ଖପୁରୀ କଣା ଅସ୍ତ୍ରୋପଚାର

ଖପୁରୀ କଣା ଅସ୍ତ୍ରୋପଚାର, ଅନ୍ୟ ନାମ ଟ୍ରେପାନେସନ, ହେଉଛି ଏକ ପ୍ରଣାଳୀ ଯେଉଁଥିରେ ଖପୁରୀ ଭିତରକୁ ଏକ ଛିଦ୍ର ତିଆରି କରାଯାଏ । ଏପିଡୁରାଲ୍ କିମ୍ବା ସବଡୁରାଲ୍ ହେମାଟୋମାସର ଚିକିତ୍ସା ପାଇଁ ଏହା କରାଯାଏ ଯେତେବେଳେ ମଧ୍ୟ ରେଖା ଘୁଞ୍ଚିଯାଏ, ଗ୍ଲାସଗୋ କୋମା ସ୍କେଲ ୮ରୁ କମ, ଏବଂ ଆଖି ପୁତ୍ତଳି ବଡ଼ ଦେଖାଯାଏ । ଏହା ନ୍ୟୁରୋ ସର୍ଜନ କରନ୍ତି କିନ୍ତୁ ଜରୁରୀ ଅବସ୍ଥାରେ ଅନ୍ୟ ଡାକ୍ତରଦ୍ୱାରା କରାଯାଇପାରେ ।

ଖପୁରୀ କଣା ଅସ୍ତ୍ରୋପଚାର
Detail from The Extraction of the Stone of Madness, a painting by Hieronymus Bosch depicting trepanation (c. 1488–1516).

ଅସ୍ତ୍ରପଚାର ପୂର୍ବରୁ ବ୍ୟକ୍ତିର ଇନ‌ଟ୍ୟୁବେସନ କରାଯାଏ । ସିଟି ସ୍କାନରେ ରକ୍ତସ୍ରାବର ଅବସ୍ଥାନ ସିଟି ସ୍କାନ କରି ନିଶ୍ଚିତ ହେବାପରେ ଖପୁରୀର ଘନତା ମାପ କରାଯାଏ । ସ୍ଥାନଟି ଲୋମହୀନ, ଷ୍ଟେରିଲାଇଜେସନ ଏବଂ ଲିଡୋକେନ ସ‌ହିତ ଏପିନେଫ୍ରିନ ଇଞ୍ଜେକସନ ଦିଆଯାଏ । ଚମକୁ ୪ ସେଣ୍ଟିମିଟର ( 1.57 "ଇଞ୍ଚ) ଲମ୍ବ କଟାଯାଏ । କାନର ଉପରକୁ ଓ ସାମନାରେ କଟାଯାଏ । କଟା ଯାଗାରେ ରିଟ୍ରାକ୍ଟର ଲଗେଇ ଖପୁରୀ ଖୋଲାଯାଏ ଓ ଡ୍ରିଲ କରାଯାଏ । ରକ୍ତ ଖପୁରୀ ଦେଇ ବାହାରିଯାଏ ବା ସକସନ କରାଯାଏ । ସବଡୁରାଲ ହେମାଟୋମା ଥିଲେ ତୀକ୍ଷ୍ଣ ହୁକଦ୍ୱାରା ଡୁରା ମେଲା ରଖାଯାଏ ଓ X ଆକୃତିରେ କଟାଯାଏ ।

ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିବାୟୋଟିକ୍ ଦିଆଯିବା ଉଚିତ ଏବଂ ନ୍ୟୁରୋ ସର୍ଜନଦ୍ୱାରା ବ୍ୟକ୍ତି ନିଶ୍ଚିତ ଯତ୍ନ ପାଇବା ଉଚିତ । ଟ୍ରେପାନେସନ୍ ହେଉଛି ପୁରାତନ ଜଣାଶୁଣା ପ୍ରକାରର ଅସ୍ତ୍ରୋପଚାର ଯାହା ଏହାର ଇତିହାସ ସାରା କରାଯାଏ । ଆନ୍ଥ୍ରୋପୋଲୋଜିଷ୍ଟମାନେ ବିଶ୍ୱାସ କରନ୍ତି ଯେ ଏହା ମୂଳତଃ ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ, ଅପସ୍ମାର, ମୁଣ୍ଡବିନ୍ଧା, ମୁଣ୍ଡର କ୍ଷତ ଏବଂ ମାନସିକ ବିକୃତି ପାଇଁ କରାଯାଇଥିଲା ।

ଆଧାର

Tags:

ଏପିଡୁରାଲ ହେମାଟୋମାସବଡୁରାଲ ହେମାଟୋମା

🔥 Trending searches on Wiki ଓଡ଼ିଆ:

ମୁମ୍ବାଇରାସାୟନିକ ମୌଳିକଓଡ଼ିଆ କବି ମାନଙ୍କର ତାଲିକାଚନ୍ଦ୍ରଶେଖର ରଥପୂରଣବାଚକ ସଂଖ୍ୟା୧୯୦୫ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବିଭୂତି ପଟ୍ଟନାୟକପୁରୀପ୍ରାଣବନ୍ଧୁ କରଗୋଦାବରୀଶ ମିଶ୍ରଢେଙ୍କାନାଳଗୌରହରି ଦାସଚିଲିକା ହ୍ରଦରାୟଗଡ଼ା ଜିଲ୍ଲାପଣା ସଂକ୍ରାନ୍ତିପ୍ରଯୁକ୍ତି ବିଦ୍ୟାବିଜୟ ଶଙ୍କର ଦାସ୭୦୧ଶୈଳବାଳା ଦାସବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଣ୍ଡୋମୟୁ ଟ୍ୟୁବସରସ୍ୱତୀ ସମ୍ମାନସୌଭାଗ୍ୟ କୁମାର ମିଶ୍ରପ୍ରାଣକୃଷ୍ଣ ପରିଜାଦାଶରଥି ଦାସପ୍ରଦୀପ କୁମାର ପାଣିଗ୍ରାହୀସବ୍ୟସାଚୀ ମିଶ୍ର୧ (ସଂଖ୍ୟା)କବାଟଦଣ୍ଡ ନାଟହୃଷୀକେଶ ପଣ୍ଡାତମନ୍ନା ବ୍ୟାସଓଡ଼ିଆ ଉଇକିପିଡ଼ିଆପୁନମ ମିଶ୍ରସତ୍ୟନାରାୟଣ ରାଜଗୁରୁଓଡ଼ିଶା ପ୍ରିମିଅର ଲିଗସୁରେନ୍ଦ୍ର ମହାନ୍ତିଖଞ୍ଜଣିଶେର ଶାହ ସୁରୀଓଡ଼ିଆ ଭାଷା ଆନ୍ଦୋଳନରମାକାନ୍ତ ରଥରାମଚନ୍ଦ୍ର ମିଶ୍ରଭଦ୍ରକପିଙ୍କି ପ୍ରଧାନଲଘିଷ୍ଠ ସାଧାରଣ ଗୁଣିତକରାଜେନ୍ଦ୍ର କିଶୋର ପଣ୍ଡାସ୍ତନଭୀମ ପୃଷ୍ଟିପ୍ରାଣୀମଧୁସୂଦନ ରାଓଖଡ଼ଗପୁରବେଦଚିଲିକା (କବିତା)ଶରତ କୁମାର ମହାନ୍ତିଫେବୃଆରୀନିର୍ମଳା (ଉପନ୍ୟାସ)କୋଷ୍ଠକାଠିନ୍ୟଦ୍ୱିତୀୟ ବିଶ୍ୱଯୁଦ୍ଧଜୟୀ ରାଜଗୁରୁରେଶମ ପଥକଟକଓଡ଼ିଆ ଭାଗବତଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶାର କଳାଇଂଲଣ୍ଡ୪ (ସଂଖ୍ୟା)🡆 More