ଶ୍ରୀରାମ ପଣ୍ଡା: ଭାରତୀୟ ଓଡ଼ିଆ ଅଭିନେତା

ଶ୍ରୀରାମ ପଣ୍ଡା ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ କାହାଣୀକାର । ସେ ଅଧୁନା ବିହାରର ମୁଙ୍ଗେର ଆଶ୍ରମରେ ଜଣେ ସନ୍ଥ ଭାବରେ ଜୀବନ ଅତିବାହିତ କରୁଛନ୍ତି ।

ଶ୍ରୀରାମ ପଣ୍ଡା
ଜନ୍ମ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୩-୧୯୯୪
ବୈବାହିକ-ସାଥୀତ୍ରିପୁରା ମିଶ୍ର

ଜୀବନ ଓ ପରିବାର

ଶ୍ରୀରାମ ପଣ୍ଡା ଓଡ଼ିଶାର ନବରଙ୍ଗପୁରଠାରେ ୧୯୫୪ ମସିହାରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ ଓଡ଼ିଆ କଥାଚିତ୍ର ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି ବିହାରାର ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ୱାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ ତ୍ରିପୁରା ମିଶ୍ର ତାଙ୍କର ସ୍ତ୍ରୀ ଓ ସେ ଅଧୁନା ଅଭିନୟ ଛାଡ଼ି ଜଣେ ମହାବିଦ୍ୟାଳୟ ଅଧ୍ୟାପିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଅଭିନୟ

୧୯୭୨ ମସିହାରେ ଧୀର ବିଶ୍ୱାଳଙ୍କ ଧରିତ୍ରୀ କଥାଚିତ୍ରରୁ ପଣ୍ଡା ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୫୨ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ପ୍ରଯୋଯନା ଓ ନିର୍ଦ୍ଦେଶନା

ସେ ୧୯୯୧ ମସିହରେ କଥାଚିତ୍ର କୁରୁକ୍ଷେତ୍ରର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଆକାଶର ଆଖି ୧୯୮୯ ପଙ୍କଜ ପାଣି
ବଡ଼ ଭାଉଜ ୧୯୮୮ ରଜନିକାନ୍ତ
ବଧୂ ନିରୁପମା ୧୯୮୭ ଯୁଗଳ ଦେବତା
ମାନିନୀ ୧୯୮୬ ରବି କିନ୍ନାଗୀ
ସମୟ ବଡ଼ ବଳବାନ ୧୯୮୫ ଶିଶିର ମିଶ୍ର
ଜଗା ବଳିଆ ୧୯୮୪ ପ୍ରଶାନ୍ତ ନନ୍ଦ
ଡୋରା ୧୯୮୪ ପ୍ରଶାନ୍ତ ନନ୍ଦ
ଜନ୍ମଦାତା ୧୯୭୮ କେ. ଏଚ. ଡ଼ି. ରାଓ
ଶଙ୍ଖ ମହୂରୀ ୧୯୭୮ ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ
ଝିଲିମିଲି ୧୯୭୮ କେ. ଏଚ. ଡି. ରାଓ
ନାଗଫାଶ ୧୯୭୭ ବସନ୍ତ ନାୟକ
ସିନ୍ଦୂର ବିନ୍ଦୁ ୧୯୭୬ ଶିଶିର ମିଶ୍ର
ଯାଯାବର ୧୯୭୫ ନିର୍ଦ୍ଦେଶକ
ମନ ଆକାଶ ୧୯୭୪ ନିତ୍ୟାନନ୍ଦ ପାଲିତ
ଧରିତ୍ରୀ ୧୯୭୨ ନିର୍ଦ୍ଦେଶକ

ମାନ ସମ୍ମାନ

ଆଧାର

ଅଧିକ ତଥ୍ୟ


Tags:

ଶ୍ରୀରାମ ପଣ୍ଡା ଜୀବନ ଓ ପରିବାରଶ୍ରୀରାମ ପଣ୍ଡା ଅଭିନୟଶ୍ରୀରାମ ପଣ୍ଡା ପ୍ରଯୋଯନା ଓ ନିର୍ଦ୍ଦେଶନାଶ୍ରୀରାମ ପଣ୍ଡା ମାନ ସମ୍ମାନଶ୍ରୀରାମ ପଣ୍ଡା ଆଧାରଶ୍ରୀରାମ ପଣ୍ଡା ଅଧିକ ତଥ୍ୟଶ୍ରୀରାମ ପଣ୍ଡାଓଡ଼ିଆ ଭାଷାବିହାର

🔥 Trending searches on Wiki ଓଡ଼ିଆ:

ଚଇତି ଘୋଡ଼ା ନାଚଭକ୍ତ ଚରଣ ଦାସଛାନ୍ଦପଣା ସଂକ୍ରାନ୍ତିଅଚ୍ୟୁତାନନ୍ଦ ଦାସୱିଲିଅମ ସେକ୍ସପିଅରପୁରୀବୌଦ୍ଧ ଧର୍ମଭୂମିକା ଦାଶକିଶୋରୀ ଚରଣ ଦାସ୧ ଅପ୍ରେଲଶ୍ରୀକାନ୍ତ ସାହୁମାଟିର ମଣିଷ (ଉପନ୍ୟାସ)ମି ଠୁ (ହ୍ୟାସଟ୍ୟାଗ)ରେଭେନ୍‌ସା କଲିଜିଏଟ ସ୍କୁଲଉଇକିପିଡ଼ିଆ ସମୂହର ତାଲିକାଅଂଶୁଘାତପ୍ଲୀହାବଙ୍ଗୋପସାଗରଦ୍ରାଘିମାଡାଲିତାଳଚେରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାପଞ୍ଚସଖାବାବୁଶାନ୍ପ୍ରଦୀପ କୁମାର ପଣ୍ଡାଆଜାଦ ହିନ୍ଦ୍ ଫୌଜଆର୍ଟିଫିସିଆଲ ଇଣ୍ଟେଲିଜେନ୍ସସାଦୃଶ୍ୟମକର (ରାଶି)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ପ୍ରଧାନମନ୍ତ୍ରୀବିଶ୍ୱନାଥ କରନଟବର ସାମନ୍ତରାୟଦାସକାଠିଆମନମୋହନ ସାମଲଗୋପୀନାଥ ମହାନ୍ତିଅଜନ୍ତା ଗୁମ୍ଫାଶାରଳା ପୁରସ୍କାରରଥଯାତ୍ରାହନୁମାନପ୍ରଥମାଷ୍ଟମୀଭୀମ ଭୋଇଓଡ଼ିଆ ସାହିତ୍ୟର ଇତିହାସୟୁ ଟ୍ୟୁବରମାକାନ୍ତ ରଥଚଉତିଶାଫିଲିପାଇନ୍ସଗୁରୁ ପ୍ରସାଦ ମହାନ୍ତିକଳିଙ୍ଗ ଯୁଦ୍ଧଜାପାନଭାରତର ଜାତୀୟ ପତାକାଯଶୋବନ୍ତ ଦାସମାଳିକାମଧୁସୂଦନ ଦାସ୧୫ ଫେବୃଆରୀମହିମା ଧର୍ମମିଳିତ ଜାତିସଂଘଏକ୍ସକ୍ୟୁଜ ମିବିର୍ସା ମୁଣ୍ଡାଚିତ୍ତରଞ୍ଜନ ଦାସମୌଳିକ ସଂଖ୍ୟାବାଜି ରାଉତମରିସସପ୍ରୀତି ପାଣିଗ୍ରାହୀ୧ ଫେବୃଆରୀ🡆 More