ୱାଟରଲୁ ଯୁଦ୍ଧ

ୱାଟରଲୁ ଯୁଦ୍ଧ ୧୮ ଜୁନ ୧୮୧୫ ମସିହା ରବିବାର ଦିନ ୱାଟରଲୁ (ଏବେକାର ବେଲଜିଅମ ) ନିକଟରେ ଫ୍ରାନ୍ସ ଏବଂ ବ୍ରିଟିଶମାନଙ୍କ  ମଧ୍ୟରେ ଘଟିଥିଲା । ଫ୍ରାନ୍ସର ନେତୃତ୍ୱ ନେପୋଲିୟନ ବୋନାପାର୍ଟ ନେଉଥିଲେ । ଅନ୍ୟ ପକ୍ଷ୍ୟରେ ବ୍ରିଟିଶ ଏବଂ ପ୍ରୁସିଆର ସୈନ୍ୟମାନେ ଥିଲେ । ଏହି ଯୁଦ୍ଧରେ ନେପୋଲିୟନ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ନେପୋଲିୟନଙ୍କର ଶେଷ ଯୁଧ୍ୟ ଥିଲା । ଏହି ଯୁଦ୍ଧଟିରେ ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ହାରିବା ସହିତ ଭବିଷ୍ୟତରେ ହେବାକୁଥିବା ଦଶନ୍ଧି ଧରି ଇଉରୋପରେ ଯୁଦ୍ଧର ମୁଳୋତ୍ପାଟନ କରିଥିଲା ।

ୱାଟରଲୁ ଯୁଦ୍ଧ
ୱାଟରଲୁ ଯୁଦ୍ଧ
ୱିଲିୟମ ସ୍ୟାଡଲରଙ୍କ ତୂଳୀରୁ ଅଙ୍କିତ ୱାଟରଲୁ ଯୁଦ୍ଧ
ତିଥି ୧୮ ଜୁନ ୧୮୧୫
ସ୍ଥାନ Waterloo, then Netherlands, present day Belgium; 15 km (9.3 mi) south of Brussels
ପକ୍ଷ
ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ସପ୍ତମ ଗଠବନ୍ଧନ:
  • ସଂଯୁକ୍ତ ରାଜ୍ୟ ଏବଂ ଆୟରଲ୍ୟାଣ୍ଡ
  • ସଂଯୁକ୍ତ ରାଜ୍ୟ ଏବଂ ନେଦରଲ୍ୟାଣ୍ଡ
  • ପ୍ରୁସିଆ
  • ହ୍ୟାନୋଭର
  • ନାସାଉ
  • ବ୍ରନସ୍ୱିକ
Commanders and leaders
ନେପୋଲିୟନ ବୋନାପାର୍ଟ ଆର୍ଥର ୱେଲ୍ସଲି, ୱେଲିଙ୍ଗଟନର ପ୍ରଥମ ଡ୍ୟୁକ
ଗେଭାର୍ଡ
Strength
ମୋଟ: ୭୩,୦୦୦
  • ୫୦,୭୦୦ ପଦରକ୍ଷୀ
  • ୧୪,୩୯୦ ଅଶ୍ୱାରୋହୀ
  • ୮,୦୫୦ ତୋପ ଏବଂ ଯନ୍ତ୍ରବିତ
  • ୨୫୨ ବନ୍ଧୁକ
ମୋଟ: ୧୧୮,୦୦୦

ବ୍ରିଟିଶ-ଗଠବନ୍ଧନ: ୬୮,୦୦୦

  • ସଂଯୁକ୍ତ ରାଜ୍ୟ: ୨୫,୦୦୦ ବ୍ରିଟିଶ ଏବଂ ୬,000 ଜର୍ମାନୀ ରାଜା
  • ନେଦରଲ୍ୟାଣ୍ଡ: ୧୭,୦୦୦
  • ହ୍ୟାନୋଭର: ୧୧,୦୦୦
  • ବ୍ରନସ୍ୱିକ: ୬,୦୦୦
  • ନାସାଉ: ୩,୦୦୦
  • ୧୫୬ ବନ୍ଧୁକ
  • ପ୍ରୁସିଆ: ୫୦,୦୦୦
କ୍ଷୟକ୍ଷତି
ମୋଟ: ୪୧,୦୦୦
  • ୨୪,୦୦୦ to ୨୬,୦୦୦ ଆଘାତପ୍ରାପ୍ତ , ୬୦୦୦ରୁ ୭୦୦୦ ବନ୍ଦୀ
  • ୧୫,୦୦୦ ନିଖୋଜ
ମୋଟ: ୨୪,୦୦୦
ବ୍ରିଟିଶ-ଗଠବନ୍ଧନ: ୧୭,୦୦୦
  • ୩,୫୦୦ ମୃତ
  • ୧୦,୨୦୦ କ୍ଷତିତ
  • ୩,୩୦୦ ନିଖୋଜ

ପ୍ରୁସିଆ: ୭,୦୦୦

  • ୧,୨୦୦ ମୃତ
  • ୪,୪୦୦ ଆଘାତପ୍ରାପ୍ତ
  • ୧,୪୦୦ ନିଖୋଜ

ଯୁଦ୍ଧ ପଡ଼ିଆ 

ୱାଟରଲୁ ଯୁଦ୍ଧ 
ଯୁଦ୍ଧ ପଡ଼ିଆ 
ୱାଟରଲୁ ଯୁଦ୍ଧ 
୨୦୧୨ ମସିହାରେ ୱାଟରଲୁ ଯୁଦ୍ଧ ପଡ଼ିଆର ଏକ ପାନୋରାମା ଦୃଶ୍ୟ 

 

ବାହ୍ୟ ଆଧାର 

  • "Booknotes: Watch". Booknotes. 12 January 2003. Archived from the original on 16 November 2010. Interview with Andrew Roberts on Napoleon & Wellington: The Battle of Waterloo and the Great Commanders Who Fought It
  • "Guides 1815" (in ଫରାସୀ). Official guides of the Waterloo battlefield.
  • "Waterloo 200". National Army Museum, London. 10 June 2015. (British site)
  • "Farm of Hougoumont". Archaeology @ Waterloo. Archived from the original on 13 July 2015. Retrieved 30 July 2015.
  • George Nafgizer collection Waterloo ORBATs for French, Allied.

ଆଧାର

ୱାଟରଲୁ ଯୁଦ୍ଧ 
ୱାଟରଲୁ ଯୁଦ୍ଧ 

Tags:

ନେପୋଲିୟନ ବୋନାପାର୍ଟ

🔥 Trending searches on Wiki ଓଡ଼ିଆ:

ବଣଭୋଜି ବେଶଓଡ଼ିଆଫତୁରାନନ୍ଦଆନ୍ଧ୍ର ପ୍ରଦେଶଓଡ଼ିଆ ସାହିତ୍ୟଉଦ୍ଭିଦ ବିଜ୍ଞାନଅଣ୍ଡା ରୋଲମାର୍ଚ୍ଚପ୍ରେମମନୋଜ ଦାସଙ୍କ କଥା ଓ କାହାଣୀକୁତାମ ଚଣ୍ଡୀ ମନ୍ଦିରଟୁକୁନି ସାହୁଗଙ୍ଗାଧର ରଥବଳଦେବଜୀଉ ମନ୍ଦିର୧ (ସଂଖ୍ୟା)ବର୍ଷାନାରାୟଣ ସାହୁଓମ'ଙ୍କ ନିୟମମୋନିକା ସେଲ୍ସଆଲୋକଗୋପାଳ କୃଷ୍ଣ ରଥପଠାଣି ସାମନ୍ତଚିଲିକା (କବିତା)ମହମ୍ମଦ ମୋକିମ୍୧୯୦୫ଓଡ଼ିଶା ବିଧାନ ସଭାଚାଣକ୍ୟପଞ୍ଚସଖାନଇ ଆରପାରିକଖାରୁ ଫୁଲ ଭଜାସମୀର ରଞ୍ଜନ ଦାଶଯୌନ ସମ୍ଭୋଗମଟର ସାଇକେଲମଙ୍ଗଳା ମନ୍ଦିରବୈଷ୍ଣବ ଚରଣ ସାମଲକୋଚିଲାପାରମିତା ଶତପଥୀସୌରୀନ୍ଦ୍ର ବାରିକଜ୍ଞାନପୀଠ ପୁରସ୍କାରକାଳିନ୍ଦୀ ଚରଣ ପାଣିଗ୍ରାହୀc3bn4ପ୍ରହ୍ଲାଦ ନାଟକରେବତୀ (କ୍ଷୁଦ୍ରଗଳ୍ପ)ସଂକ୍ରାନ୍ତିହରେକୃଷ୍ଣ ମହତାବ୨୭ ଜୁନଉତ୍ତମ ମହାନ୍ତିମୁମ୍ବାଇଭୀମ ଭୋଇପ୍ରାଣବନ୍ଧୁ କର୫ ନଭେମ୍ବରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକବିସୂର୍ଯ୍ୟ ବଳଦେବ ରଥସାଲଭାଡୋର ଡାଲିରାଜା ରାମମୋହନ ରାୟଶାନ୍ତନୁ କୁମାର ଆଚାର୍ଯ୍ୟସମ୍ବଲପୁରମାସଅନନ୍ତ ବାସୁଦେବ ମନ୍ଦିରଉତ୍କଳ ବ୍ରାହ୍ମଣଆଣ୍ଡାମାନ ସାଗରବିଜୟ ମିଶ୍ରରକ୍ତକୃଷ୍ଣଉଦୟନାଥ ଷଡ଼ଙ୍ଗୀକଳାହାଣ୍ଡି ଜିଲ୍ଲାଚନ୍ଦନ ଯାତ୍ରା୨୦୦୬ଆଇଡେଲାଲିସିବରାବଣଅଚ୍ୟୁତ ଗୋକୁଳ ନାୟକଅଷ୍ଟ୍ରେଲିଆଗୌତମ ବୁଦ୍ଧସୁନା🡆 More