ସତ୍ୟମେବ ଜୟତେ

ସତ୍ୟମେବ ଜୟତେ (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: ସତର ସଦା ଜୟ ହୁଏ) ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର । ଭାରତର ସ୍ୱାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା । ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ.

୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ ଥିବା ମୂଳ ମନ୍ତ୍ରଟି ହେଲା:

ସତ୍ୟମେବ ଜୟତେ
ଭାରତର ଜାତୀୟ ଚିହ୍ନ

ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥

ଅର୍ଥ:

ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।

ଆଧାର

Tags:

ଉତ୍ତର ପ୍ରଦେଶଭାରତହିନ୍ଦୁ

🔥 Trending searches on Wiki ଓଡ଼ିଆ:

୨୧ ମାର୍ଚ୍ଚଶ୍ରୀଅଂଶୁମାନ ମହାନ୍ତିରାୟଗଡ଼ା ଜିଲ୍ଲାଇଣ୍ଟର ମିଲାନ ଫୁଟବଲ କ୍ଲବମହୁଲି୪ ସେପ୍ଟେମ୍ବରଉପେନ୍ଦ୍ର ଭଞ୍ଜମହୁଲଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିବଳଭଦ୍ର ମାଝୀଅଚ୍ୟୁତ ସାମନ୍ତowc63ଦକ୍ଷିଣ ଚୀନ ସାଗରମନମୋହନ ସାମଲଓଡ଼ିଶାର ପର୍ବପର୍ବାଣିଗୋଦାବରୀଶ ମିଶ୍ରଜୁନସାରଦା ଦେବୀମନୋରଞ୍ଜନ ଦାସବାଘରାଣୀ ଲକ୍ଷ୍ମୀବାଈଚେତନ ଭଗତ୧୬୯୫ମଧୁମେହବଳରାମ ମିଶ୍ରବଡ଼ ଏରାଏଲୋରା ଗୁମ୍ଫାମୁଦ୍ରା (ପୂଜା)ଫାଲଗୁନପୁରୀପ୍ରଥମ ବିଶ୍ୱଯୁଦ୍ଧସେସିଲିଆ ପେଇନ-ଗାପୋସ୍ଚକିନବିଜୁ ଜନତା ଦଳଓଡ଼ିଆ ଭାଗବତଉଇକିପାଠାଗାରପରିବେଶଅସହଯୋଗ ଆନ୍ଦୋଳନଲକ୍ଷ୍ମଣ ନାୟକଟୁକୁନି ସାହୁବିବାହସୁବର୍ଣ୍ଣପୁର ଜିଲ୍ଲାଗଜପତି ମହାରାଜାଆଲୋକ-ବୈଦୁତିକ ପ୍ରଭାବସୁଦଶା ବ୍ରତଶିବ ଶଙ୍କର ସାହାଣୀପ୍ଲାଟିନମହେପାଟାଇଟିସଲତା ମଙ୍ଗେସକରଚନ୍ଦ୍ରଶେଖର ନନ୍ଦଆମ୍ବେଦକର ଜୟନ୍ତୀଗରିଷ୍ଠ ସାଧାରଣ ଗୁଣନୀୟକଦିୱାନା ଦିୱାନୀକିଶୋରୀ ଚରଣ ଦାସମାନବ ଅଧିକାରର ସାର୍ବଜନୀନ ଘୋଷଣାଜାପାନ୧୬ ମାର୍ଚ୍ଚଗାୟତ୍ରୀ ସରାଫନ୍ୟାସନାଲ ଆଲୁମିନିୟମ କମ୍ପାନିଇଂରାଜୀ ଭାଷାଯକୃତଅଶୋକାଷ୍ଟମୀପ୍ରଧାନମନ୍ତ୍ରୀ ଜନଧନ ଯୋଜନାନବରାତ୍ରୀଉଇକିପୋଥିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର🡆 More