ଶ୍ରୀଲଙ୍କା: ଦକ୍ଷିଣ ଏସିଆର ଦେଶ

ଶ୍ରୀଲଙ୍କା ଏସିଆ ମହାଦେଶ ଅନ୍ତର୍ଗତ ଏକ ଦେଶ । ୧୯୭୨ ମସିହା ପର୍ଯ୍ୟନ୍ତ ଏହା ସିଲୋନ ନାମରେ ପରିଚିତ ଥିଲା । ୧୯୪୮ ମସିହାରେ ଏହା ବିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।

Democratic Socialist
Republic of Sri Lanka

  • ශ්‍රී ලංකා ප්‍රජාතාන්ත්‍රික සමාජවාදී ජනරජය (Sinhala)
    இலங்கை சனநாயக சமத்துவ குடியரசு (Tamil)


Flag of Sri Lanka
Emblem of Sri Lanka
Flag Emblem
ଜାତୀୟ ସଙ୍ଗୀତ: 

Sri Lanka Matha
Mother Sri Lanka
Location of Sri Lanka
ରାଜଧାନୀSri Jayawardenapura-Kotte
ବୃହତ୍ତମ ସହରକଲୋମ୍ବୋ
ସରକାରୀ ଭାଷାSinhala, Tamil
ଜାତୀୟତାSri Lankan
GovernmentDemocratic Socialist Republic
Semi-presidential system
• ରାଷ୍ଟ୍ରପତି
ମହିନ୍ଦା ରାଜପକ୍ଷ
• ପ୍ରଧାନମନ୍ତ୍ରୀ
ଡି. ଏମ. ଜୟରତ୍ନେ
• ବାଚସ୍ପତି
ଚମାଲ ରାଜପକ୍ଷ
• ମୁଖ୍ୟ ବିଚାରପତି
Dr. Shirani Bandaranayake
ସ୍ୱାଧୀନ 
from the United Kingdom
କ୍ଷେତ୍ରଫଳ
• ମୋଟ
65,610 km2 (25,330 sq mi) (122nd)
• ଜଳଭାଗ (%)
4.4
ଲୋକସଂଖ୍ୟା
• 2010 estimate
20,238,000 (56th)
• Mid 2010 census
20,653,000
• ଘନତା
308.4/km2 (798.8/sq mi) (35th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2010 estimate
• ମୋଟ
$106.5 billion (65th)
• ମୁଣ୍ଡପିଛା
$5,220
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2010 estimate
• ମୋଟ
$49.68 billion (73rd)
• ମୁଣ୍ଡପିଛା
$2,435
ଜିନି ଗୁଣାଙ୍କ  (2010)36
medium
ମାନବ ବିକାଶ ସୂଚନାଙ୍କ (2011)Increase0.691
Error: Invalid HDI value · 97th
ମୁଦ୍ରାSri Lankan Rupee (LKR)
ସମୟ ମଣ୍ଡଳUTC+5:30 (Sri Lanka Standard Time Zone)
• Summer (DST)
not observed
ତାରିଖ ସଜାଣିyyyy/mm/dd (AD)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼୯୪
Internet TLD.lk, .ලංකා, .இலங்கை

ଭୂଗୋଳ

ଏହା ଭାରତ ମହାସାଗରର ଦକ୍ଷିଣ ପୂର୍ବରେ ଥିବା ଏକ ଦ୍ୱୀପପୁଞ୍ଜ । ଏହା ଏକ ପ୍ରମୁଖ ସମୁଦ୍ର ପଥ ନିକଟବର୍ତ୍ତି | ଦେଶର ସମୁଦାୟ କ୍ଷେତ୍ରଫଳ ୬୫,୬୧୨ ବର୍ଗ କିଲୋମିଟର, ଯେଉଥିରୁ ୬୨,୭୦୭ ବର୍ଗ କିଲୋମିଟର ସ୍ଥଳଭାଗ ଏବଂ ୨,୯୦୫ କିଲୋମିଟର ଜଳଭାଗ | ଏହାର ଉପକୂଳ ରେଖା ୧,୩୪୯ ବର୍ଗ କିଲୋମିଟର (୮୩୦ ବର୍ଗ ମାଇଲ) ଲମ୍ବ | ଶ୍ରୀଲଙ୍କାର ମୁଖ୍ୟ ଦ୍ୱୀପର କ୍ଷେତ୍ରଫଳ ୬୫,୨୬୮ କିଲୋମିଟର; ଏହା କ୍ଷେତ୍ର ଅନୁଯାୟୀ ବିଶ୍ୱର ପଚିଶତମ ବୃହତ୍ତମ ଦ୍ୱୀପ | ଅବଶିଷ୍ଟ ୩୪୨ ବର୍ଗ କିଲୋମିଟର ଅଞ୍ଚଳ ଡଜନେ ଛୋଟ ଦ୍ୱୀପପୁଞ୍ଜର ଅନ୍ତର୍ଭୁକ୍ତ |ଏହି ଛୋଟ ଦ୍ୱୀପପୁଞ୍ଜର ବୃହତ୍ତମ ଦ୍ୱୀପ, ମନ୍ନାର୍ ଦ୍ୱୀପ, ଯାହା ଆଦାମ ସେତୁ ଆଡକୁସ୍ଥିତ ।

ଶ୍ରୀଲଙ୍କାର ଜଳବାୟୁକୁ କ୍ରାନ୍ତୀୟ ମୋୖସୁମୀ ପ୍ରଭାବିତ କରେ: ଉତ୍ତର-ପୂର୍ବ ମୋୖସୁମୀ (ଡିସେମ୍ବରରୁ ମାର୍ଚ୍ଚ) ଏବଂ ଦକ୍ଷିଣ-ପଶ୍ଚିମ ମୋୖସୁମୀ (ଜୁନ୍ରୁ ଅକ୍ଟୋବର) |ଏହାର ଭୂଭାଗରେ ପ୍ରାୟତଃ ସମତଳ ବା ଅସମାନ ସମତଳ ଭୁମି ଓ ଦକ୍ଷିଣ-କେନ୍ଦ୍ରୀୟ ଆଭ୍ୟନ୍ତର ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ | ସର୍ବୋଚ୍ଚ ସ୍ଥାନ ହେଉଛି ୨,୫୨୪.୧୩ ମିଟର (୮,୨୮୧.୩ ଫୁଟ) ଉଚ୍ଚ ପିଡୁରୁଟାଲାଗାଲା ପର୍ବତ ଶିଖର | ଶ୍ରୀଲଙ୍କା ଚୂନ ପଥର, ଗ୍ରାଫାଇଟ୍, ମିନେରାଲ୍ ବାଲି, ରତ୍ନ ପଥର, ଫସଫେଟ୍, ଏବଂ ଜଳ ବିଦ୍ୟୁତ୍ ଶକ୍ତି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକରେ ସମୃଦ୍ଧ |

ଆଧାର

Tags:

ଏସିଆ

🔥 Trending searches on Wiki ଓଡ଼ିଆ:

୧ (ସଂଖ୍ୟା)ଶ୍ରୀରାଧାରାଧାମୋହନ ଗଡ଼ନାୟକଏସିଆତପସ୍ୱିନୀଗୋପାଳ ଚନ୍ଦ୍ର ପ୍ରହରାଜବିଲେଇକଳିଙ୍ଗ ଯୁଦ୍ଧକଣ୍ଡୋମ୨୬ ଅପ୍ରେଲପୁରୀ ଜିଲ୍ଲାକରଣ (ଜାତି)ଫିଲିପାଇନ୍ସଚାଣକ୍ୟଜହ୍ନଗ୍ରହମାଟିର ମଣିଷପ୍ରତିଭା ରାୟଲବଙ୍ଗସତ୍ୟ ସାଇ ବାବାଜଗନ୍ନାଥ ଦାସମେସିନ ଟ୍ରାନ୍ସଲେସନ୧୨ ଡିସେମ୍ବରବୀଜାଣୁଓଡ଼ିଶାର ମାପ ବ୍ୟବସ୍ଥାଦୀପକ ମିଶ୍ରବାଘଅପରେଟିଙ୍ଗ ସିଷ୍ଟମଅକ୍ଷାଂଶମଧୁସୂଦନ ଦାସରଜପଖାଳଚନ୍ଦ୍ରଶେଖର ଆଜାଦବ୍ୟଞ୍ଜନ ବର୍ଣ୍ଣଉପେନ୍ଦ୍ର କିଶୋର ଦାସମିନତି ମିଶ୍ରଅମରକଣ୍ଟକ ଏକ୍ସପ୍ରେସବୈଷ୍ଣବ ପାଣି୧ ଅପ୍ରେଲଲକ୍ଷ୍ମଣ ନାୟକପଣା ସଂକ୍ରାନ୍ତିବିଅରସୌର ଜଗତଗୋଦାବରୀଶ ମହାପାତ୍ରଯୁକ୍ତରାଷ୍ଟ୍ର ଆମେରିକାଜ୍ଞାନପୀଠ ପୁରସ୍କାରଚକ୍ରଧର ବେହେରାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁରୀ ଭାଷାଓଡ଼ିଆ ଭ୍ରମଣ ସାହିତ୍ୟଏକ୍ସକ୍ୟୁଜ ମିଭଦଭଦଳିଆ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଚୈତ୍ର ମଙ୍ଗଳବାର ଓଷାଚନ୍ଦ୍ରଶେଖର ରଥବନ୍ଦେ ଉତ୍କଳ ଜନନୀସମାଜ (ଖବରକାଗଜ)ଚକ୍ରଧର ମହାପାତ୍ରକଳାପାହାଡ଼ହରେକୃଷ୍ଣ ମହତାବ🡆 More