ଆ'ରେ ସାଥି ଆ: ୨୦୦୯ର ଓଡ଼ିଆ କଥାଚିତ୍ର

ଆ'ରେ ସାଥି ଆ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମଲ୍ଲିକ ଓ ଅମର ମହାନ୍ତି । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍.

ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଆରେ ସାଥି ଆ
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକରାଜେଶ ମଲ୍ଲିକ, ଅମର ମହାନ୍ତି
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଏନ୍. ପାଢ଼ୀ
କାହାଣୀରମଣ ରଞ୍ଜନ
କଳାକାରସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣରମେଶ ବାବୁ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୯
ଦେଶଆ'ରେ ସାଥି ଆ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ । ମିହିର ଦାସ, ଜର୍ଜ ତିଆଡ଼ି, ସ୍ନିଗ୍ଧା ମହାନ୍ତି, ଇଲୁ ବାନାର୍ଜୀ, ମୀନକେତନ, ଦେବୀ ବାରିକ, ସନ୍ତୋଷ ନାୟକ, ବିଜୁ ବଡ଼ଜେନା, ବିକାଶ ଦାସ, ବେବି ରଥ, ନମ୍ରତା ଦାସ, ଲଭ୍‌ଲି, ଚୁଙ୍ଗା, ସୁଦୀପ୍ତା, ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ, ଜୀବନ ପଣ୍ଡା, ରାଜଶ୍ରୀ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସୁଜିତ୍ ଭୋଇ, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ବଡ଼ କଠିନ ସେ" 
2."ଚାହାଣୀ ଅଲଗା ହେଲେ କାହାଣୀ ଏକା" 
3."ହାଲ୍‌କା ହାଲ୍‌କା ଲାଗେ ୟେ ମନ" 
4."କିଛି କିଛି କ‌ହୁଥିଲା" 
5."ମସ୍ତ ଚେହେରା ମୋର ଲାଗେ" 
6."ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା" 

ଆଧାର

ବାହାର ଆଧାର

Tags:

ଆ'ରେ ସାଥି ଆ ଅଭିନୟଆ'ରେ ସାଥି ଆ କାହାଣୀଆ'ରେ ସାଥି ଆ ଗୀତ ଏବଂ ସଙ୍ଗୀତଆ'ରେ ସାଥି ଆ ଆଧାରଆ'ରେ ସାଥି ଆ ବାହାର ଆଧାରଆ'ରେ ସାଥି ଆ

🔥 Trending searches on Wiki ଓଡ଼ିଆ:

ବାଘଉଦୟନାଥ ଷଡ଼ଙ୍ଗୀଚୁଡ଼ାଲାଟିନ ଭାଷାଚରକସୀତାକାନ୍ତ ମହାପାତ୍ର୧୯୬୧ଶିବରାଣୀ ଲକ୍ଷ୍ମୀବାଈପୋଟଳ ରସାଆପେଣ୍ଡିସାଇଟିସତାଳଧ୍ୱଜବଣଭୋଜି ବେଶମୁକୁନ୍ଦ ଦେବନେପଚୁନବ୍ରାହ୍ମ ସମାଜଆଣ୍ଡାମାନ ସାଗରମହାପାତ୍ର ନୀଳମଣି ସାହୁଭକ୍ତ ଚରଣ ଦାସଯକୃତପ୍ରତିଭା ଶତପଥୀଆମ୍ବଅଚ୍ୟୁତାନନ୍ଦ ଦାସଜୟୀରାମ ସାମଲପ୍ରେମଭାଷାଭାରତୀୟ ଡାକ ସେବାଆଚାର୍ଯ୍ୟ ହରିହରରାଜନୀତି ବିଜ୍ଞାନଭକ୍ତ ଚରଣ ଦାସ (ରାଜନେତା)ପୁରୀ ଜିଲ୍ଲାବସନ୍ତ କୁମାର ଶତପଥୀଚଇତି ଘୋଡ଼ା ନାଚବିଜୁ ଜନତା ଦଳମେହମୁଦ ହୁସେନକୋଣାର୍କମହାରାଷ୍ଟ୍ରମେସିନ ଲର୍ଣ୍ଣିଙ୍ଗ୍ବିରିୟାନୀବି. ଆର. ଆମ୍ବେଦକରଖିଲିପାନଶ୍ରୀ ଅରବିନ୍ଦ୧ (ସଂଖ୍ୟା)କାଶୀ ବିଶ୍ୱନାଥ ମନ୍ଦିରଗୋପାଳ କୃଷ୍ଣ ରଥଆର୍ଯ୍ୟଭଟ୍ଟଚବିଶ ଗୁରୁଦଣ୍ଡ ନାଟଫସ୍‌ଫରସମନୋଜ ଦାସଙ୍କ କଥା ଓ କାହାଣୀଗୋଦର ରୋଗଜନ ଗଣ ମନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନାରୀବାଦମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାସ୍ତନରତ୍ନାକର ଚଇନିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଦେବୁ ବୋଷଗିରିଜା କୁମାର ବଳୀୟାରସିଂହଓଡ଼ିଆ କଥାଚିତ୍ର ଜଗତଶାସ୍ତିଅସହଯୋଗ ଆନ୍ଦୋଳନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆଲୋକମାୟାଧର ମାନସିଂହସ୍ତୁତି ଚିନ୍ତାମଣିହମିଦା ବାନୁ ବେଗମ୧୭ ଫେବୃଆରୀଉତ୍କଳ ସମ୍ମିଳନୀମହାତ୍ମା ଗାନ୍ଧୀଅଭିମନ୍ୟୁ ସାମନ୍ତସିଂହାର୦ (ସଂଖ୍ୟା)ତୃପ୍ତି ଦାସଅଭିରାମ ପରମହଂସ🡆 More