ନାଗଫାସ: ୧୯୭୭ର ଓଡ଼ିଆ କଥାଚିତ୍ର

ନାଗଫାସ, ବସନ୍ତ ନାୟକଙ୍କ ପ୍ରଯୋଜନା ତଥା ବସନ୍ତ ନାୟକ ଓ ଅକ୍ଷୟମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ହୋଇ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଏହା 'ବ୍ରଜରାଜ ମୁଭିଜ୍‌'ର ପ୍ରଥମ ଓଡ଼ିଆ କଥାଚିତ୍ର । ଏଥିରେ ବିଭିନ୍ନ ଭୂମିକାରେ ଧୀର ବିଶ୍ୱାଳ, ଶ୍ରୀରାମ ପଣ୍ଡା, ଅନିତା ଦାସ, ପ୍ରଶାନ୍ତ ନନ୍ଦ, ଅନିମା ପେଦିନୀ ଓ ମାଳବିକା ରାୟ ଆଦି ଅଭିନେତା ଅଭିନୟ କରିଥିଲେ । ବିଜୟ ମହାନ୍ତି ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ନାଗଫାଶ
ନିର୍ଦ୍ଦେଶକବସନ୍ତ ନାୟକ, ଅକ୍ଷୟ ମହାନ୍ତି
ପ୍ରଯୋଜକବସନ୍ତ ନାୟକ
ଚିତ୍ରନାଟ୍ୟବସନ୍ତ ନାୟକ
କାହାଣୀବସନ୍ତ ମହାପାତ୍ର
କଳାକାରପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ଅନିତା ଦାସ, ବନଜା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୩୦ ଡିସେମ୍ବର୧୯୭୭
କଥାଚିତ୍ରର ସମୟ
୧୬୯ ମିନଟ
ଦେଶନାଗଫାସ: ଅଭିନୟରେ, ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ନାଗଫାସ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ

  • ମୋ କୋଳ ତୋ ଝୁଲଣା
  • ଟିକ ଟିକ ଘଣ୍ଟା ଚାଲେ
  • ନାଥ ନାଥ ପ୍ରାଣନାଥ

ଆଧାର

ଅଧିକ ତଥ୍ୟ

Tags:

ନାଗଫାସ ଅଭିନୟରେନାଗଫାସ ଗୀତନାଗଫାସ ଆଧାରନାଗଫାସ ଅଧିକ ତଥ୍ୟନାଗଫାସଅନିତା ଦାସଓଡ଼ିଆ ଭାଷାଧୀର ବିଶ୍ୱାଳପ୍ରଶାନ୍ତ ନନ୍ଦବସନ୍ତ ନାୟକଶ୍ରୀରାମ ପଣ୍ଡା

🔥 Trending searches on Wiki ଓଡ଼ିଆ:

ଦ୍ୱିତୀୟ ବିଶ୍ୱଯୁଦ୍ଧଅକ୍ଟୋବରସ୍ତନଦେବୀପ୍ରସନ୍ନ ପଟ୍ଟନାୟକଉଦ୍ଭିଦସୁରେନ୍ଦ୍ର ମହାନ୍ତିବୈଦେହୀଶ ବିଳାସ୧୮ ସେପ୍ଟେମ୍ବରସରଳା ଦେବୀହେମୋଫିଲିଆଘରମାତଙ୍ଗୀରେବତୀ (କ୍ଷୁଦ୍ରଗଳ୍ପ)ସୋମନାଥଜୈନବାଦବୈଶାଖଶବରଉତ୍ତମ ମହାନ୍ତିଗଇଁଠା୧୪୮୩କାମାକ୍ଷା ପ୍ରସାଦ ସିଂହଦେଓହନୁମାନବନ୍ଦେ ଉତ୍କଳ ଜନନୀପ୍ରତୀକ୍ଷାରଜ୩ ମାର୍ଚ୍ଚବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ (ସଂଖ୍ୟା)ମଧୁସୂଦନ ଦାସପ୍ରସନ୍ନ କୁମାର ପାଟ୍ଟଶାଣୀ୧୭ ଜୁଲାଇକଣ୍ଟିଲୋନନ୍ଦିନୀ ଶତପଥୀଭାରତୀୟ ଜନତା ପାର୍ଟିବୀରକିଶୋର ଦାସଚନ୍ଦ୍ରଶେଖର ରଥବରଫଓଡ଼ିଶାର ପର୍ବପର୍ବାଣିଓଡ଼ିଶାର ସଂସ୍କୃତିବରଗଡ଼ ଜିଲ୍ଲା୧୭ ଡିସେମ୍ବରହିଙ୍ଗୁଳା ମନ୍ଦିରନଦୀୟା ବିହାରୀ ମହାନ୍ତିସଚ୍ଚି ଦାସହସ୍ତମୈଥୁନସତ୍ୟନାରାୟଣ ରାଜଗୁରୁରାମାୟଣପରିବେଶପରଜା ଜନଜାତିଚାଉଳମୟୂରଭଞ୍ଜ ଜିଲ୍ଲାକଳିକେଶ ନାରାୟଣ ସିଂହଦେଓସମ୍ବାଦ (ଖବରକାଗଜ)ସୀତାଗୌତମ ବୁଦ୍ଧକୁଞ୍ଜବିହାରୀ ଦାଶ୧୪ ଅକ୍ଟୋବରମାଧବୀ ଦାସୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରଶାନ୍ତ ନନ୍ଦ୩୦ ସେପ୍ଟେମ୍ବରଜଗତ(ଜୀବବୀଜ୍ଞାନ)ଖାଦ୍ୟଜଳଉଇକିକଥାଅଶ୍ୱିନୀ କୁମାର ଘୋଷୟୁଭିଆଇଟିସଭୂଗୋଳ୨୧ସାତକଡ଼ି ହୋତାଓଡ଼ିଆ ଭାଗବତଚୈତ୍ର ପୂର୍ଣ୍ଣିମା🡆 More