ମାର୍ଚ୍ଚ ୨୦୦୯ରୁ ସାଇନଗର ଶିରଡ଼ି ରେଲୱେ ଷ୍ଟେସନ ଚାଲୁ ହେଲା । ସନ ୨୦୧୧ରୁ ଚେନଇ, ମୁମ୍ବାଇ, ବିଶାଖାପତନମ, କାକିନାଡା, ବିଜୟୱାଡା, ହାଇଦରାବାଦ, ମହିଶୂର ଓ ଅନ୍ୟ କେତେକ ସହରରୁ ଶେଷ ଷ୍ଟେସନ ଭାବରେ ଆସି ଶିରଡିରେ ରହେ ।

ଉଡ଼ାଜାହାଜ

ଭାରତର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦ ଆସି ୧ ଅକ୍ଟୋବର ୨୦୧୭ ତାରିଖ ଦିନ ଶିରଡି ଏୟାରପୋର୍ଟର ଉନ୍ମୋଚନ କରିଥିଲେ । ଏଠାରୁ ଦିଲ୍ଲୀ, ହାଇଦରାବାଦ, ଚେନାଇ ଓ ମୁମ୍ବାଇକୁ ଉଡ଼ାଜାହାଜ ଚାଲେ । ଶିରଡିରୁ ପଶ୍ଚିମକୁ ୧୪ କିମି ଦୂରତେ କୋପରଗାଓଁ ତହସିଲର କକଡ଼ିଠାରେ ଏହି ଏୟାରପୋର୍ଟ ଅବସ୍ଥିତ । ମୂଳ ପ୍ଲାନ ଅନୁସାରେ ଏହାର ତିଆରି ଫେବ୍ରୁଆରୀ ୧୬ରେ ତିଆରି ସମ୍ପନ୍ନ ହେବା ପରେ ମାର୍ଚ୍ଚ ୨୦୧୬ରେ ଏହା କାର୍ଯ୍ୟକ୍ଷମ ହେଲା । ଏହାର ରନୱେକୁ ୨୦୧୭-୨୦୧୮ ସୁଦ୍ଧା ୨୨୦୦ରୁ ୨୩୦୦ ମିଟରକୁ ବୃଦ୍ଧି କରିବାକୁ ପ୍ଲାନ ହୋଇଥିଲା । ଶିରଡ଼ିଠାରୁ ଅଉରଙ୍ଗାବାଦ ଓ ପୁଣେ ଏୟାରପୋର୍ଟ ଦୂରତା ଯଥାକ୍ରମେ ୧୧୫ କିମି ଓ ୧୮୬ କିମି ।

କାର ଦୁରତ୍ୱ

ଶିରଡ଼ିଠାରୁ ଅହମଦନଗର ଓ କୋପରଗାଓଁ ଦୂରତା ଆହମଦନଗର-ମନମଦ ରାଜ୍ୟ ରାଜପଥ ୧୦ରେ ଯଥାକ୍ରମେ ୮୩ କିମି ଓ ୧୫ କିମି । ମୁମ୍ବାଇରୁ ଏହା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ପ୍ରାୟ ୨୪୦ କିମି ଦୂର ।


ଆଧାର

ବାହାର ଲିଙ୍କ

Tags:

ଶିରିଡ଼ି ଭୌଗଳିକ ଅବସ୍ଥିତିଶିରିଡ଼ି ଜନସଂଖ୍ୟା ଓ ସାକ୍ଷରତାଶିରିଡ଼ି ଭାଷାଶିରିଡ଼ି ପରିବହନଶିରିଡ଼ି ଆଧାରଶିରିଡ଼ି ବାହାର ଲିଙ୍କଶିରିଡ଼ି

🔥 Trending searches on Wiki ଓଡ଼ିଆ:

ଅନ୍ତରଙ୍ଗ ସମ୍ପର୍କରାଜ ଯୋଗଲିଓନଜର୍ଜ କ୍ୟାଣ୍ଟରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଡ଼ିଶାର ସଂସ୍କୃତିଶ୍ରୀକୃଷ୍ଣରେବତୀ (କ୍ଷୁଦ୍ରଗଳ୍ପ)ୟୁକ୍ରେନବିଶ୍ୱ ଏଡ୍‌ସ ଦିବସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଚାରି ଧାମଗୀତଗୋବିନ୍ଦରତ୍ନାକର ଚଇନିହସ୍ତମୈଥୁନବାୟୁ (ଦେବତା)ଦଧି ନାଟପଟ୍ଟଚିତ୍ରଓଡ଼ିଶାରେ ଶିଳ୍ପବୈଷୟିକ ବିଜ୍ଞାନସୁଭାଷ ଚନ୍ଦ୍ର ବୋଷରଜନୀ ରଞ୍ଜନଦେବାଶିଷ ପାଣିଗ୍ରାହୀହେମନ୍ତ କୁମାର ଦାସବୌଦ୍ଧ ଧର୍ମଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ପୃଥିବୀପ୍ରଦୂଷଣଓଡ଼ିଆ କାବ୍ୟ କବିତାମାସଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଆରବ ସାଗରସୁକନ୍ୟା ସମୃଦ୍ଧି ଯୋଜନାସ୍ୱାମୀ ବିବେକାନନ୍ଦରଶ୍ମି ରାଉଳଭାରତ ଛାଡ଼ ଆନ୍ଦୋଳନଓଡ଼ିଶାବିଜୟ ମିଶ୍ରହୋମୱାର୍ଡ଼୧୮ ଅଗଷ୍ଟବଳରାମ୧୯୬୨ଢଗ ଢମାଳିଅଚ୍ୟୁତାନନ୍ଦ ପ‌ତିଯାଜପୁର୧ (ସଂଖ୍ୟା)ସମ୍ବଲପୁରୀ ଭାଷାଏସିଆଓଡ଼ିଆ ନାଟକହନୁମାନ ଚାଳିଶାଯୁକ୍ତରାଷ୍ଟ୍ର ଆମେରିକାଭୁଟାନଅଶୋକ (ସମ୍ରାଟ)ଅରଣ୍ୟ ରୋଦନକଳାହାଣ୍ଡି ଜିଲ୍ଲାଦେବୀପ୍ରସନ୍ନ ପଟ୍ଟନାୟକମନୋଜ ଦାସପରମାଣୁ କ୍ରମାଙ୍କମହାବୀର ଜୈନନବରାତ୍ରୀକଳିଙ୍ଗ ଯୁଦ୍ଧଜୟପୁର, ରାଜସ୍ଥାନଭୀମା ଭୂଇଁଆତାରକାସୁରବୀର ହନୁମାନ ମନ୍ଦିର, ରାୟଗଡ଼ଆଲେକ୍‌ଜାଣ୍ଡର୍ ମହାନୟୁରୋପ🡆 More