ଅରୁଣାଚଳ ପ୍ରଦେଶ

]

ଅରୁଣାଚଳ ପ୍ରଦେଶ
Arunachal Pradesh
ନୂରାନଙ୍ଗ ଜଳପ୍ରପାତ, ଅରୁଣାଚଳ ପ୍ରଦେଶ
ନୂରାନଙ୍ଗ ଜଳପ୍ରପାତ, ଅରୁଣାଚଳ ପ୍ରଦେଶ
ଭାରତରେ ଅରୁଣାଚଳ ପ୍ରଦେଶର ଅବସ୍ଥାନ
ଭାରତରେ ଅରୁଣାଚଳ ପ୍ରଦେଶର ଅବସ୍ଥାନ
ଅରୁଣାଚଳ ପ୍ରଦେଶର ମାନଚିତ୍ର
ଅରୁଣାଚଳ ପ୍ରଦେଶର ମାନଚିତ୍ର
ଦେଶଅରୁଣାଚଳ ପ୍ରଦେଶ ଭାରତ
ଅଞ୍ଚଳଉତ୍ତରପୂର୍ବ ଭାରତ
ସ୍ଥାପନ୨୦ ଫେବୃଆରୀ ୧୯୮୭
ରାଜଧାନୀଇଟାନଗର
ସର୍ବବୃହତ ସହରଇଟାନଗର
ଜିଲ୍ଲା୨୦
Government
 • Bodyଅରୁଣାଚଳ ପ୍ରଦେଶ ସରକାର
 • ରାଜ୍ୟପାଳଜ୍ୟୋତି ପ୍ରସାଦ ରାଜଖୋୱା
 • ମୁଖ୍ୟମନ୍ତ୍ରୀପେମା ଖାଣ୍ଡୁ
 • ଏକ ନ୍ୟାୟପାଳିକାଏକ ନ୍ୟାୟପାଳିକା (୬୦ ଆସନ)
 • ସଂସଦୀୟ ନିର୍ବାଚନ ମଣ୍ଡଳୀରାଜ୍ୟ ସଭା
ଲୋକ ସଭା
 • ଉଚ୍ଚ ନ୍ୟାୟାଳୟଗୌହାଟୀ ଉଚ୍ଚ ନ୍ୟାୟାଳୟ
Area
 • ସମୁଦାୟ83,743 km2 (32,333 sq mi)
 • Rankପଞ୍ଚଦଶ (୧୫ଶ)
Population
 (୨୦୧୧)
 • Total୧୩,୮୨,୬୧୧
 • Rank୨୭ତମ
 • Density17/km2 (43/sq mi)
Time zoneUTC+୦୫.୩୦ (IST)
ISO 3166 codeIN-AR
HDIIncrease 0.617 (medium)
HDI କ୍ରମାଙ୍କ୧୮ଶ (୨୦୦୫)
ସାକ୍ଷରତା66.95%
Websitearunachalpradesh.nic.in

ଅରୁଣାଚଳ ପ୍ରଦେଶ, (ଅରୁଣ ବା ସକାଳର କିରଣଦ୍ୱାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ ଆସାମନାଗାଲାଣ୍ଡ ଅବସ୍ଥିତ । ଏହା ପଶ୍ଚିମରେ ଭୂଟାନ ଏବଂ ପୂର୍ବରେ ବ୍ରହ୍ମଦେଶ ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ ଚୀନ ସହ ମ୍ୟାକମୋହନ ରେଖାଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା ଚୀନର ତିବ୍ବତ ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।

ଭୂଗୋଳ

ଇତିହାସ

ପ୍ରାକ୍-ଇତିହାସ

ଅରୁଣାଚଳ ପ୍ରଦେଶର ରହୁଥିବା ପ୍ରାୟ ୧.୫ ନିୟୁତ ଲୋକ ତାନି ଜାତିର ପାଞ୍ଚ କୁଳ (ନ୍ୟିଶୀ, ଆଦୀ, ଗାଲୋ, ଆପାତାନୀ ଓ ତାଗୀନ)ର ସଦସ୍ଯ ଅଟନ୍ତି । ଏମାନଙ୍କୁ ଆବୋତାନିମାନଙ୍କର ବଂଶଜ ବୋଲି ବିବେଚିତ କରାଯାଇଛି । ତାନିମାନେ ତିବ୍ବତକୁ ମାଂସ ଓ ତୁଳା ବଦଳରେ ଖଡ୍ଗ ଓ ଅନ୍ୟାନ୍ୟ ଧାତବ ପଦାର୍ଥ ରପ୍ତାନୀ କରୁଥିଲେ । ତେଣୁ ତିବ୍ବତର ପ୍ରାଚୀନ ପାଠାଗାରଗୁଡ଼ିକରେ ଏମାନଙ୍କ ବର୍ଣ୍ଣନା ରହିଛି । ତିବ୍ବତୀୟମାନେ ଏମାନଙ୍କୁ ଲୋଭା ବୋଲି କହୁଥିଲେ; ଲୋ ଅର୍ଥାତ୍ ଦକ୍ଷିଣ ଏବଂ ଭା ଅର୍ଥାତ୍ ଲୋକ । ଏମାନଙ୍କ ଛଡା ଅନ୍ୟାନ୍ୟ ତିବ୍ବତ-ବ୍ରହ୍ମୀୟ ଗୋଷ୍ଠୀମାନ ଏହି ରାଜ୍ଯର କେତେକ ଅଞ୍ଚଳରେ ରହୁଛନ୍ତି, ଯଥା - ମିଶ୍ମିସ, ଚୁଟିଆ, ନୋକ୍ତେ, ତାଙ୍ଗ୍ସା ତଥା ୱାଞ୍ଚୋ ଇତ୍ୟାଦି ।

ପ୍ରଶାସନ

ଆଧାର

ଅଧିକ ତଥ୍ୟ

Tags:

ଅରୁଣାଚଳ ପ୍ରଦେଶ ଭୂଗୋଳଅରୁଣାଚଳ ପ୍ରଦେଶ ଇତିହାସଅରୁଣାଚଳ ପ୍ରଦେଶ ପ୍ରଶାସନଅରୁଣାଚଳ ପ୍ରଦେଶ ଆଧାରଅରୁଣାଚଳ ପ୍ରଦେଶ ଅଧିକ ତଥ୍ୟଅରୁଣାଚଳ ପ୍ରଦେଶ

🔥 Trending searches on Wiki ଓଡ଼ିଆ:

ହନୁମାନ ବାଟିକାବାଲେଶ୍ୱର ଜିଲ୍ଲାଭାରତୀୟ ସମ୍ବିଧାନଉଇକିଡାଟାଲାଲ ବାହାଦୁର ଶାସ୍ତ୍ରୀଚେତନ ଭଗତମହମ୍ମଦ ରଫିଉତ୍କଳ ଦୀପିକାକୁଟୁରାଖ୍ରୀଷ୍ଟ ଧର୍ମଶକ୍ତିସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକସାରଦା ପ୍ରସନ୍ନ ନାୟକଆ' ଜ‌ହ୍ନରେ ଲେଖିବା ନାଁଧଉଳିଆଭାକୋପାନଜ୍ଞାନପୀଠ ପୁରସ୍କାରକମଳା ଦାସପ୍ରଧାନ ପୃଷ୍ଠାବଡ଼ଦିନମୁଁ ରାଜା ତୁ ରାଣୀଗଜପତି ମହାରାଜାନୃସିଂହ ଚରଣ ପଣ୍ଡାବୈକୁଣ୍ଠନାଥ ପଟ୍ଟନାୟକରକ୍ତ ଶ୍ରେଣୀରତ୍ନାକର ଚଇନିଅନ୍ତର୍ଜାତୀୟ ମାତୃଭାଷା ଦିବସବେଣୁଧର ରାଉତଭାଙ୍ଗଗଣ୍ଡାଚିଙ୍ଗୁଡ଼ି ମଲାଇମୀରା ବାଈମିହିର କୁମାର ମେହେରଲବଣ ସତ୍ୟାଗ୍ରହସିନ୍ଧୁ ନଦୀଶ୍ରୀରାଧାଚନ୍ଦ୍ରଗୁପ୍ତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାମଚନ୍ଦ୍ର ମିଶ୍ରଭାରତ ସରକାରହଂକଂପକ୍ଷୀପୁରୀ ଜିଲ୍ଲାଅଷ୍ଟ୍ରିଆସୁଇଜରଲ୍ୟାଣ୍ଡପାଞ୍ଜିଭାରତୀୟ ଜନତା ପାର୍ଟିବିଜୁ ପଟ୍ଟନାୟକଚିଲିକା (କବିତା)ମହାପ୍ରସାଦଟେରାକୋଟା ସେନାରାମାୟଣସର୍ବପଲ୍ଲୀ ରାଧାକୃଷ୍ଣନସିରିଆରାଜ୍ୟ ସଭାଚରକଗୋପୁରମ୧୫ ଅପ୍ରେଲଦାସକାଠିଆମୁନ୍ନା- ଏ ଲଭ୍ ଷ୍ଟୋରୀମହାବିଦ୍ୟାଅଦାଦଳିତବବୁନ୍ ମାଙ୍କଡ଼🡆 More