ଝାଡ଼ଖଣ୍ଡ: ଭାରତର ଏକ ରାଜ୍ୟ

]

ଝାଡ଼ଖଣ୍ଡ
ᱡᱷᱟᱨᱠᱷᱚᱸᱰ
ଝାଡ଼ଖଣ୍ଡ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ
ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ
ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ
ଝାଡ଼ଖଣ୍ଡର ମାନଚିତ୍ର
ଝାଡ଼ଖଣ୍ଡର ମାନଚିତ୍ର
ଦେଶଝାଡ଼ଖଣ୍ଡ: ଭୂଗୋଳ, ଇତିହାସ, ଭାଷା ଓ ସାହିତ୍ୟ ଭାରତ
ସ୍ଥାପନ୧୫ ନଭେମ୍ବର ୨୦୦୦
ରାଜଧାନୀରାଞ୍ଚି
ବୃହତ୍ତମ ନଗରଜାମସେଦପୁର
ଜିଲ୍ଲା ସଂଖ୍ୟା୨୪
Government
 • ରାଜ୍ୟପାଳସୟଦ ଅହମଦ
 • ମୁଖ୍ୟମନ୍ତ୍ରୀରାଘୁବ୍ର ଦାସ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୮୧ ଆସନ)
Area
 • ସମୁଦାୟ79,714 km2 (30,778 sq mi)
 • Rankପଞ୍ଚଦଶ (୧୫ଶ)
Population
 (୨୦୧୧)
 • Total୩୨୯୬୬୨୩୮
 • Rankତ୍ରୟୋଦଶ (୧୩ଶ)
 • Density410/km2 (1,100/sq mi)
Time zoneUTC+୦୫:୩୦ (IST)
ISO 3166 codeIN-JH
HDIIncrease ୦.୫୧୩ (ମଧ୍ୟମ)
HDI କ୍ରମାଙ୍କ୨୪ ତମ(୨୦୦୫)
ସାକ୍ଷରତା୬୭.୬୩%
ସରକାରୀ ଭାଷାହିନ୍ଦୀ
Website[୧]


ଝାଡ଼ଖଣ୍ଡ (ଅର୍ଥାତ୍ 'ଜଙ୍ଗଲର ଭୂମି') ହେଉଛି ପୂର୍ବ ଭାରତର ଏକ ରାଜ୍ୟ। ଏହି ରାଜ୍ୟଟି ୨୦୦୦ ମସିହାରେ ବିହାର ରାଜ୍ୟରୁ ଅଲଗା ହୋଇ ଏକ ସତନ୍ତ୍ର ରାଜ୍ୟରେ ପରିଣତ ହୋଇଛି। ଏହାର ସୀମା ଉତ୍ତରରେ ବିହାର, ଉତ୍ତର-ପଶ୍ଚିମରେ ଉତ୍ତରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଦକ୍ଷିଣରେ ଓଡ଼ିଶା ଏବଂ ପୂର୍ବରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସୀମା ଲାଗି ରହିଛି। ଏହାର କ୍ଷେତ୍ର ୭୯୭୧୦ କିମି² (୩୦,୭୭୮ ବର୍ଗ ମାଇଲ) । କ୍ଷେତ୍ର ଅନୁଯାୟୀ ଏହା ୧୫ ତମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଅନୁଯାୟୀ ୧୪ ତମ ବୃହତ୍ତମ ରାଜ୍ୟ । ହିନ୍ଦୀ ହେଉଛି ରାଜ୍ୟର ସରକାରୀ ଭାଷା। ରାଞ୍ଚି ସହର ହେଉଛି ଏହାର ରାଜଧାନୀ ଏବଂ ଡୁମ୍କା ଏହାର ଉପ-ରାଜଧାନୀ ।

ଭୂଗୋଳ

ଝାଡ଼ଖଣ୍ଡ ୭,୯୭୦,୦୦୦ ହେକ୍ଟରର ଏକ ଭୌଗଳିକ କ୍ଷେତ୍ରକୁ ଆବଦ୍ଧ କରିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଛୋଟା ନାଗପୁର ମାଳଭୂମିରେ ଅବସ୍ଥିତ। ଅନେକ ନଦୀ ଛୋଟା ନାଗପୁର ମାଳଭୂମି ଦେଇ ଯାଇଅଛି, ଯଥା; ଦାମୋଦର, ଉତ୍ତର କୋଏଲ, ବାରକର, ଦକ୍ଷିଣ କୋଏଲ, ସଙ୍କ ଏବଂ ସୁବର୍ଣ୍ଣରେଖା ନଦୀ। ଏହି ନଦୀଗୁଡ଼ିକର ଉଚ୍ଚ ଜଳରାଶି ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ବ୍ୟାପିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଏବେ ମଧ୍ୟ ଜଙ୍ଗଲରେ ଆବଦ୍ଧ, ଯାହାକି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଇ ଆସୁଛି।

ଇତିହାସ

ଭାଷା ଓ ସାହିତ୍ୟ

ଝାଡ଼ଖଣ୍ଡ ରାଜ୍ୟର ଲୋକ ସରକାରୀ ଭାଷା ହିନ୍ଦୀ ବ୍ୟତୀତ ବିଭିନ୍ନ ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହାର କରନ୍ତି। ନାଗପୁରୀ, ଖୋର୍ଥା, କୁର୍ମାଲି, ମାଗାହି ଆଦି ମୁଖ୍ୟ ଭାଷା ହୋଇଥିବା ବେଳେ ଅଙ୍ଗିକା, ବଙ୍ଗାଳୀ, ଭୋଜପୁରୀ, ଭୁମିଜ, ହୋ, ଖରିଆ, କୁରୁଖ, ଖୋର୍ଧା, କୁର୍ମାଲି, ମାଗାହି, ମୈଥିଳୀ, ମୁଣ୍ଡାରୀ, ନାଗପୁରୀ, ଓଡ଼ିଆ, ସାନ୍ତାଳୀ ଏବଂ ଉର୍ଦ୍ଦୁକୁ ସରକାର ଦ୍ୱିତୀୟ ଭାଷା ରୂପେ ମାନ୍ୟତା ଦିଆଯାଇଛି।


ଆଧାର

ଅଧିକ ତଥ୍ୟ

Tags:

ଝାଡ଼ଖଣ୍ଡ ଭୂଗୋଳଝାଡ଼ଖଣ୍ଡ ଇତିହାସଝାଡ଼ଖଣ୍ଡ ଭାଷା ଓ ସାହିତ୍ୟଝାଡ଼ଖଣ୍ଡ ଆଧାରଝାଡ଼ଖଣ୍ଡ ଅଧିକ ତଥ୍ୟଝାଡ଼ଖଣ୍ଡ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କାବ୍ୟ କବିତାସରଳା ଦେବୀ୫ ମଇବୈକୁଣ୍ଠନାଥ ପଟ୍ଟନାୟକରେଭେନ୍‌ସା କଲିଜିଏଟ ସ୍କୁଲଜର୍ମାନୀଅଖିଳ ମୋହନ ପଟ୍ଟନାୟକଭାରତୀୟ ଜନତା ପାର୍ଟିସିଂହଭୃସଙ୍ଗ ଗଛଓଡ଼ିଆ ଭାଷାଚାନ୍ଦବାଲିରାଜ୍ୟ ସଭାକାଳିନ୍ଦୀ ଚରଣ ପାଣିଗ୍ରାହୀମେଟ୍ରୋନିଡାଜୋଲପ୍ରତିଭା ରାୟଜଳବିଦ୍ୟୁତ୍କିଶୋର ପାଣିଗ୍ରାହୀଅଶୋକ (ସମ୍ରାଟ)ସ୍ଫୁଲିଙ୍ଗ (କବିତା ସଙ୍କଳନ)ଦୋହାକୋଷ ଓ ବୌଦ୍ଧ ଗାନପଖାଳବିଦ୍ୟୁତଜୟୀରାମ ସାମଲଗୁରୁ ପ୍ରସାଦ ମହାନ୍ତିସୁଦାମ ମାରାଣ୍ଡିମଇଖଜ୍ଜିଆରଦୀପକ ମିଶ୍ରପଣା ସଂକ୍ରାନ୍ତିବେଣୁଧର ରାଉତଉତ୍ତମ ମହାନ୍ତିଗ୍ରେଗୋରି ପାଞ୍ଜିଶ୍ରୀରାଧାକୋଷ୨୦୦୭କୁଞ୍ଜବିହାରୀ ତ୍ରିପାଠୀବି. ଆର. ଆମ୍ବେଦକର୧୧ ଫେବୃଆରୀଜାଭା (ପ୍ରୋଗ୍ରାମିଂ ଭାଷା)ତିନୋଟି ରତନଆସନଗୋପୀନାଥ ନନ୍ଦଲକ୍ଷ୍ମୀକାନ୍ତ ମହାପାତ୍ରସମୟମଣ୍ଡଳଶରଧାବାଲିଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରିକେଟଗୋକୁଳାନନ୍ଦ ମହାପାତ୍ରଶିମିଳିପାଳ ଜାତୀୟ ଉଦ୍ୟାନଆନନ୍ଦ ବାବୁନୋଟା (ଭାରତ)ଓଧସାମାଜିକ ବିଜ୍ଞାନଜଗନ୍ନାଥବିରଜା ମନ୍ଦିର୩୪୩ଚିନ୍ତାମଣି ମହାନ୍ତିପୁରୀଓଡ଼ିଆ କବି ମାନଙ୍କର ତାଲିକାଶନିସୁନାସୌର ଜଗତଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାରଳା ମହାଭାରତପୌଷଆଲେକ୍‌ଜାଣ୍ଡର୍ ମହାନମନମୋହନ ସାମଲନିତ୍ୟାନନ୍ଦ ମହାପାତ୍ରଆଷାଢ଼🡆 More