ପ୍ଲୁଟୋ

ପ୍ଲୁଟୋ (ପ୍ରତୀକ: ଏବଂ ) ସୌରଜଗତର ଏକ ଅଂଶବିଶେଷ । 'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ ।

ପ୍ଲୁଟୋ
ପ୍ଲୁଟୋ

୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା ।

ଆଧାର

Tags:

ସୂର୍ଯ୍ୟସୌରଜଗତ

🔥 Trending searches on Wiki ଓଡ଼ିଆ:

ପ୍ରେମରାଜାରାଣୀ ମନ୍ଦିରନବକଳେବରଗୋପାଳ ଚନ୍ଦ୍ର ପ୍ରହରାଜରାଜକିଶୋର ରାୟଭଦ୍ରକ ଜିଲ୍ଲା୧ମ ଓଡ଼ିଶା ବିଧାନ ସଭାଜଗନ୍ନାଥକାଳୀଚରଣ ପଟ୍ଟନାୟକହମିଦା ବାନୁ ବେଗମସବ୍ୟସାଚୀ ମିଶ୍ରତରୁଣକାନ୍ତି ମିଶ୍ରଟମ୍ ଖା କାଇମହାପ୍ରସାଦପ୍ରତିଭା ରାୟଗୋଦାବରୀଶ ମହାପାତ୍ରବଳଦେବଜୀଉ ମନ୍ଦିରରାମଭାଷାକୃଷ୍ଣଚନ୍ଦ୍ର ପାଣିଗ୍ରାହୀବୈଜୟନ୍ତ ପଣ୍ଡାଯୁକ୍ତରାଷ୍ଟ୍ର ଆମେରିକାଭାରତୀୟ ସଂଖ୍ୟା ପ୍ରଣାଳିଅଭିମନ୍ୟୁ ସାମନ୍ତସିଂହାରଜନ ଗଣ ମନକବିସୂର୍ଯ୍ୟ ବଳଦେବ ରଥଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୧୦୫୪ଶେର ଶାହ ସୁରୀବିର୍ସା ମୁଣ୍ଡାଓଡ଼ିଆ ସାହିତ୍ୟମ୍ୟାଲେରିଆଚିଲିକା (ବହୁବିକଳ୍ପ)ଜୟୀରାମ ସାମଲଲକ୍ଷ୍ମୀକାନ୍ତ ମହାପାତ୍ରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ରାଓ୨୬ ଅପ୍ରେଲରାମ ନବମୀରାମଚନ୍ଦ୍ର ବେହେରାବଣ୍ଡ (ଅର୍ଥ)ଦୀପକ ମିଶ୍ରଫତୁରାନନ୍ଦଶୀତଳ ଷଷ୍ଠୀ ଯାତ୍ରାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକାଞ୍ଚି ଅଭିଯାନକୁତାମ ଚଣ୍ଡୀ ମନ୍ଦିରଅଂଶୁପା ହ୍ରଦ୨୦୧୨ବୈଶାଖଗର୍ଭାଶୟ କର୍କଟସରୋଜିନୀ ସାହୁଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭ୍ରମଣ ସାହିତ୍ୟଜହ୍ନନଇ ଆରପାରିଗର୍ଭାବସ୍ଥାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାପ୍ରଦୀପ କୁମାର ପାଣିଗ୍ରାହୀସଚ୍ଚିଦାନନ୍ଦ ରାଉତରାୟଭାରତର ସଂସଦଶିବଚୁଡ଼ାନଅତୁଣ୍ଡୀବେଲଶ୍ରଦ୍ଧାକର ସୂପକାରସତ୍ୟବାଦୀ ବନ ବିଦ୍ୟାଳୟଦଶାବତାର🡆 More