ମୀରା ମହାନ୍ତି: ଓଡ଼ିଆ ଅଭିନେତ୍ରୀ

ମୀରା ମହାନ୍ତି (ମୃତ୍ୟୁ: ୩୦ ଜୁନ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଓ ମଞ୍ଚ ଅଭିନେତ୍ରୀ ଥିଲେ । ସେ କଳାଶ୍ରୀ ଥିଏଟର୍‌, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ ଓ ଏକାମ୍ର ଥିଏଟର୍‌ ଆଦିରେ କାର୍ଯ୍ୟ କରିବା ସହିତ ଯାଯାବର, ପ୍ରତିଧ୍ୱନୀ, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।

ମୀରା ମହାନ୍ତି
ମୃତ୍ୟୁ୩୦ ଜୁନ ୨୦୨୨(୨୦୨୨-୦୬-୩୦) (୭୨ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ

ଅଭିନୟ ଜୀବନ

ମୀରା ଷାଠିଏ ଦଶକରେ ବିଭିନ୍ନ ମଞ୍ଚରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ କଟକର କଳାଶ୍ରୀ ଥିଏଟର୍, ଜନତା ରଙ୍ଗମଞ୍ଚ, ପୁରୀର ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ ଓ ଭୁବନେଶ୍ୱରର ଏକାମ୍ର ଥିଏଟର୍ ଆଦିରେ କାର୍ଯ୍ୟ କରିଥିଲେ ।

ସେ ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଯାଯାବରରେ ଜୟୀରାମ ସାମଲ ସହ ମନ୍ଦାର ଭୂମିକାରେ ଅଭିନୟ କରିଥିଲେ । ପରେ ସେ ଅଭିନେତା ନିତ୍ୟାନନ୍ଦ ମିଶ୍ରଙ୍କ ସହ ପ୍ରତିଧ୍ୱନିରେ ଅଭିନୟ କରିଥିଲେ । ଏହା ବ୍ୟତୀତ ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ରାମାୟଣ‌, ସମୟ ବଡ଼ ବଳବାନ, ଭୁଲି ହୁଏନା ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ଯାଯାବର ମନ୍ଦାର
୧୯୮୦ ରାମାୟଣ
ତ୍ରିନାଥ ମେଳା
୧୯୮୩ ସୁବର୍ଣ୍ଣ ସୀତା
୧୯୮୪ ପ୍ରତିଧ୍ୱନି
୧୯୮୫ ସମୟ ବଡ଼ ବଳବାନ
୧୯୮୭ ଭୁଲି ହୁଏନା

ଥିଏଟର୍‌ସ୍

ବ୍ୟକ୍ତିଗତ ଜୀବନ

ମୀରା ମଞ୍ଚରେ ଅଭିନୟ କରିବାବେଳେ ଜଣେ କଳାକାରଙ୍କ ସହିତ ସମ୍ପର୍କରେ ଥିଲେ । ଉଭୟଙ୍କର ଗୋଟିଏ ପୁଅ ଥିଲା । ୨୦୨୨ ମସିହାର ଜୁନ ୩୦ ତାରିଖରେ ସେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ମୀରା ମହାନ୍ତି ଅଭିନୟ ଜୀବନମୀରା ମହାନ୍ତି ବ୍ୟକ୍ତିଗତ ଜୀବନମୀରା ମହାନ୍ତି ଆଧାରମୀରା ମହାନ୍ତି ଅଧିକ ତଥ୍ୟମୀରା ମହାନ୍ତି

🔥 Trending searches on Wiki ଓଡ଼ିଆ:

ତନ୍ଦୁର୍ମହାତ୍ମା ଗାନ୍ଧୀକେଟୋପ୍ରୋଫେନଓଡ଼ିଆ ଭାଗବତବିର୍ସା ମୁଣ୍ଡାଓଡ଼ିଆପ୍ୟାରିସପାର୍ବତୀ ଘୋଷଓଡ଼ିଶୀଲିସବନଶ୍ରୀନିବାସ ରାମାନୁଜନୟୁ ଟ୍ୟୁବଢଗ ଢମାଳିଓଡ଼ିଶା ଉଚ୍ଚ ନ୍ୟାୟାଳୟତ୍ରିଭୁଜ୮୮୭ସଂଯୁକ୍ତା ରାଉତନଟବର ଶତପଥୀନମିତା ଅଗ୍ରୱାଲସାଲବେଗକାଳୀଚରଣ ପଟ୍ଟନାୟକପାରମିତା ଶତପଥୀନିମୋନିଆସଉରା ଜନ‌ଜାତିନାଗଫେଣୀ ଗଛପଞ୍ଚସଖାସାତକଡ଼ି ହୋତାହୋମୱାର୍ଡ଼ସରୋଜ ବଳହିନ୍ଦୁପ୍ରଯୁକ୍ତି ବିଦ୍ୟା୧୯୮୪ବି. ଆର. ଆମ୍ବେଦକରବର କୋଳିବ୍ୟାସଦେବଶ୍ରୀକୃଷ୍ଣହିମାଳୟାନ ଏକ୍ସପ୍ରେସୱେଗୋପାଳ ଛୋଟରାୟଭାରତର ଜାତୀୟ ପତାକାଯାଜପୁରଅଶୋକାଷ୍ଟମୀଶ୍ରୀନିବାସ ଉଦ୍‌ଗାତାଶାରଳା ପୁରସ୍କାରଲାଟିନ ଭାଷାବଳଦେବଜୀଉ ମନ୍ଦିରବାରବାଡୋସଗଣେଶ ପୂଜାସାନ୍ତାଳ ଜନଜାତିଲିଙ୍ଗରାଜ ମନ୍ଦିରବଡ଼ପଡ଼ାସାହି ଯାତପବନଟାଇଫଏଡଗୋପାଳବଲ୍ଲଭ ଦାସବୁଏନ୍ସ ଏଆରସବ୍ରାଉଜର୮ ଜୁଲାଇଓଡ଼ିଆ ସାହିତ୍ୟର ଇତିହାସଅଂକୋର୍ ୱାଟ୍ବିଶ୍ୱ ନାଟ୍ୟ ଦିବସବୈଦେହୀଶ ବିଳାସକେନ୍ଦ୍ରାପଡ଼ାଆହମ୍ମଦୀୟଚିଙ୍ଗୁଡ଼ିନନ୍ଦିନୀ ଶତପଥୀକମଳା ଶତପଥୀପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ🡆 More