ରାଜନୀତିଜ୍ଞ ଜାକିର ହୁସେନ

ଜାକିର ହୁସେନ ୧୮୯୭ ମସିହା ଫେବୃଆରୀ ୮ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୭ ମଇ ୧୩ ତାରିଖରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୤ ୧୯୬୨-୧୯୬୭ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବାବେଳେ ଶ୍ରୀହୁସେନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ୤ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ୤ ସେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ୤ ୧୯୬୩ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା ୤

ଜାକିର ହୁସେନ
ରାଜନୀତିଜ୍ଞ ଜାକିର ହୁସେନ
ଭାରତର ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୭ – ୩ ମଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
Vice Presidentବରାହଗିରି ଭେଙ୍କଟଗିରି
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି (କାମଚଳା)
ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୨ – ୧୨ ମଇ ୧୯୬୭
ରାଷ୍ଟ୍ରପତିସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି
ବିହାରର ରାଜ୍ୟପାଳ
କାର୍ଯ୍ୟକାଳ
୬ ଜୁଲାଇ ୧୯୫୭ – ୧୧ ମଇ ୧୯୬୨
ମୁଖ୍ୟମନ୍ତ୍ରୀକୃଷ୍ଣ ସିହ୍ନା
ଦୀପ ନାରାୟଣ ସିଂହ
ପୂର୍ବ ଅଧିକାରୀଆର. ଆର. ଦିବାକର
ପର ଅଧିକାରୀମାଦଭୁଷି ଅନନ୍ତଶୟନମ ଅୟଙ୍ଗାର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1897-02-08)୮ ଫେବୃଆରୀ ୧୮୯୭
ହାଇଦ୍ରାବାଦ ଏବେକାର ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୩ ମଇ ୧୯୬୯(1969-05-03) (ବୟସ ୭୨)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶାହଜହାନ ବେଗମ
ଶିକ୍ଷାନୁଷ୍ଠାନଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ଆଧାର

ଅଧିକ ତଥ୍ୟ

Tags:

ଭାରତର ରାଷ୍ଟ୍ରପତିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭାରତରତ୍ନମୁସଲମାନ

🔥 Trending searches on Wiki ଓଡ଼ିଆ:

ପଶ୍ଚିମ ଓଡ଼ିଶାବ୍ରହ୍ମପୁତ୍ର ନଦୀଜୈନ ଧର୍ମ୧୯୬୧ର ଓଡ଼ିଆ କଥାଚିତ୍ରସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଓଡ଼ିଶାର କଳାଓଡ଼ିଶୀତୁଳସୀ ମୁଣ୍ଡାଉଇକିମିଡ଼ିଆ ଫାଉଣ୍ଡେସନବସନ୍ତ କୁମାର ଶତପଥୀଛବିଳ ମଧୁ ବର୍ଣ୍ଣବୋଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନୀଳଚକ୍ରଓଡ଼ିଆ ନାଟକକାମଦା ଏକାଦଶୀଭାରତୀୟ ସଂଖ୍ୟା ପ୍ରଣାଳିସୌମ୍ୟ ରଞ୍ଜନ ପଟ୍ଟନାୟକହେପାଟାଇଟିସସଜନାଓଡ଼ିଶାର ଦୋଳଯାତ୍ରାପକ୍ଷୀଘରମହାପାତ୍ର ନୀଳମଣି ସାହୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜଳ ପ୍ରଦୂଷଣନନ୍ଦ କିଶୋର ବଳସୀତା ବିବାହନବୀନ ପଟ୍ଟନାୟକପରଜା ଜନଜାତିପୁନମ ମିଶ୍ର୩ ଅପ୍ରେଲମୁକ୍ତେଶ୍ୱର ଦେଉଳଉପେନ୍ଦ୍ର ଭଞ୍ଜହୀରାକୁଦ ବନ୍ଧଦଣ୍ଡ ନାଟବିଦ୍ୟାଳୟଗାୟତ୍ରୀବାଳା ପଣ୍ଡାକୋଣାର୍କ ସୂର୍ଯ୍ୟ ମନ୍ଦିରସବ୍ୟସାଚୀ ମିଶ୍ରଅଶ୍ୱିନୀ କୁମାର ଘୋଷବାଲିଯାତ୍ରାଜ୍ଞାନପୀଠ ପୁରସ୍କାରଦଅଣାଜଗନ୍ନାଥ ମିଶ୍ର (ରାଜନେତା)୬ ମାର୍ଚ୍ଚନାରାୟଣ ସାହୁସରଳା ଦେବୀଗୀତଗୋବିନ୍ଦତୁଳସୀ ଦାସମଙ୍ଗଳା ମନ୍ଦିର୨୬ ଅଗଷ୍ଟଆର୍ତ୍ତବଲ୍ଲଭ ମହାନ୍ତିଭଗବତୀ ଚରଣ ପାଣିଗ୍ରାହୀନନ୍ଦିନୀ ଶତପଥୀମେନିଞ୍ଜାଇଟିସ୍ମନୋଜ ଦାସଙ୍କ କଥା ଓ କାହାଣୀଗୋଲୋକ ବିହାରୀ ଧଳମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିମଧୁସୂଦନ ଦାସଚନ୍ଦକା ହାତୀ ଅଭୟାରଣ୍ୟଦୀନକୃଷ୍ଣ ଦାସ୮ ଅପ୍ରେଲଜଗନ୍ନାଥପରିବେଶଓଡ଼ିଆ ସାହିତ୍ୟଦେଉଳଝରି ଉଷ୍ଣପ୍ରସ୍ରବଣରମାଦେବୀ ଚୌଧୁରୀଅବସାଦ🡆 More