ମନ ଆକାଶ: ୧୯୭୪ର ଓଡ଼ିଆ କଥାଚିତ୍ର

ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ଆଇଡିଆଲ ପ୍ରଡକ୍ସନ ଦ୍ୱ୍ଆରା ନିର୍ମିତ ଓଡ଼ିଆ କଥାଚିତ୍ର ମନ ଆକାଶ ୧୯୭୪ ମସିହାରେ ମୁକ୍ତିଲାଭ କରିଥିଲା । ନାଟ୍ୟକାର ବସନ୍ତ କୁମାର ମହାପାତ୍ରଙ୍କ ପ୍ରଥମ ନାଟକ 'ଝରାବଉଳ' ଅବଲମ୍ବନରେ ଏହା ତିଆରି ହେଇଥିଲା । ସମ୍ବଲପୁରର ରାହସ ବିହରୀ ମିଶ୍ର ଏହାର ପ୍ରଯୋଜନା କରିଥିବା ବେଳେ ତାଙ୍କ ପୁତ୍ର ଶାନ୍ତିସ୍ୱରୂପ ମିଶ୍ର ଏଥିରେ ଅନ୍ୟତମ ନାୟକ ଭୂମିକାରେ ଅଭିନୟ କରିଥିଲେ । କଟକ, ଦୈତାରୀ ପ୍ରଭୃତି ବିଭିନ୍ନ ସ୍ଥାନରେ ଏହାର ବହିର୍ଦୃଶ୍ୟ ଓ କୋଲକାତାର ଇନ୍ଦ୍ରପୁରୀ ଷ୍ଟୁଡିଓରେ ଆନ୍ତ ଦୃଶ୍ୟର ଶୁଟିଂ କରାଯାଇଥିଲା |

ମନ ଆକାଶ
ମନ ଆକାଶ: ଅଭିନୟରେ, ପରଦା ପଛରେ, ଆଧାର
ମନ ଆକାଶ ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକରାହାସ ବିହାରୀ ମିଶ୍ର
କଳାକାରପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣକୃଷ୍ଣ ଚକ୍ରବର୍ତ୍ତୀ
ମୁକ୍ତିଲାଭ ତାରିଖ
୧୮ ଅକ୍ଟୋବର ୧୯୭୪
ଦେଶମନ ଆକାଶ: ଅଭିନୟରେ, ପରଦା ପଛରେ, ଆଧାର ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ମନ ଆକାଶ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ପରଦା ପଛରେ

ସେ ସମୟରେ ମାନ୍ଦ୍ରାଜରେ ଅବସ୍ଥାନ କରୁଥିବା ଉପେନ୍ଦ୍ର କୁମାର ଏହାର ସଂଗୀତ ସଂଯୋଜନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ | ମାନ୍ଦ୍ରାଜର ଜେମିନୀ ଶ୍ଟୁଡ଼ିଓରେ ଏହାର ଗୀତ ରେକର୍ଡ଼ିଙ୍ଗ କରାଯାଇଥିଲା ‌|

  • ଚୋରା ଚୋରା ପ୍ରୀତି ଆସ ସାଥୀ
  • ମୋର କନିଆଁ ସୁନାପାନିଆଁ
  • ଏ ବନ ଝରଣା ନାଚି ନାଚି ଯାଅନା
  • ମନେ ମନେ ଭାବୁ ତୁ ଭାରି ସୁନ୍ଦର


  • ଗୀତିକାର: ନାରାୟଣ ପ୍ରସାଦ ସିଂହ, ଗୁରୁକୃଷ୍ଣ ଗୋସ୍ୱାମୀ, ଶିବବ୍ରତ ଦାସ ଓ ରାହାସ ବିହାରୀ ମିଶ୍ର
  • ଗାୟକ: ଭିକାରୀ ବଳ, ମହମ୍ମଦ ସିକନ୍ଦର ଆଲାମ, ଚିତ୍ତରଞ୍ଜନ ଜେନା, ମୋହିନୀ ମୋହନ ରଥ, ପୁଣ୍ୟପ୍ରଭା ବହିଦାର, ଏସ. ଜାନକୀ ଓ ଏସ. ଜି. ଗୀତା
  • ନୃତ୍ୟ ନିର୍ଦ୍ଦେଶନା: ଗୁରୁ ଗୋପୀକୃଷ୍ଣ ବେହେରା
  • କଳା ନିର୍ଦ୍ଦେଶନା: ବଟୁ ସେନ ଓ ଗୋପୀ ସେନ
  • ମୁଖ୍ୟ ବ୍ୟବସ୍ଥାପକ: ଧୀର ବିଶ୍ୱାଳ

ଆଧାର

ଅଧିକ ତଥ୍ୟ

Tags:

ମନ ଆକାଶ ଅଭିନୟରେମନ ଆକାଶ ପରଦା ପଛରେମନ ଆକାଶ ଆଧାରମନ ଆକାଶ ଅଧିକ ତଥ୍ୟମନ ଆକାଶଓଡ଼ିଆ ଭାଷାନିତାଇ ପାଲିତ

🔥 Trending searches on Wiki ଓଡ଼ିଆ:

ମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)wiki.phtmlଭାରତର ରାଷ୍ଟ୍ରପତିଓଡ଼ିଶା ପ୍ରିମିଅର ଲିଗସମାଜ (ଖବରକାଗଜ)ରିୟା ସେନଶାରଳା ପୁରସ୍କାରଓଡ଼ିଆ ଭ୍ରମଣ ସାହିତ୍ୟ୬ ଫେବୃଆରୀରାଧାମୋହନ ଗଡ଼ନାୟକକଙ୍କାଳଜଗନ୍ନାଥଙ୍କ ବେଶଗୁଣନଭଗବତୀ ଚରଣ ପାଣିଗ୍ରାହୀରୋହିତ ପୂଜାରୀଜାଭା (ପ୍ରୋଗ୍ରାମିଂ ଭାଷା)ସୁନା୧ ଅପ୍ରେଲଦଣ୍ଡ ନାଟବିଦୁସ୍ମିତାଇବାଣ୍ଡ୍ରୋନିକ ଏସିଡରାସେଶ୍ୱରୀ ପାଣିଗ୍ରାହୀରେଭେନ୍‌ସା କଲିଜିଏଟ ସ୍କୁଲହୀରାକୁଦ ବନ୍ଧଏ. ପି. ଜେ. ଅବଦୁଲ କଲାମଭଗବତ ଗୀତାଚନ୍ଦ୍ରଗୁପ୍ତଆମ୍ବଅମରକଣ୍ଟକ ଏକ୍ସପ୍ରେସଉଇକିକମନ୍ସବିଶ୍ୱନାଥ କରଅନୁପମ ଭାରତମହିମା ଧର୍ମଭୂମିକମ୍ପଧର୍ମହନୁମାନ ଚାଳିଶାଗଜଲକୁନ୍ତଳା କୁମାରୀ ସାବତବିଧାନ ସଭା ସଭ୍ୟଜୟନ୍ତୀ ପଟ୍ଟନାୟକବୁନ୍ଦିଆ ଖିରିଗୋପୀନାଥ ମହାନ୍ତିବିଷ୍ଣୁକଳମଶାଗତାଳଚେରରାମଚନ୍ଦ୍ର ମିଶ୍ରରାକ୍ଷୀ ପୂର୍ଣ୍ଣିମାମାଇକ୍ରୋସଫ୍ଟଓଡ଼ିଆ କଥାଚିତ୍ର ଜଗତଭୂମିଜ ଜାତିଅଂଶୁପା ହ୍ରଦବେଣୁଧର ରାଉତସବ୍ୟସାଚୀ ମିଶ୍ରବୈଶାଖଭାନୁଜୀ ରାଓସାଧୁ ମେହେରହନୁମାନଔଷଧୀୟ ଗଛଲତାମାନଙ୍କର ତାଲିକାଉତ୍କଳ ଦିବସ🡆 More