ଗୋଆ

]

ଗୋଆ
गोंय
ଭାରତରେ ଗୋଆର ଅବସ୍ଥାନ
ଭାରତରେ ଗୋଆର ଅବସ୍ଥାନ
ଗୋଆର ମାନଚିତ୍ର
ଗୋଆର ମାନଚିତ୍ର
ଦେଶଗୋଆ ଭାରତ
ସ୍ଥାପନ୩୦ ମଇ ୧୯୮୭
ରାଜଧାନୀପାଣାଜୀ
ବୃହତ୍ତମ ନଗରଭାସ୍କୋ ଡା ଗାମା
ଜିଲ୍ଲା ସଂଖ୍ୟା
Government
 • ରାଜ୍ୟପାଳକେ. ଶଙ୍କରନାରାୟଣନ
 • ମୁଖ୍ୟମନ୍ତ୍ରୀମନୋହର ପରୀକର
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୪୦ ଆସନ)
Area
 • ସମୁଦାୟ3,702 km2 (1,429 sq mi)
 • Rank୨୮ଶ
Population
 (୨୦୧୧)
 • Total୧୪୫୭୭୨୩
 • Rank୨୫
 • Density390/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-GA
HDIIncrease ୦.୭୭୯ (ମଧ୍ୟମ)
HDI କ୍ରମାଙ୍କ୩ୟ (୨୦୦୫)
ସାକ୍ଷରତା୮୭%
ସରକାରୀ ଭାଷାକୋଙ୍କଣୀ
Websitewww.goa.gov.in

'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ଗୋଆ ମୁଣ୍ଡପିଛା ସର୍ବାଧିକ ଜିଡିପି ରହିଛି । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ । ଗୋଆ ହେଉଛି ଧଳା-ବାଲୁକା କୂଳ, ସକ୍ରିୟ ନାଇଟ୍ ଲାଇଫ୍, ପୂଜାପାଠ ସ୍ଥାନ ଏବଂ ବିଶ୍ୱ ହେରିଟେଜ୍ ତାଲିକାଭୁକ୍ତ ସ୍ଥାପତ୍ୟ ତିହ୍ୟ କାରଣରୁ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପସନ୍ଦ ସ୍ଥଳ |

ଭୂଗୋଳ

ଇତିହାସ

ଗୋଆ 
ଉସ୍‌ଗାଲିମାଲ୍‌ଠାରେ ଅବସ୍ଥିତ ପଥର ଖୋଦେଇ ଚିତ୍ର

ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।:p.254 ଉପର ପାଲିଓଲିଥିକ କିମ୍ବା ମେସୋଲିଥିକ ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ କୁଶାବତୀ ନଦୀ ତଟରେ ମିଳିଥିଲା ।

ଭାଷା ଓ ସାହିତ୍ୟ

ଆଧାର

ଅଧିକ ତଥ୍ୟ

Tags:

ଗୋଆ ଭୂଗୋଳଗୋଆ ଇତିହାସଗୋଆ ଭାଷା ଓ ସାହିତ୍ୟଗୋଆ ଆଧାରଗୋଆ ଅଧିକ ତଥ୍ୟଗୋଆ

🔥 Trending searches on Wiki ଓଡ଼ିଆ:

ଅନୁଗୋଳ ଜିଲ୍ଲାସତ୍ୟବାଦୀ ବନ ବିଦ୍ୟାଳୟଅଶୋକ ସମ୍ରାଟଇସଲାମ ଧର୍ମ୮ ଅପ୍ରେଲମହମ୍ମଦରମାଦେବୀ ଚୌଧୁରୀବ୍ରଜନାଥ ବଡ଼ଜେନାଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଲବଣ ସତ୍ୟାଗ୍ରହ୨୧ ମାର୍ଚ୍ଚବାସନ୍ତୀଫାଲଗୁନହଂକଂଓଡ଼ିଶୀଜୟ ଜଗନ୍ନାଥକାନାଡ଼ାଭାଷାରାମଚନ୍ଦ୍ର ବେହେରାରାଜ୍ୟ ସଭାକିଶୋର ପାଣିଗ୍ରାହୀବଡ଼ିରତ୍ନାକର ଚଇନିଅଭିମନ୍ୟୁ ସାମନ୍ତସିଂହାରଗୋଦାବରୀଶ ମହାପାତ୍ରଶୁକ୍ରମିଳିତ ଜାତିସଂଘଗଙ୍ଗାଧର ମେହେରପ୍ଲାଟିପସବଳଦେବଜୀଉ ମନ୍ଦିରଜ୍ୟୈଷ୍ଠଅଚ୍ୟୁତାନନ୍ଦ ଦାସଜଗଦୀଶ ମହାନ୍ତିକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକଥାଆସନସୁଭାଷ ଶତପଥୀ୨୦୦୩ରାଧାମୋହନ ଗଡ଼ନାୟକହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଗୁଣନବିଜୟ କୁମାର ପ୍ରଧାନସତ୍ୟନାରାୟଣ ରାଜଗୁରୁ୫ ମଇଅଖିଳ ମୋହନ ପଟ୍ଟନାୟକପଦାର୍ଥଗୋପବନ୍ଧୁ ଦାସବିଷ୍ଣୁଶନିମଇଗନ୍ଧମାର୍ଦନଯାଜପୁର୧୧ ଅପ୍ରେଲଶ୍ୱେତସାରଉପେନ୍ଦ୍ର ଭଞ୍ଜଖପୁରୀ କଣା ଅସ୍ତ୍ରୋପଚାରମହାବୀର ଜୈନଗୋପୀନାଥ ନନ୍ଦରାଜ୍ୟଇନଷ୍ଟାଗ୍ରାମମଧ୍ୟ ଏସିଆମହାଦେଶଲକ୍ଷ୍ମୀକାନ୍ତ ମହାପାତ୍ରଶ୍ରୀଧର ଦାସରାମାୟଣ🡆 More