ପ୍ରଧାନମନ୍ତ୍ରୀ ଜନଧନ ଯୋଜନା

Pradhan Mantri Jan Dhan Yojana (PMJDY ) ନରେନ୍ଦ୍ର ମୋଦୀଙ୍କଦ୍ୱାରା ଅଗଷ୍ଟ ୨୮, ୨୦୧୪ରେ ଶୁଭାରମ୍ଭ ହୋଇଥିବା ବ୍ୟାପକ ଆର୍ଥିକ ସମ୍ମେଳନ ପାଇଁ ଏକ ଯୋଜନା । ଏହି ଯୋଜନାକୁ ସେ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।

ଭାରତୀୟ ବିତ୍ତ ମନ୍ତ୍ରଣାଳୟଦ୍ୱାରା ପରିଚାଳିତ, ଉଲ୍ଲେଖନୀୟ ଭାବେ ଏହା ଉଦ୍ଘାଟନର ପ୍ରଥମ ଦିବସରେ ୧.୫ କୋଟି (୧୫ ଅୟୁତ) ବ୍ୟାଙ୍କ ଖାତା ଏହି ଯୋଜନା ଅଧିନରେ ଖୋଲାଯାଇଥିଲା । ୨୮ ଜାନୁଅରୀ ୨୦୧୫ ସୁଦ୍ଧା ୧୨.୫୮ କୋଟି ଆକାଉଣ୍ଟ ଖୋଲା ଯାଇଥିଲା ଯେଉଁଥିରେ ପାଖାପାଖି ୧୦୫୯୦ କୋଟି ଟଙ୍କା ଜମା ରଖାଯାଇଥିଲା । ଏଥିରେ ଶୁନ୍ୟ ବାଲାନ୍ସର ନୂଆ ଆକାଉଣ୍ଟ ଖୋଲାଯିବାକୁ ବିକଳ୍ପ ମଧ୍ୟ ଥିଲା ।

ଉଦ୍ଦେଶ୍ୟ

ଏହି ଯୋଜନାର ଶୁଭାରମ୍ଭ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କର ଚେୟାରମ୍ୟାନମାନଙ୍କୁ ପତ୍ର ଲେଖି ୭.୫ କୋଟି ଗୃହର ଆକାଉଣ୍ଟ ପଂଜୀକରଣ ସହ ସେମାନଙ୍କ ଆକାଉଣ୍ଟ ଖୋଲି ଏହି ବିଶାଳ ଯୋଜନାକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ । ଏହି ଇମେଲରେ ସେ ଦର୍ଶାଇଥିଲେ ଯେ ପ୍ରତି ଘରକୁ ଏକ ବ୍ୟାଙ୍କ ଆକାଉଣ୍ଟ ଏକ ‘’ରାଷ୍ଟ୍ରୀୟ ପ୍ରାଥମିକତା’’ ।

ଏହି ଯୋଜନ’ସମସ୍ତଙ୍କ ପାଇଁ ମୌଳିକ ବ୍ୟାଙ୍କସେବା ‘ଯୋଗାଇଦେବା ଉଦ୍ଦେଶ୍ୟ ନେଇ ପ୍ରାରମ୍ଭ ହୋଇଥିଲା । ଯେଉଁଥିରେ ଆକାଉଣ୍ଟ ଖୋଲାଯିବାର ୬ ମାସ ପରେ ୫୦୦୦ ଟଙ୍କାର ଆଗୁଆ ଉଠାଣ (ଓଭର ଡ୍ରାଫ୍ଟ )ର ବ୍ୟବସ୍ଥା ଅଛି । ରୁପେ ଡେବିଟ କାର୍ଡ, ଦୁର୍ଘଟଣା ବୀମା ରାଶି ୧ ଲକ୍ଷ ଟଙ୍କା ସହିତ ରୁପେ କୃଷକ କାର୍ଡ ସୁବିଧା ମିଳିପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷୁଦ୍ର ବୀମା ଏବଂ ଭତ୍ତା ଇତ୍ୟାଦି ଯୋଡ଼ାଯିବ ।

ଯୋଜନା ଅନ୍ତର୍ଗତ

କାର୍ଯ୍ୟକାରିତା

ସମାଲୋଚନା

ଅଧିକ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

Tags:

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଉଦ୍ଦେଶ୍ୟପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଜନା ଅନ୍ତର୍ଗତପ୍ରଧାନମନ୍ତ୍ରୀ ଜନଧନ ଯୋଜନା କାର୍ଯ୍ୟକାରିତାପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସମାଲୋଚନାପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧିକ ଦେଖନ୍ତୁପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଧାରପ୍ରଧାନମନ୍ତ୍ରୀ ଜନଧନ ଯୋଜନା ବାହ୍ୟ ଲିଙ୍କପ୍ରଧାନମନ୍ତ୍ରୀ ଜନଧନ ଯୋଜନା

🔥 Trending searches on Wiki ଓଡ଼ିଆ:

ଟ୍ରାପିଜିଅମଓଡ଼ିଆ କାବ୍ୟ କବିତା୧୯୮୪ବିଦ୍ୟାଳୟଯଶୋବନ୍ତ ଦାସରାମଚନ୍ଦ୍ର ମିଶ୍ରଶଙ୍କରାଚାର୍ଯ୍ୟରାସନ କାର୍ଡ଼ (ଭାରତ)ପାକ୍ରିଟିନିବସମର ସଲିମ ସାଇମନମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାପ୍ରଧାନ ପୃଷ୍ଠାବାମାଚରଣ ମିତ୍ରସମୟ (କାଳ)୨୧ଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ରାନ୍ଧଣାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଡ଼ଗପୁରଗର୍ଭାଶୟ କର୍କଟମାଗୁଣିର ଶଗଡ଼ (କଥାଚିତ୍ର)କାଗଜରାଣୀ ଲକ୍ଷ୍ମୀବାଈନୋବେଲ ପୁରସ୍କାରରାଜନୀତି ବିଜ୍ଞାନବିରିୟାନୀବୃହସ୍ପତିଓଡ଼ିଶାର ଲୋକନୃତ୍ୟମହୁଓଡ଼ିଆ ଭ୍ରମଣ ସାହିତ୍ୟସତ୍ୟେନ୍ଦ୍ର ନାଥ ବୋଷଲକ୍ଷ୍ମୀଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତରାଜାରାଣୀ ମନ୍ଦିରଇନ୍ଦିରା ଗାନ୍ଧୀଜଗନ୍ନାଥମହାତ୍ମା ଗାନ୍ଧୀବିଶ୍ୱ ଏଡ୍‌ସ ଦିବସଅର୍ଥଶାସ୍ତ୍ରଭାରତର ନଦୀ ସମୂହର ତାଲିକାନଟବର ସାମନ୍ତରାୟକଣ୍ଡୋମପ୍ରହ୍ଲାଦ ନାଟକଗୋଦର ରୋଗଭଗବତ ଗୀତାଭୀମ ପୃଷ୍ଟିଗର୍ଭାବସ୍ଥାଓଡ଼ିଆ ନାଟକକୋଷ୍ଠକାଠିନ୍ୟମାଗୁଣିର ଶଗଡ଼ପ୍ରାଣବନ୍ଧୁ କରରାସେଶ୍ୱରୀ ପାଣିଗ୍ରାହୀଦେବଗଡ଼ ଜିଲ୍ଲାଶୈଳବାଳା ଦାସବେଦ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ରତିଭା ରାୟପୁନମ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଆ ଲିପିବୀର ସୁରେନ୍ଦ୍ର ସାଏନବଗୁଞ୍ଜରହେପାଟାଇଟିସପରିବେଶନନ୍ଦନକାନନ ଜୀବ ଉଦ୍ୟାନପଣା ସଂକ୍ରାନ୍ତିବିଜୟ ମିଶ୍ରଶ୍ରୀମଟର ସାଇକେଲସୋନାଲ ମାନସିଂହ🡆 More