ନାଗାଲ୍ୟାଣ୍ଡ: ଭାରତୀୟ ରାଜ୍ୟ

]

ନାଗାଲ୍ୟାଣ୍ଡ
ରାଜ୍ୟ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ଉପର ଆଡୁ: କୋହିମାକୁ ରାସ୍ତା, କାପାମୋଦ୍ଜୁ ଶିଖର, ଫେକ୍ ଜିଲ୍ଲା, ଧନେଶ ପର୍ବ
Official logo of ନାଗାଲ୍ୟାଣ୍ଡ
Motto(s): 

ଏକତା
Location of  ନାଗାଲ୍ୟାଣ୍ଡ  (red) in ଭାରତ  (dark grey)
Location of  ନାଗାଲ୍ୟାଣ୍ଡ  (red)

in ଭାରତ  (dark grey)

Coordinates (କୋହିମା): 25°40′N 94°07′E / 25.67°N 94.12°E / 25.67; 94.12
ଦେଶନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ India
ଗଠନ୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସ
ରାଜଧାନୀକୋହିମା
ବୃହତ୍ତମ ସହରଦିମାପୁର
ଜିଲ୍ଲା୧୨
Government
 • ରାଜ୍ଯପାଳଆର୍. ଏନ୍. ରଭି
 • ମୁଖ୍ଯମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀନେଇଫିଉ ରିଓ (ରପ୍ରପ୍ରଦ) and ୟାନ୍ଥୁଙ୍ଗୋ ପାତ୍ତୋନ (ଭାଜପା)
 • ବିଧାୟିକାଏକସଦନୀୟ (୬୦ ଆସନ)
 • ସଂସଦୀୟ ନିର୍ବାଚନ ମଣ୍ଡଳୀରାଜ୍ୟ ସଭା
ଲୋକ ସଭା
 • ଉଚ୍ଚ ନ୍ୟାୟାଳୟଗୁଆହାଟି ଉଚ୍ଚ ନ୍ୟାୟାଳୟ - କୋହିମା ଖଣ୍ଡପୀଠ
Area
 • ସମୁଦାୟ16,579 km2 (6,401 sq mi)
 • Rank୨୬ତମ
Highest elevation
(ସରମତୀ ଶୃଙ୍ଗ)
3,826 m (12,552 ft)
Population
 (୨୦୧୧)
 • Total୧୯୮୦୬୦୨
 • Rank୨୫ତମ
 • Density119/km2 (310/sq mi)
Time zoneUTC+୦୫:୩୦ (ଭାମାସ)
ପିନ୍
୭୯୭୦୦୧ - ୭୯୮୬୨୭
ISO 3166 codeIN-NL
ମାବିସୂIncrease 0.676 (medium)
ମାବିସୂ କ୍ରମ୨୦ତମ (୨୦୧୭)
ସାକ୍ଷରତା୮୦.୧୧% (୧୫ତମ)
ଆଧିକାରିକ ଭାଷାଇଂରାଜୀ
Websitenagaland.gov.in/
Symbols of ନାଗାଲାଣ୍ଡ
Emblem
ଫାଇଲ:Seal of Nagaland.svg
ନାଗାଲାଣ୍ଡର ମୋହର
Motto
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ଏକତା
Mammal
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ମିଥୁନ
ପକ୍ଷୀ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ବ୍ଲିଥୀର ଟ୍ରାଗୋପାନ (ଟ୍ରାଗୋପାନ ବ୍ଲିଥୀ)
ମତ୍ସ୍ଯନିଓଲିସୋଚିଲସ ହେକ୍ସାଗୋନୋଲେପିସ
ପୁଷ୍ପ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ରୋଡୋଡେଣ୍ଡ୍ରନ
ବୃକ୍ଷ
ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ
ଆଲ୍ଡର
^† ନାଗାଲାଣ୍ଡ ରାଜ୍ୟ ଅଧିନିୟମ, ୧୯୬୨, ଅଧିନରେ ଆସାମ ରାଜ୍ୟର ବିଭାଜନଦ୍ୱାରା ଏହି ରାଜ୍ୟର ସ୍ଥାପନ କରାଯାଇଥିଲା ।

ନାଗାଲାଣ୍ଡ, ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ୟ । ଏହାର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ, ଦକ୍ଷିଣରେ ମଣିପୁର ଏବଂ ପୂର୍ବରେ ମିଆଁମାରର ସାଗାଇଂ ଅଞ୍ଚଳ ଅବସ୍ଥିତ । ନାଗାଲାଣ୍ଡର ରାଜଧାନୀ କୋହିମା ଏବଂ୦ଟ ଏହାର ବୃହତ୍ତମ ସହର ଦିମାପୁର । ଏହାର କ୍ଷେତ୍ରଫଳ ୧୬,୫୭୯ ବର୍ଗ କିମି ଏବଂ ଜନସଂଖ୍ୟା ୧୯,୮୦,୬୦୨ (୨୦୧୧ ଜନଗଣନା, ଭାରତ ଅନୁସାରେ) ।

୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସରେ ନାଗାଲାଣ୍ଡ, ଭାରତର ୧୬ତମ ରାଜ୍ଯରେ ପରିଣତ ହେଲା । ୧୯୫୦ ମସିହାରୁ ରାଜ୍ୟରେ ବିଦ୍ରୋହ ଏବଂ ଅନ୍ତର୍ଜାତୀୟ କଳହ ଦେଖାଦେଇଛି । ହିଂସା ଓ ଅସୁରକ୍ଷାର ବାତାବରଣ ନାଗାଲାଣ୍ଡର ଅର୍ଥନୀତିର ବିକାଶରେ ବାଧା ଉତ୍ପନ୍ନ କରିଛି ।

ରାଜ୍ଯ ଅର୍ଥନୀତିର ୭୦ ଭାଗ କୃଷିକାର୍ଯ୍ୟ ଉପରେ ପରିବେଷ୍ଟିତ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ହେଲା - ବାନିକୀ, ପର୍ଯ୍ୟଟନ, ବୀମା, ଅଚଳ ସମ୍ପତ୍ତି ଏବଂ ବିବିଧ କୁଟୀର ଶୀଳ୍ପ ।

ଇତିହାସ

ପ୍ରାଚୀନତା

ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ 
୧୮୭୫ରେ ଏକ ଆଙ୍ଗାମୀ ନାଗା ଆଦିବାସୀର ଚିତ୍ର ।

ନାଗାମାନଙ୍କର ପ୍ରଚୀନ ଇତିହାସ ସ୍ପଷ୍ଟରୂପେ ମିଳିପାରି ନାହିଁ । ବିଭିନ୍ନ ଜାତିଗୁଡ଼ିକ ବିଭିନ୍ନ ସମୟରେ ଉତ୍ତରପୂର୍ବ ଭାରତକୁ ପ୍ରବ୍ରଜନ କରି ନିଜ ନିଜର ସ୍ୱତନ୍ତ୍ର ପର୍ବତ, ଗ୍ରାମ ଅଧିକାର ସ୍ଥାପନ କଲେ । ତାଙ୍କର ଉତ୍ପତ୍ତିର କୌଣସି ଠୋସ ପ୍ରମାଣ ନାହିଁ । ସେମାନେ ହୁଏତ ଉତ୍ତରୀୟ ମଙ୍ଗୋଲିଆ ଅଞ୍ଚଳ କିମ୍ବା ଦକ୍ଷିଣପୂର୍ବ ଏସିଆ କିମ୍ବା ଦକ୍ଷିଣପଶ୍ଚିମ ଚୀନଠାରୁ ଆସିଥାଇପାରନ୍ତି । କିନ୍ତୁ ତାଙ୍କର ମୂଳ, ପୂର୍ବ ଭାରତରେ ଥାଇପାରେ ବୋଲି କେତେକ ସୂଚନା ମିଳିଛି । ଐତିହାସିକ ତଥ୍ୟାନୁସାରେ, ବର୍ତ୍ତମାନର ନାଗାମାନେ ୧୨୨୮ ଖ୍ରୀଷ୍ଟାବ୍ଦରେ ଆହମୀଆମାନଙ୍କ ଆଗମନର ବହୁପୂର୍ବରୁ ଆସିସାରିଥିଲେ ।

ଭୂଗୋଳ

ନାଗାଲ୍ୟାଣ୍ଡ: ଇତିହାସ, ଭୂଗୋଳ, ଭାଷା ଓ ସାହିତ୍ୟ 
ପାଂଗ୍ତି ଓ ଦୋୟାଂ ଦାମ୍ ଅଞ୍ଚଳ ପାଖର ଜଙ୍ଗଲ

ନାଗାଲାଣ୍ଡ ଏକ ପାର୍ବତ୍ୟାଞ୍ଚଳ । ନାଗା ପାହାଡ଼ମାନ ଆସାମର ବ୍ରହ୍ମପୂତ୍ର ଉପତ୍ୟକାରୁ ୨୦୦୦ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ ଅଟନ୍ତି ଏବଂ ଦକ୍ଷିଣପୂର୍ବ ଆଡକୁ ଆହୁରି ୬୦୦୦ ଫୁଟ୍ ଅଧିକ ଉଚ୍ଚ ଥାଇପାରନ୍ତି । ସରମତି ପର୍ବତ, ୧୨,୬୦୨ ଫୁଟ୍ ସହ ରାଜ୍ଯର ଉଚ୍ଚତମ ପର୍ବତଶୃଙ୍ଗ ; ଏହିଠାରେ ନାଗା ପାହାଡ଼ମାନ ପାତ୍କାଇ ପର୍ବତମାଳା ସହ ମିଶିଛି ଏବଂ ମିଆଁମାର ସହ ସୀମା ନିର୍ଦ୍ଧାରଣ କରୁଅଛି ।

ଭାଷା ଓ ସାହିତ୍ୟ

ଆଧାର

ଅଧିକ ତଥ୍ୟ

Tags:

ନାଗାଲ୍ୟାଣ୍ଡ ଇତିହାସନାଗାଲ୍ୟାଣ୍ଡ ଭୂଗୋଳନାଗାଲ୍ୟାଣ୍ଡ ଭାଷା ଓ ସାହିତ୍ୟନାଗାଲ୍ୟାଣ୍ଡ ଆଧାରନାଗାଲ୍ୟାଣ୍ଡ ଅଧିକ ତଥ୍ୟନାଗାଲ୍ୟାଣ୍ଡ

🔥 Trending searches on Wiki ଓଡ଼ିଆ:

୨୦ ଡିସେମ୍ବରମେଲାଟୋନିନଲାଟିନ ଭାଷାଗାଲୁଆସ୍ନେହସାରପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇପଞ୍ଚସଖାକେଶବ କୋଇଲିକାର୍ତ୍ତିକ ପୂର୍ଣ୍ଣିମାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପଣା ସଂକ୍ରାନ୍ତିଅଡ଼ିବନ୍ଦେ ଉତ୍କଳ ଜନନୀପଠାଣି ସାମନ୍ତକଣ୍ଡୋମଖାରବେଳ ସ୍ୱାଇଁବେଲ ପଣାୟୁ ଟ୍ୟୁବଶ୍ରୀରାମ ପଣ୍ଡାପୁରୁଣିଅକ୍ଷୟ ମହାନ୍ତିମୋରୋକ୍କୋଶାମ୍ବ ଦଶମୀଫ୍ରାଙ୍କଲିନ ଡି ରୁଜଭେଲଟସାଉଦି ଆରବନବକଳେବରଆନ୍ଥୋଡନ୍‌ (ସରୀସୃପ)ବିରିଜିନା ସାମଲଗୋରଖନାଥଗୌରହରି ଦାସଅନନ୍ତ ଦାସଅରୁଣା ମହାନ୍ତିବୁଧପଖାଳପ୍ରତାପ କେଶରୀ ଦେଓନିତ୍ୟାନନ୍ଦ ମହାପାତ୍ରଇଲନ ମସ୍କମେନିଞ୍ଜାଇଟିସ୍ଶାନ୍ତନୁ କୁମାର ଆଚାର୍ଯ୍ୟବେଲନନ୍ଦ କିଶୋର ବଳ୧ ମାର୍ଚ୍ଚଦ୍ରୌପଦୀ ମୁର୍ମୁଉପେନ୍ଦ୍ର ଭଞ୍ଜରବର୍ଟ ମୂଗଇଣ୍ଟରନେଟମଙ୍ଗଳବାରଉତ୍କଳ ସମ୍ମିଳନୀପୃଥିବୀଓଡ଼ିଆ ଭ୍ରମଣ ସାହିତ୍ୟବଣ୍ଡା ଜନଜାତିଫାଲଗୁନଦେବୀପ୍ରସନ୍ନ ପଟ୍ଟନାୟକପୋଡୋଫାଇଲମ ରେଜିନପାଟଦେଇଚୀନଆମ୍ଫେଟାମିନଅଯୋଧ୍ୟାଭାରତୀୟ ଜାତୀୟ କଂଗ୍ରେସ🡆 More