ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା

ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି। .

ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।

କ୍ରମନାମଛବିକାର୍ଯ୍ୟଭାର ଗ୍ରହଣକାର୍ଯ୍ୟଭାର ତ୍ୟାଗଉପରାଷ୍ଟ୍ରପତିଟୀକା
ଡଃ ରାଜେନ୍ଦ୍ର ପ୍ରସାଦ୨୬ ଜାନୁଆରୀ ୧୯୫୦୧୩ ମେ ୧୯୬୨ଡଃ ସର୍ବପଲ୍ଲୀ ରାଧାକୃଷ୍ଣନବିହାର ରାଜ୍ୟରେ ଜନ୍ମିତ ଡଃ ରାଜେନ୍ଦ୍ର ପ୍ରସାଦ, ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି [୧][୨] ସେ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।[୩] ଶ୍ରୀ ପ୍ରସାଦ ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇ ଦୁଇ ଥର ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ। [୪]
ଡଃ ସର୍ବପଲ୍ଲୀ ରାଧାକୃଷ୍ଣନRadhakrishnan.jpg୧୩ ମଇ ୧୯୬୨୧୩ ମଇ୧୯୬୭ଜାକିର ହୁସେନରାଧାକୃଷ୍ଣନ ଜଣେ ପ୍ରସିଦ୍ଧ ଦାର୍ଶନିକ, ଲେଖକ ଏବଂ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟ।ଳୟର ଉପ କୁଳପତି [୫] ସେ ନାଇଟ ଅଫ ଦ ଗୋଲ୍ଡେନ ଆର୍ମି ଅଫ ଏଞ୍ଜେଲସର ଉପାଧି ପୋପ ପଲ ଷଷ୍ଠଙ୍କଠାରୁ ପାଇଥିଲେ।[୬]
ଜାକିର ହୁସେନ୧୩ ମଇ ୧୯୬୭୩ ମଇ ୧୯୬୯ବରାହଗିରି ଭେଙ୍କଟଗିରିହୁସେନ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଉପ କୁଳପତିଥିଲେ ଏବଂ ପଦ୍ମଭୂଷଣ ଓ ଭାରତରତ୍ନ ପରି ସମ୍ମାନ ଜନକ ଉପାଧି ପାଇଥିଲେ। [୭] ନିଜର କାର୍ଯ୍ୟକାଳ ପୂରିବା ଆଗରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ବରାହଗିରି ଭେଙ୍କଟଗିରି *୩ ମେ ୧୯୬୯୨୦ ଜୁଲାଇ ୧୯୬୯ଶ୍ରୀ ଗିରି ହୁସେନଙ୍କ ମୃତ୍ୟୁପରେ କାମଚଳା ରାଷ୍ଟ୍ରପତି ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ [୮] ଅଳ୍ପ କେଇମାସ ରାଷ୍ଟ୍ରପତି ପଦରେ ରହିବା ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାପାଇଁ ଇସ୍ତଫାପତ୍ର ଦେଇଥିଲେ ।
ମହମ୍ମଦ ହିଦାୟତୁଲ୍ଲା *୨୦ ଜୁଲାଇ ୧୯୬୯୨୪ ଅଗଷ୍ଟ ୧୯୬୯ଶ୍ରୀ ହିଦାୟତୁଲ୍ଲା ଭାରତର ପ୍ରଧାନ ବିଚାରପତି ରୂପେ କାର୍ଯ୍ୟ କରିଥିଲେ ତଥା ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର ସମ୍ମାନ ପାଇଥିଲେ।[୯] ରାଷ୍ଟ୍ରପତି ରୂପେ ଶ୍ରୀ ଗିରିଙ୍କର ନିର୍ବାଚନ ହେବା ପର୍ଯ୍ୟନ୍ତ ସେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ।
ବରାହଗିରି ଭେଙ୍କଟଗିରି୨୪ ଅଗଷ୍ଟ ୧୯୬୯୨୪ ଅଗଷ୍ଟ ୧୯୭୪ଗୋପାଳ ସ୍ୱରୂପ ପାଠକଶ୍ରୀ ଗିରି ଉଭୟ କାମଚଳା ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ରୂପେ କାମ କରିଥିଲେ। ସେ ଭାରତରତ୍ନ ଉପାଧି ହାସଲ କରିଥିଲେ, ଭାରତର ଶ୍ରମମନ୍ତ୍ରୀ ରୂପେ କାମ କରିଥିଲେ ଓ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତ (High Commissioner)ଭାବେ ନିଯୁକ୍ତି ପାଇଥିଲେ। [୧୦]
ଫକୀରୁଦ୍ଦିନ ଅଲ୍ଲି ଅହମଦDr fakhruddin ali ahmed.jpg୨୪ ଅଗଷ୍ଟ ୧୯୭୪୧୧ ଫେବ୍ରୁଆରୀ ୧୯୭୭ବସପ୍ପା ଦନାପ୍ପା ଜତ୍ତୀଫକୀରୁଦ୍ଦିନ ଅଲ୍ଲି ଅହମଦ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ଜଣେ କେନ୍ଦ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ସେ ନିଜର ରାଷ୍ଟ୍ରପତି କାଳାବଧି ସମାପ୍ତ ହେବା ଆଗରୁ ୧୯୭୭ରେ ଦେହତ୍ୟାଗ କରିଥିଲେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ଦେହତ୍ୟାଗ କରିଥିବା ବ୍ୟକ୍ତିମାନଙ୍କ ଭିତରୁ ସେ ଦ୍ୱିତୀୟ ଭାରତୀୟ ରାଷ୍ଟ୍ରପତି। [୧୧]
ବାସପ୍ପା ଦାନପ୍ପା ଯତ୍ତି *୧୧ ଫେବ୍ରୁଆରୀ ୧୯୭୭୨୫ ଜୁଲାଇ ୧୯୭୭ଶ୍ରୀ ଯତ୍ତି ଶ୍ରୀ ଅହମ୍ମଦ ରାଷ୍ଟ୍ରପତି ଥିବା ସମୟରେ ଉପରାଷ୍ଟ୍ରପତି ଥିଲେ। ତେଣୁ ତାଙ୍କର ଦେହାବସାନ ପରେ ସେ କାମଚଳା ରାଷ୍ଟ୍ରପତି ରୂପେ ନିଯୁକ୍ତ ହେଲେ। ସେ ତା’ ପୂର୍ବରୁ ମୈସୁର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। [୧୧][୧୨]
ନୀଲମ ସଞ୍ଜୀବ ରେଡ୍ଡୀNeelamSanjeevaReddy.jpg୨୫ ଜୁଲାଇ ୧୯୭୭୨୫ ଜୁଲାଇ ୧୯୮୨ମହମ୍ମଦ ହିଦାୟତୁଲ୍ଲାନୀଲମ ସଞ୍ଜୀବ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଜନତା ଦଳର ପ୍ରାର୍ଥୀ ରୂପେ ଭାରତୀୟ ସାଂସଦ ରୂପେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଆନ୍ଧ୍ର ନେତା। [୧୩] ୨୬ ମାର୍ଚ୍ଚ ୧୯୭୭ରେ ସେ ସର୍ବସମ୍ମତି କ୍ରମେ ଲୋକ ସଭାର ଅଧ୍ୟକ୍ଷ (Speaker)ରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୩ ଜୁଲାଇ ୧୯୭୭ରେ ଭାରତର ଷଷ୍ଠ ରାଷ୍ଟ୍ରପତି ହେବାପାଇଁ ସେ ତ୍ୟାଗପତ୍ର ଦେଇଥିଲେ।
ଜ୍ଞାନୀ ଜୈଲ ସିଂହ100px୨୫ ଜୁଲାଇ ୧୯୮୨୨୫ ଜୁଲାଇ ୧୯୮୭ରାମସ୍ୱାମୀ ଭେଙ୍କଟରମଣ
ମାର୍ଚ୍ଚ ୧୯୭୨ରେ ଶ୍ରୀ ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୦ରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ। [୧୪]
ରାମସ୍ୱାମୀ ଭେଙ୍କଟରମଣR Venkataraman.jpg୨୫ ଜୁଲାଇ ୧୯୮୭୨୫ ଜୁଲାଇ ୧୯୯୨ଶଙ୍କର ଦୟାଲ ଶର୍ମା୧୯୪୨ରେ ଶଙ୍କର ଦୟାଲ ଶର୍ମା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ହେତୁରୁ ସେ ଇଂରେଜମାନଙ୍କଦ୍ୱାରା କାରାବାସ ବରଣ କରିଥିଲେ। [୧୫] କାରାବାସରୁ ମୁକ୍ତି ପାଇବା ପରେ ସେ ସ୍ୱାଧୀନ ଭାରତର ଅସ୍ଥାୟୀ ସଂସଦରେ କଂଗ୍ରେସ ଦଳର ସଦସ୍ୟ ରୂପେ ୧୯୫୦ରେ ନିର୍ବାଚିତ ହୋଇଥିଲେ ଓ ଫଳତଃ କେନ୍ଦ୍ର ସରକାରରେ ଯୋଗଦାନ କରିଥିଲେ। ସେଠାରେ ସେ ପ୍ରଥମେ ବିତ୍ତ ଓ ଶିଳ୍ପ ମନ୍ତ୍ରୀ ରୂପେ କାର୍ଯ୍ୟଗ୍ରହଣ କରିଥିଲେ ଓ ପରବର୍ତ୍ତୀ କାଳରେ ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।[୧୬]
ଶଙ୍କର ଦୟାଲ ଶର୍ମାShankar Dayal Sharma 36.jpg୨୫ ଜୁଲାଇ ୧୯୯୨୨୫ ଜୁଲାଇ ୧୯୯୭କୋଚେରିଲ ରମଣ ନାରାୟଣନଶ୍ରୀ ଶର୍ମା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ର ସୂଚନା ମନ୍ତ୍ରୀ ରହିଥିଲେ। ତା’ଛଡ଼ା ସେ ଆନ୍ଧ୍ର ପ୍ରଦେଶ, ପଞ୍ଜାବମହାରାଷ୍ଟ୍ରର ରାଜ୍ୟପାଳ ରୂପେ କାମ କରିଥିଲେ।[୧୭]
୧୦କୋଚେରିଲ ରମଣ ନାରାୟଣନK. R. Narayanan.jpg୨୫ ଜୁଲାଇ ୧୯୯୭୨୫ ଜୁଲାଇ ୨୦୦୨ଡଃ. କୃଷ୍ଣ କାନ୍ତ
ଶ୍ରୀ ନାରାୟଣ ଥାଇଲାଣ୍ଡ, ତୁର୍କୀ, ଚୀନସଂଯୁକ୍ର ରାଷ୍ଟ୍ର ଆମେରିକାରେ ଭାରତର ରାଜଦୂତଭାବେ କାମ କରିଥିଲେ । ସେ ବିଜ୍ଞାନ ଓ ଆଇନରେ ଡକ୍ଟରେଟ ପଦବୀ ପାଇଥିଲେ ଓ ଅନେକ ବିଶ୍ୱବିଦ୍ୟାଳୟର କୁଳପତିଥିଲେ।[୧୮] ସେ ଜବାହରଲାଲ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। [୧୯]
୧୧ଡଃ. ଏ.ପି.ଜେ. ଅବଦୁଲ କାଲାମA P J Abdul Kalam.jpg୨୫ ଜୁଲାଇ ୨୦୦୨୨୫ ଜୁଲାଇ ୨୦୦୭ଭୈରୋଁ ସିଂ ଶେଖାୱତଡଃ. କାଲାମ ଜଣେ ବୈଜ୍ଞାନିକ । ସେ ଭାରତୀୟ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। [୨୦] ସେ ଭାରତ ରତ୍ନ ଉପାଧି ପାଇଛନ୍ତି।
୧୨ପ୍ରତିଭା ପାଟିଲPratibhaIndia.jpg୨୫ ଜୁଲାଇ ୨୦୦୭୨୫ ଜୁଲାଇ ୨୦୧୨ମହମ୍ମଦ ହମିଦ ଅନସାରୀଶ୍ରୀମତୀ ପାଟିଲ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ରାଜସ୍ଥାନର ପ୍ରଥମ ମହିଳା ରାଜ୍ୟପାଳ। [୨୧][୨୨]
୧୩ପ୍ରଣବ ମୁଖାର୍ଜୀ
(୧୯୩୫– )
Secretary Tim Geithner and Finance Minister Pranab Mukherjee 2010 crop.jpg୨୫ ଜୁଲାଇ ୨୦୧୨୨୫ ଜୁଲାଇ ୨୦୧୭ମହମ୍ମଦ ହମିଦ ଅନସାରୀଶ୍ରୀ ମୁଖାର୍ଜୀ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ବିତ୍ତ, ଅର୍ଥ, ବୈଦେଶିକ, ରକ୍ଷା ପ୍ରଭୃତି ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ।
୧୪ରାମନାଥ କୋବିନ୍ଦPresident Ram Nath Kovind awards the President’s Colour to the Submarine Arm of Indian Navy (4) (cropped)୨୫ ଜୁଲାଇ ୨୦୧୭୨୫ ଜୁଲାଇ ୨୦୨୨ଭେଂକେଇୟା ନାଇଡ଼ୁଶ୍ରୀଯୁକ୍ତ କୋବିନ୍ଦ ବିହାରର ରାଜ୍ୟପାଳ ଭାବେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଥିଲେ। ଏହା ପୂର୍ବରୁ ସେ ୧୯୯୪ରୁ ୨୦୦୬ ପର୍ଯ୍ୟନ୍ତ ଲୋକ ସଭା ସଦସ୍ୟ ଥିଲେ । ସେ କେ ଆର ନାରାୟଣଙ୍କ ପରେ ଦ୍ୱିତୀୟ ଦଳିତ ରାଷ୍ଟ୍ରପତି ଅଟନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଥିବା ପ୍ରଥମ ରାଷ୍ଟ୍ରପତି ଅଟନ୍ତି ।
୧୫ଦ୍ରୌପଦୀ ମୁର୍ମୁDroupadi Murmu June 2022.jpg]୨୫ ଜୁଲାଇ ୨୦୨୨ପଦସ୍ଥଭେଂକେଇୟା ନାଇଡ଼ୁଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ ।
  • ଚିହ୍ନ(*) ଇଷତ ଗହମ ରଙ୍ଗର ପୃଷ୍ଠଭୂମିରେ ପ୍ରଦର୍ଶିତ ରାଷ୍ଟ୍ରପତିମାନେ କେବଳ କାମଚଳା ରାଷ୍ଟ୍ରପତି ରହିଥିଲେ।

ଆହୁରି ଦେଖନ୍ତୁ

ଆଧାର

  1. "Dr. Rajendra Prasad". The Hindu. ୭ ମେ ୧୯୫୨. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  2. "Republic Day". Time. ୬ ଫେବ୍ରୁଆରୀ ୧୯୫୦. Retrieved ୩୦ ନଭେମ୍ବର ୨୦୦୮. {{cite news}}: Check date values in: |accessdate= and |date= (help)
  3. "Rajendra Prasad's birth anniversary celebrated". The Hindu. ୧୦ ଡିସେମ୍ବର ୨୦୦୬. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  4. Harish Khare (୬ ଡିସେମ୍ବର ୨୦୦୬). "Selecting the next Rashtrapati". The Hindu. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  5. Ramachandra Guha (୧୫ ଅପ୍ରେଲ ୨୦୦୬). "Why Amartya Sen should become the next president of India". The Telegraph. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  6. "Dr S. Radhakrishnan". The Sunday Tribune. ୩୦ ଜାନୁଆରୀ ୨୦୦୦. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  7. "Zakir Husain, Dr". Vice President's Secretariat. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= (help)
  8. "Shekhawat need not compare himself to Giri: Shashi Bhushan". The Hindu. ୧୨ ଜୁଲାଇ ୨୦୦୭. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  9. "Hidayatullah, Shri M". Vice President's Secretariat. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= (help)
  10. "Giri, Shri Varahagiri Venkata". Vice President's Secretariat. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= (help)
  11. ୧୧.୦ ୧୧.୧ "Gallery of Indian Presidents". Press Information Bureau of the Government of India. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= (help)
  12. "Jatti, Shri Basappa Danappa". Vice President's Secretariat. Retrieved ୩୦ ନଭେମ୍ବର ୨୦୦୮. {{cite web}}: Check date values in: |accessdate= (help)
  13. Bhargava, G.S. "Making of the Prez - Congress chief selects PM as well as President". The Tribune. Retrieved ୬ ଜାନୁଆରୀ ୨୦୦୯. {{cite news}}: Check date values in: |accessdate= (help)
  14. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  15. Hazarika, Sanjoy (୧୭ ଜୁଲାଇ ୧୯୮୭). "Man In The News; India's Mild New President: Ramaswamy Venkataraman". The New York Times. Retrieved ୬ ଜାନୁଆରୀ ୨୦୦୯. {{cite news}}: Check date values in: |accessdate= and |date= (help)
  16. "Venkataraman, Shri R." Vice President's Secretariat. Retrieved ୬ ଜାନୁଆରୀ ୨୦୦୯. {{cite web}}: Check date values in: |accessdate= (help)
  17. Navtej Sarna (୨୭ ଡିସେମ୍ବର ୧୯୯୯). "Former President Dr. Shankar Dayal Sharma passes away". Embassy of India, Washington D.C. Retrieved ୬ ଡିସେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)
  18. "Narayanan, Shri K, R". Vice President's Secretariat. Retrieved ୬ ଡିସେମ୍ବର ୨୦୦୮. {{cite web}}: Check date values in: |accessdate= (help)
  19. "The BJP's aim was to get rid of me". Confederation of Human Rights Organizations. Retrieved ୬ ଜାନୁଆରୀ ୨୦୦୯. {{cite web}}: Check date values in: |accessdate= (help)
  20. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  21. Emily Wax (୨୨ ଜୁଲାଇ ୨୦୦୭). "Female President Elected in India". The Washington Post. Retrieved ୨ ଡିସେମ୍ବର ୨୦୦୮. {{cite news}}: Check date values in: |accessdate= and |date= (help)
  22. "Pratibha Patil is Rajasthan's first woman governor". Express India. ୮ ନଭେମ୍ବର ୨୦୦୮. Retrieved ୬ ଡିସେମ୍ବର ୨୦୦୮. {{cite web}}: Check date values in: |accessdate= and |date= (help)

This article uses material from the Wikipedia ଓଡ଼ିଆ article ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାମଧୁସୂଦନ ଦାସସାନ୍ତାଳୀ ଭାଷାଓଡ଼ିଆ ସାହିତ୍ୟମଧୁସୂଦନ ରାଓମନୋଜ ଦାସଫକୀର ମୋହନ ସେନାପତିଭାରତଜଗନ୍ନାଥକାଳୀଚରଣ ପଟ୍ଟନାୟକଗୋପବନ୍ଧୁ ଦାସଓଡ଼ିଆ ଭାଷାତୁମ ପରି ଛୋଟ ପିଲାଟିଏଓଡ଼ିଶାସୁରେନ୍ଦ୍ର ମହାନ୍ତିଭଗବତ ଗୀତାରାଧାନାଥ ରାୟଉପେନ୍ଦ୍ର ଭଞ୍ଜଜଗନ୍ନାଥ ମନ୍ଦିରମନୋରଞ୍ଜନ ଦାସରଥଯାତ୍ରାକ୍ୟୁ. ଆର. କୋଡ଼ବନ୍ଦେ ଉତ୍କଳ ଜନନୀକାଳିନ୍ଦୀ ଚରଣ ପାଣିଗ୍ରାହୀଗୋବିନ୍ଦ ଚନ୍ଦ୍ର ଦାସଫାଶୀସଚ୍ଚିଦାନନ୍ଦ ରାଉତରାୟଜଗନ୍ନାଥ ଦାସସାରଳା ଦାସକୋଣାର୍କକିଶୋରୀ ଚରଣ ଦାସଗଙ୍ଗାଧର ମେହେରଓଡ଼ିଶାର ଇତିହାସ୨୧ଗୋପୀନାଥ ମହାନ୍ତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅଖିଳ ମୋହନ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତର ସଂସ୍କୃତିବଳରାମ ଦାସଲିନକ୍ସକନକ ମଞ୍ଜରୀ ମହାପାତ୍ରଭାରତୀୟ ସମ୍ବିଧାନଅକ୍ଷୟ ଆନନ୍ଦପଠାଣି ସାମନ୍ତରାଜନୀତି ବିଜ୍ଞାନବୈକୁଣ୍ଠନାଥ ପଟ୍ଟନାୟକଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଆ କବି ମାନଙ୍କର ତାଲିକାରାଧାମୋହନ ଗଡ଼ନାୟକପ୍ରତିଭା ରାୟଜଗନ୍ନାଥଙ୍କ ବେଶସମ୍ବାଦଛବିଳ ମଧୁ ବର୍ଣ୍ଣବୋଧଆଫଗାନିସ୍ତାନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୌଦ୍ଧ ଧର୍ମବିଶ୍ୱନାଥ କରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରାଜେନ୍ଦ୍ର କିଶୋର ପଣ୍ଡାଚନ୍ଦନ ଯାତ୍ରାଗୌତମ ବୁଦ୍ଧମହାତ୍ମା ଗାନ୍ଧୀଚନ୍ଦ୍ରଶେଖର ରଥଜ୍ୟୋତିର୍ଲିଙ୍ଗ🡆 More