ଭାରତର ଜିଲ୍ଲାମାନଙ୍କର ତାଲିକା

ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦ୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି ।
  • Deputy Conservator of Forests, Indian Forest Serviceର କର୍ମଚାରୀ, । ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ୱାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଜିଲ୍ଲା ସଂଖ୍ୟା

ଭାରତର ଜିଲ୍ଲାମାନଙ୍କର ତାଲିକା
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟାଦ୍ୱାରା ସୂଚୀତ ।
ସଂଖ୍ୟା ରାଜ୍ୟର ନାମ ଜିଲ୍ଲା ସଂଖ୍ୟା
1 ଆନ୍ଧ୍ର ପ୍ରଦେଶ ୨୩
2 ଅରୁଣାଚଳ ପ୍ରଦେଶ ୧୬
3 ଆସାମ ୨୭
4 ବିହାର ୩୮
5 ଛତିଶଗଡ଼ ୧୮
6 ଗୋଆ
7 ଗୁଜରାଟ ୨୬
8 ହରିଆଣା ୨୧
9 ହିମାଚଳ ପ୍ରଦେଶ ୧୨
10 ଜମ୍ମୁ ଓ କଶ୍ମୀର ୨୨
11 ଝାଡ଼ଖଣ୍ଡ ୨୪
12 କର୍ଣ୍ଣାଟକ ୩୦
13 କେରଳ ୧୪
14 ମଧ୍ୟ ପ୍ରଦେଶ ୫୦
15 ମହାରାଷ୍ଟ୍ର ୩୫
16 ମଣିପୁର
17 ମେଘାଳୟ
18 ମିଜୋରମ
19 ନାଗାଲାଣ୍ଡ ୧୧
20 ଓଡ଼ିଶା ୩୦
21 ପଞ୍ଜାବ ୨୨
22 ରାଜସ୍ଥାନ ୩୩
23 ସିକିମ
24 ତାମିଲନାଡୁ ୩୨
25 ତ୍ରିପୁରା
26 ଉତ୍ତର ପ୍ରଦେଶ ୭୧
27 ଉତ୍ତରାଖଣ୍ଡ ୧୩
28 ପଶ୍ଚିମବଙ୍ଗ ୧୯
A ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ
B ଚଣ୍ଡୀଗଡ଼
C ଦାଦ୍ରା ଓ ନଗର ହବେଳୀ
D ଡାମନ ଓ ଡିଉ
E ଲାକ୍ଷାଦ୍ୱୀପ
F ଦିଲ୍ଲୀ
G ପୁଡୁଚେରୀ
* ମୋଟ 642

ଆଧାର

ଅଧିକ ତଥ୍ୟ

  • 2001 maps; provides maps of social, economic and demographic data of India in 2001

Tags:

🔥 Trending searches on Wiki ଓଡ଼ିଆ:

ନବକଳେବରଉତ୍ତମ ମହାନ୍ତିଭକ୍ତ ଚରଣ ଦାସଜୟୀ ରାଜଗୁରୁତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପକ୍ଷଜନ ଗଣ ମନପଲଉନଟବର ସାମନ୍ତରାୟଲୋକ ସଭାଚବିଶ ଗୁରୁମହିଳା ଯୌନାଙ୍ଗ ଛେଦନଲସିରାଧାମୋହନ ଗଡ଼ନାୟକହେପାଟାଇଟିସରାମ ନବମୀଅନ୍ନଦା ଶଙ୍କର ରାୟବଣ୍ଡ (ଅର୍ଥ)ୟୁରୋପକଟକ ଜିଲ୍ଲାଭାରତୀୟ ଜାତୀୟ କଂଗ୍ରେସନମିତା ଅଗ୍ରୱାଲମଇ ଦିବସଚନ୍ଦନ ଯାତ୍ରାଟିଣରାସେଶ୍ୱରୀ ପାଣିଗ୍ରାହୀସତୀ (ହିନ୍ଦୁ ଦେବୀ)କାଳିଚରଣ ପଟ୍ଟନାୟକଭୁବନେଶ୍ୱର ବେହେରାଓଡ଼ିଶାର ଲୋକନୃତ୍ୟଜୀବସାର ଗନେଲସନ ମଣ୍ଡେଲାଓଡ଼ିଆ ଭାଷାଚନ୍ଦ୍ରଶେଖର ରଥଏଣ୍ଡୋମେଟ୍ରିଓସିସଓଡ଼ିଶାପ୍ରତୀକ୍ଷାବସନ୍ତ କୁମାର ଶତପଥୀଅର୍ଚ୍ଚିତା ସାହୁମଦର ଟେରେସାନବଗୁଞ୍ଜରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସ୍ତନ୍ୟପାୟୀକଣ୍ଡୋମଗୁରୁ ପ୍ରସାଦ ମହାନ୍ତିଉତ୍କଳ ବିଶ୍ୱବିଦ୍ୟାଳୟଖାଦ୍ୟହେମୋଫିଲିଆ୧ (ସଂଖ୍ୟା)ଚିତ୍ତରଞ୍ଜନ ତ୍ରିପାଠୀପୋଟଳ ରସାଜୟୀରାମ ସାମଲକଳାପାହାଡ଼ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩୦ ଅପ୍ରେଲନାରାୟଣ ସାହୁସାଇକେଲଉଇକିଅଭିଧାନହୀରାକୁଦ ବନ୍ଧଶେର ଶାହ ସୁରୀପଖିଆରାମାବତାରମ୍ଦ୍ଵାରକାଧୀଶ ମନ୍ଦିରଖାସି ମାଂସ ତରକାରୀଚୈତନ୍ୟବଡ଼ ଏରାପ୍ରେମଆଇଡେଲାଲିସିବତ୍ରିପୁରା ମିଶ୍ରଶୈଳବାଳା ଦାସ🡆 More