ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା

ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବ୍ୟକ୍ତିବିଶେଷ ।

ସଂ ନାମ ଛବି କାର୍ଯ୍ୟଗ୍ରହଣ କାର୍ଯ୍ୟତ୍ୟାଗ ଜନ୍ମ ମୃତ୍ୟୁ ଦଳ
ଜବାହରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୧୫ ଅଗଷ୍ଟ ୧୯୪୭ c ୨୯ ମେ ୧୯୬୪ 1 ୧୪ ନଭେମ୍ବର ୧୮୮୯ ୨୭ ମେ ୧୯୬୪ ଭାରତୀୟ ଜାତୀୟ କଂଗ୍ରେସ
ଗୁଲଜାରିଲାଲ ନନ୍ଦା ୨୭ ମେ ୧୯୬୪ ୯ ଜୁନ ୧୯୬୪ * ୪ ଜୁଲାଇ ୧୮୯୮ ୧୫ ଜାନୁଆରୀ ୧୯୯୮ ଭାରତୀୟ ଜାତୀୟ କଂଗ୍ରେସ
ଲାଲ ବାହାଦୁର ଶାସ୍ତ୍ରୀ ୯ ଜୁନ ୧୯୬୪ ୧୧ ଜାନୁଆରୀ ୧୯୬୬ 1 ୨ ଅକ୍ଟୋବର ୧୯୦୪ ୧୧ ଜାନୁଆରୀ ୧୯୬୬ ଭାରତୀୟ ଜାତୀୟ କଂଗ୍ରେସ
ଗୁଲଜାରିଲାଲ ନନ୍ଦା ୧୧ ଜାନୁଆରୀ ୧୯୬୬ ୨୪ ଜାନୁଆରୀ ୧୯୬୬ * ୪ ଜୁଲାଇ ୧୮୯୮ ୧୫ ଜାନୁଆରୀ ୧୯୯୮ ଭାରତୀୟ ଜାତୀୟ କଂଗ୍ରେସ
ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୪ ଜାନୁଆରୀ ୧୯୬୬ 2 c ୨୪ ମାର୍ଚ୍ଚ ୧୯୭୭ ୧୯ ନଭେମ୍ବର ୧୯୧୭ ୩୧ ଅକ୍ଟୋବର ୧୯୮୪ ଭାରତୀୟ ଜାତୀୟ କଂଗ୍ରେସ
ମୋରାରଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୪ ମାର୍ଚ୍ଚ ୧୯୭୭ ୨୮ ଜୁଲାଇ ୧୯୭୯ 4 ୨୯ ଫେବ୍ରୁଆରୀ ୧୮୯୬ ୧୦ ଅପ୍ରେଲ ୧୯୯୫ ଜନତା ଦଳ
ଚରଣ ସିଂହ 100px ୨୮ ଜୁଲାଇ ୧୯୭୯ ୧୪ ଜାନୁଆରୀ ୧୯୮୦ 3 ୨୩ ଡିସେମ୍ବର ୧୯୦୨ ୨୯ ମେ ୧୯୮୭ ଜନତା ଦଳ
ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୧୪ ଜାନୁଆରୀ ୧୯୮୦ 2 ୩୧ ଅକ୍ଟୋବର ୧୯୮୪ 1 ୧୯ ନଭେମ୍ବର ୧୯୧୭ ୩୧ ଅକ୍ଟୋବର ୧୯୮୪ ଭାରତୀୟ ଜାତୀୟ କଂଗ୍ରେସ
ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୩୧ ଅକ୍ଟୋବର ୧୯୮୪ c ୨ ଡିସେମ୍ବର ୧୯୮୯ ୨୦ ଅଗଷ୍ଟ ୧୯୪୪ ୨୧ ମେ ୧୯୯୧ ଭାରତୀୟ ଜାତୀୟ କଂଗ୍ରେସ
୧୦ ବିଶ୍ୱନାଥ ପ୍ରତାପ ସିଂହ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨ ଡିସେମ୍ବର ୧୯୮୯ ୧୦ ନଭେମ୍ବର ୧୯୯୦ 3 ୨୫ ଜୁନ ୧୯୩୧ ୨୭ ନଭେମ୍ବର ୨୦୦୮ ଜନତା ଦଳ
୧୧ ଚନ୍ଦ୍ର ଶେଖର 100px ୧୦ ନଭେମ୍ବର ୧୯୯୦ ୨୧ ଜୁନ ୧୯୯୧ ୧ ଜୁଲାଇ ୧୯୨୭ ୮ ଜୁଲାଇ ୨୦୦୭ ସମାଜବାଦୀ ଜନତା ଦଳ
୧୨ ପି.ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୧ ଜୁନ ୧୯୯୧ c ୧୬ ମେ ୧୯୯୬ ୨୮ ଜୁନ ୧୯୨୧ ୨୩ ଡିସେମ୍ବର ୨୦୦୪ ଭାରତୀୟ ଜାତୀୟ କଂଗ୍ରେସ
୧୩ ଅଟଳ ବିହାରୀ ବାଜପେୟୀ 100px ୧୬ ମେ ୧୯୯୬ ୧ ଜୁନ ୧୯୯୬ 3> ୨୫ ଡିସେମ୍ବର ୧୯୨୪ ଜୀବିତ ଭାରତୀୟ ଜନତା ପାର୍ଟି
୧୪ ଏଚ.ଡି. ଦେବଗୌଡ଼ା ୧ ଜୁନ ୧୯୯୬ ୨୧ ଅପ୍ରେଲ ୧୯୯୭ 3 ୧୮ ମେ ୧୯୩୩ ଜୀବିତ ଜନତା ଦଳ
୧୫ ଇନ୍ଦ୍ର କୁମାର ଗୁଜରାଲ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୧ ଅପ୍ରେଲ ୧୯୯୭ ୧୯ ମାର୍ଚ୍ଚ ୧୯୯୮ ୪ ଡିସେମ୍ବର ୧୯୧୯ ୩୦ ନଭେମ୍ବର ୨୦୧୨ ଜନତା ଦଳ
୧୬ ଅଟଳ ବିହାରୀ ବାଜପେୟୀ 100px ୧୯ ମାର୍ଚ୍ଚ ୧୯୯୮ c ୨୨ ମେ ୨୦୦୪ ୨୫ ଡିସେମ୍ବର ୧୯୨୪ ଜୀବିତ ଭାରତୀୟ ଜନତା ପାର୍ଟି
୧୭ ଡଃ ମନମୋହନ ସିଂହ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୨ ମେ ୨୦୦୪ ୨୬ ମେ ୨୦୧୪ ୨୬ ସେପ୍ଟେମ୍ବର ୧୯୩୨ ଜୀବିତ ଭାରତୀୟ ଜାତୀୟ କଂଗ୍ରେସ
୧୮ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା ୨୬ ମେ ୨୦୧୪ ପଦସ୍ଥ ୧୭ ସେପ୍ଟେମ୍ବର ୧୯୫୦ ଜୀବିତ ଭାରତୀୟ ଜନତା ପାର୍ଟି

ଟୀକା

  • * କାମଚଳା - ଶ୍ରୀ ଗୁଲଜାରିଲାଲ ନନ୍ଦା ସତରେ ପ୍ରଧାନ ମନ୍ତ୍ରୀ ଥିଲେ କି କାମଚଳା ଏହା ଏକ ବିବାଦୀୟ ବିଷୟ। ଶ୍ରୀ ନନ୍ଦା ପ୍ରଧାନ ମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିଥିଲେ। କାମଚଳା ପ୍ରଧାନ ମନ୍ତ୍ରୀ ଭଳି ପଦବୀ ସମ୍ବନ୍ଧରେ ଭାରତୀୟ ସମ୍ବିଧାନରେ କେଉଁଠି କିଛି ଉଲ୍ଲେଖ ନାହିଁ। ବରଂ ସମ୍ବିଧାନରେ କାମଚଳା ରାଷ୍ଟ୍ରପତି ସମ୍ବନ୍ଧରେ ଉଲ୍ଲେଖ ରହିଛି, ଯିଏ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେଣୁ ସମ୍ବିଧାନଜ୍ଞ ଓଐତିହାସିକମାନେ ଶ୍ରୀ ନନ୍ଦା ଭାରତର ପ୍ରଧାନମନ୍ତ୍ରୀ ଥିଲେ ବୋଲି ସ୍ୱୀକାର କରୁଛନ୍ତି।

c-ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଥିଲେ

  • ନିହତ କିମ୍ବା କାର୍ଯ୍ୟରତ ଅବସ୍ଥାରେ ମୃତ
  • କାର୍ଯ୍ୟରେ ପୁନଃ ପ୍ରବେଶ
  • ତ୍ୟାଗ ପତ୍ର ଦେଇଥିବା
  • ଅନାସ୍ଥା ପ୍ରସ୍ତାବ ପରେ ରାଷ୍ଟ୍ରପତିଙ୍କଦ୍ୱାରା ବହିସ୍କୃତ

ଆହୁରି ଦେଖନ୍ତୁ

  • ଭାରତର ରାଷ୍ଟ୍ରପତିମାନଙ୍କର ତାଲିକା

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପଠାଣି ସାମନ୍ତପ୍ରତିଭା ରାୟଅଂଶୁଘାତକନ୍ଧମାଳ ଜିଲ୍ଲାଆବ୍ରୋସିଟିନିବପଣା ସଂକ୍ରାନ୍ତିଗଣେଶଜୟା ଶର୍ମା (କାର୍ଯ୍ୟକର୍ତ୍ତା)କୃଷ୍ଣପ୍ରସାଦ ମିଶ୍ରତାରିଣୀ ମନ୍ଦିର, ଘଟଗାଁଗରୁଡ଼ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରବି ନାରାୟଣ ନନ୍ଦ୫ ଜୁନକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡଙ୍ଗା୬ ମାର୍ଚ୍ଚଅନନ୍ତ ପଟ୍ଟନାୟକକଥା (ପତ୍ରିକା)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଯୌଥ ପରିବାରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟନବମୀଋତୁସ୍ରାବସ୍ନେହସାରସର୍ବପଲ୍ଲୀ ରାଧାକୃଷ୍ଣନୟୁକ୍ରେନମୋହନ ସୁନ୍ଦର ଦେବ ଗୋସ୍ୱାମୀମନମୋହନ ସାମଲମାଣବସା ଗୁରୁବାରରାଜକିଶୋର ରାୟଚୈତ୍ରଗଜାନନ ବେଶଶ୍ରାଦ୍ଧଭର୍ତ୍ତୃହରି ମହତାବୟୁ ଟ୍ୟୁବପ୍ରସନ୍ନ ଦାସ (ବହୁବିକଳ୍ପ)ଚୈତ୍ର ପୂର୍ଣ୍ଣିମାଶିବାଜୀକ୍ରିକେଟପବିତ୍ର ମୋହନ ଜେନାଗଞ୍ଜାମ ଜିଲ୍ଲାସାଇ ଭୋସଲେଚିଲିକା ହ୍ରଦରାମଚନ୍ଦ୍ର ବେହେରାଭଗବତୀ ଦେଉଳଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କବିସୂର୍ଯ୍ୟ ବଳଦେବ ରଥଗୋଲୋକ ବିହାରୀ ଧଳଶ୍ରୀ ଅରବିନ୍ଦଗୁଣନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦରମାଏ. ପି. ଜେ. ଅବଦୁଲ କଲାମମଙ୍ଗଳା ମନ୍ଦିରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୮ ଅପ୍ରେଲବ୍ୟଞ୍ଜନ ବର୍ଣ୍ଣଏଡା ଲଭ୍‌ଲେସ୍‌ପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଇଂରାଜୀ ଭାଷାସୁନ୍ଦରଗଡ଼କାଜାଖସ୍ତାନଓଡ଼ିଶାର ପର୍ବପର୍ବାଣିଗୌତମ ବୁଦ୍ଧଆମ୍ବକୃଷ୍ଣହାତଇଣ୍ଡିଆନ ପ୍ରିମିଅର ଲିଗଭାରତର ଜାତୀୟ ପତାକା🡆 More