ଆକାଶେ କି ରଙ୍ଗ ଲାଗିଲା: ଓଡ଼ିଆ କଥାଚିତ୍ର

ଆକାଶେ କି ରଙ୍ଗ ଲାଗିଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍.

କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଆକାଶେ କି ରଙ୍ଗ ଲାଗିଲା
ନିର୍ଦ୍ଦେଶକଏସ୍ କେ ମୂରଲୀଧରନ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୋରାନୀ
ସଂଳାପସୁଦୀପ୍ତା ନନ୍ଦ
ଚିତ୍ରନାଟ୍ୟବିଜୟ ମଲ୍ଲ
କାହାଣୀବିଜୟ ମଲ୍ଲ
କଳାକାରଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୦୯
ଦେଶଆକାଶେ କି ରଙ୍ଗ ଲାଗିଲା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ । ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର, ପୃଥିରାଜ ନାୟକ, ରୁନୁ ପରିଜା, ଜୟୀରାମ ସାମଲ, ହରିହର ମହାପାତ୍ର, ମୁନ୍ନା ଖାନ୍, ମଧୁସ୍ମିତା, ବ୍ରଜ ନାୟକ, ମିଲି, ପୁପୁନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଦୂରେ ଚାଲିଯାଏ ମାୟା ଲଗେଇ" 
2."ତୋ ଆଖିରେ ମୁଁ" 
3."କୁଚ୍ଚି କୁଚ୍ଚି" 
4."ଆଜି ଆକାଶେ କି ରଙ୍ଗ ଲାଗିଲା" 
5."ଲୁହ ଟୋପେ" 
6."ଆକାଶକୁ ଛୁଇଁଯିବି" 
7."ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)" 

ଆଧାର

ବାହାର ଆଧାର

Tags:

ଆକାଶେ କି ରଙ୍ଗ ଲାଗିଲା ଅଭିନୟଆକାଶେ କି ରଙ୍ଗ ଲାଗିଲା କାହାଣୀଆକାଶେ କି ରଙ୍ଗ ଲାଗିଲା ଗୀତ ଏବଂ ସଙ୍ଗୀତଆକାଶେ କି ରଙ୍ଗ ଲାଗିଲା ଆଧାରଆକାଶେ କି ରଙ୍ଗ ଲାଗିଲା ବାହାର ଆଧାରଆକାଶେ କି ରଙ୍ଗ ଲାଗିଲା

🔥 Trending searches on Wiki ଓଡ଼ିଆ:

ରୋହିତ ଶର୍ମାଇଣ୍ଡିଆନ ପ୍ରିମିଅର ଲିଗଗଣନ ସଂଖ୍ୟାଦାସିଆ ବାଉରୀଜୟୀ ରାଜଗୁରୁଓଡ଼ିଆ ଖାଦ୍ୟବାମାଚରଣ ମିତ୍ରକାଞ୍ଚି ଅଭିଯାନରବୀନ୍ଦ୍ରନାଥ ଠାକୁରଅଲାରନାଥ ମନ୍ଦିରଧର୍ମଅନନ୍ତ ପଟ୍ଟନାୟକସୂଚନା ପ୍ରଯୁକ୍ତିବିଦ୍ୟାରାଧାନାଥ ରଥଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଜୟନ୍ତ ପଣ୍ଡାଭୁବନେଶ୍ୱର ବେହେରା୨୭ ଜୁନଗୀତଗୋବିନ୍ଦଗଙ୍ଗାଧର ମେହେରc3bn4ଓଡ଼ିଆଭୁବନେଶ୍ୱରଗୋବିନ୍ଦ ତ୍ରିପାଠୀଏଞ୍ଜେଲା ମେର୍କେଲ୍ରେଶମ ପଥଓପନ-ସୋର୍ସ ସଫ୍ଟୱେରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଦୀପା ସାହୁ (୧୯୮୫ ଜନ୍ମ)ରାଜେନ୍ଦ୍ର କିଶୋର ପଣ୍ଡାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରହୃଷୀକେଶ ପଣ୍ଡାମନମୋହନ ସାମଲବି. ଆର. ଆମ୍ବେଦକରଶାସ୍ତି (ଓଡ଼ିଆ କଥାଚିତ୍ର)ସେଇ ଝିଅଟିଆଜାଦ ହିନ୍ଦ୍ ଫୌଜହରିପ୍ରସାଦ ଚୌରାଶିଆପର୍ଫେନାଜାଇନଜୟଦେବବୈଷ୍ଣବ ଚରଣ ସାମଲକାଳିନ୍ଦୀ ଚରଣ ପାଣିଗ୍ରାହୀଆଖିପଙ୍କଜ ଉଧାସବିଭୂତି ପଟ୍ଟନାୟକମେସିନ ଲର୍ଣ୍ଣିଙ୍ଗ୍ବିରଳା ମନ୍ଦିର, ହାଇଦ୍ରାବାଦଚିଲିକା ହ୍ରଦଗୁରୁପ୍ରସାଦ ମହାନ୍ତିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଲୋକନୃତ୍ୟକାଜାଖସ୍ତାନବାରବାଟି ଦୁର୍ଗଓଡ଼ିଆ ଲିପିହୃଷୀକେଶ ମଲ୍ଲିକଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନହନୁମାନ ଚାଳିଶାମଇ ଦିବସଉତ୍ତମ ମହାନ୍ତିପ୍ରତିଭା ରାୟପ୍ରହ୍ଲାଦ ନାଟକବିଶ୍ୱନାଥ କରସାଇକେଲବ୍ୟଞ୍ଜନ ବର୍ଣ୍ଣରାବଣଗୋପାଳ କୃଷ୍ଣ ରଥ🡆 More