୧୯୭୫ର କଥାଚିତ୍ର ଯାଯାବର: ୧୯୭୫ର ଓଡ଼ିଆ କଥାଚିତ୍ର

ଯାଯାବର, ୧୯୭୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ ପଟ୍ଟନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ତ୍ରିମୁର୍ତ୍ତୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଅଭିନେତ୍ରୀ ଅନୀତା ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଯାଯାବର
୧୯୭୫ର କଥାଚିତ୍ର ଯାଯାବର: ଅଭିନୟ, ନିର୍ଦ୍ଦେଶକ, ଗୀତ ଓ ସଙ୍ଗୀତ
ରଙ୍ଗୀନ ଯାଯାବର ଚଳଚ୍ଚିତ୍ରର ପୋଷ୍ଟର
ନିର୍ଦ୍ଦେଶକତ୍ରିମୁର୍ତ୍ତୀ
ପ୍ରଯୋଜକବିଜୟ ପଟ୍ଟନାୟକ
କାହାଣୀବିଜୟ ମିଶ୍ର
କଳାକାରଶ୍ରୀରାମ ପଣ୍ଡା
ବନଜା ମହାନ୍ତି
ହେମନ୍ତ ଦାସ
ତ୍ରିପୁରା ମିଶ୍ର
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶ୍ରୀନିବାସ ମହାପାତ୍ର
ବିତରକବସନ୍ତ ନାୟକ
ମୁକ୍ତିଲାଭ ତାରିଖ
୧୯୭୫
ଦେଶ୧୯୭୫ର କଥାଚିତ୍ର ଯାଯାବର: ଅଭିନୟ, ନିର୍ଦ୍ଦେଶକ, ଗୀତ ଓ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଅଭିନୟ

ନିର୍ଦ୍ଦେଶକ

'ଯାଯାବର'ର ନିର୍ଦ୍ଦେଶନା ଦେବାପାଇଁ ଏକାଠି ହୋଇଥିଲେ, ଅକ୍ଷୟ ମହାନ୍ତି, ହେମନ୍ତ ଦାସବିଜୟ ମିଶ୍ର । ସେମାନେ ନିଜ ନାମ ଲୁଚାଇ ଏହି ଛଦ୍ମନାମ, ତ୍ରିମୁର୍ତ୍ତୀ ବ୍ୟବହାର କରିଥିଲେ । ନିର୍ଦ୍ଦେଶନା ବ୍ୟତିତ, ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ସମୟରେ, ବିଜୟ ମିଶ୍ର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ହେମନ୍ତ ଦାସ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ।

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।

ଗୀତ

  • ଯାଯାବର ମନ ମୋର ନୀତି ଗଢ଼େ
  • ହାଇ ସେ ହରିଣୀ ଆଖି

ରଙ୍ଗୀନ ଯାଯାବର ମୁକ୍ତିଲାଭ

କଳା ଓ ଧଳା ଓଡ଼ିଆ ସିନେମା ଯାଯାବରକୁ ରଙ୍ଗରେ ପରିଣତ କରାଯାଇଥିଲା। ଡିଜିଟାଲ କଳାକାର, ତିଳକ ରାୟ ଏବଂ ୧୮ ଜଣ ରୋଟୋ କଳାକାରଙ୍କୁ ନେଇ ବାପୁ ଲେଙ୍କା ଏହି ଚଳଚ୍ଚିତ୍ରକୁ ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବା ପାଇଁ ଏକ ଅସାଧାରଣ ପ୍ରୟାସ କରିଥିଲେ, ଯାହା ଦେଶର ପ୍ରଥମ କଳା ଓ ଧଳା ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ରଙ୍ଗୀନ ହୋଇଛି । ୨୧ ଟେକ୍ନୋକ୍ରାଟ୍ ଏବଂ ୭୩୬ ଦିନର ପ୍ରୟାସ ବିନା ଫିଲ୍ମକୁ ପୁନଃକାର୍ଯ୍ୟ କରିବା ସମ୍ଭବ ହୋଇନଥାନ୍ତା । ଡିଜିଟାଲ ପେଣ୍ଟିଂର ନିର୍ଦ୍ଦେଶକ ତିଲକ ରାୟ ତାଙ୍କ ସହ ଜଡିତ ରୋଟୋ କଳାକାରଙ୍କ ସହ ମିଶି ଏହି କଳା ଓ ଧଳା ଫିଲ୍ମର ୨,୧୯,୦୦୦ ଫ୍ରେମକୁ ରଙ୍ଗୀନ କରିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

୧୯୭୫ର କଥାଚିତ୍ର ଯାଯାବର ଅଭିନୟ୧୯୭୫ର କଥାଚିତ୍ର ଯାଯାବର ନିର୍ଦ୍ଦେଶକ୧୯୭୫ର କଥାଚିତ୍ର ଯାଯାବର ଗୀତ ଓ ସଙ୍ଗୀତ୧୯୭୫ର କଥାଚିତ୍ର ଯାଯାବର ରଙ୍ଗୀନ ଯାଯାବର ମୁକ୍ତିଲାଭ୧୯୭୫ର କଥାଚିତ୍ର ଯାଯାବର ଆଧାର୧୯୭୫ର କଥାଚିତ୍ର ଯାଯାବର ଅଧିକ ତଥ୍ୟ୧୯୭୫ର କଥାଚିତ୍ର ଯାଯାବରଅନୀତା ଦାସଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଚକ୍ରଧର ବେହେରାଇରା ମହାନ୍ତିଓଡ଼ିଶା ସରକାରସମୁଦ୍ରରବୀନ୍ଦ୍ରନାଥ ଠାକୁରଚିତ୍ତରଞ୍ଜନ ଦାସତାରିଣୀ ମନ୍ଦିର, ଘଟଗାଁପାଟୁଆ ଯାତ୍ରାବୀର ସୁରେନ୍ଦ୍ର ସାଏଗଣନ ସଂଖ୍ୟାସମ୍ବାଦ (ଖବରକାଗଜ)ସାଇକେଲରସୁଣଜ୍ଞାନକୋଷଲସ ଏଞ୍ଜଲେସ ଲେକର୍ସମନୋଜ ପଟ୍ଟନାୟକ (ଗୀତିକାର)ଫୁଲଅଖିଳ ନାୟକପରିସଂଖ୍ୟାନ୧୦ ଅଗଷ୍ଟଆପେଣ୍ଡିସାଇଟିସବ୍ରାଉଜରଦୁର୍ଗାଭାରତର ରାଷ୍ଟ୍ରପତିପ୍ଲୀହାବୀଜାଣୁଭଗବତୀ ଚରଣ ପାଣିଗ୍ରାହୀବକ୍ସି ଜଗବନ୍ଧୁକାଲିଫର୍ମିଅମଓଡ଼ିଆ ଲିପିଦଶାଶ୍ୱମେଧ ଘାଟଜୋହାନ୍ ସେବାଷ୍ଟିଆନ୍ ବାକ୍ମାଟିର ମଣିଷ (ଉପନ୍ୟାସ)୨୫ ମାର୍ଚ୍ଚଚନ୍ଦ୍ରଗୁପ୍ତମୀନ (ମାସ)ବ୍ୟାସଦେବସମ୍ବଲପୁରଉପେନ୍ଦ୍ର କିଶୋର ଦାସଲଣ୍ଡନଜ୍ଞାନପୀଠ ପୁରସ୍କାରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହୋଲିରାକ୍ଷୀ ବାନ୍ଧିଲି ମୋ ରଖିବ ମାନମିନତି ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମାଳିକାଗୋପାଳ ଚନ୍ଦ୍ର ପ୍ରହରାଜବୈକୁଣ୍ଠନାଥ ପଟ୍ଟନାୟକଅପରେଟିଙ୍ଗ ସିଷ୍ଟମଋଷିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ ଯୁବକ ପାଠାଗାରଉଇକିଅଭିଧାନପ୍ରୀତି ପାଣିଗ୍ରାହୀୟୁରୋପବିମ୍ବାଧର କୁଅଁରଲକ୍ଷ୍ମଣ ନାୟକଓଡ଼ିଆ ଭ୍ରମଣ ସାହିତ୍ୟରଥଯାତ୍ରାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ🡆 More