ଚେକ୍ ଗଣରାଜ୍ୟ

ଚେକ ରିପବ୍ଲିକ (/ˈtʃɛk rˈpʌblɪk/ (listen) CHEK-rə-PUB-lik); ମଧ୍ୟ ଇଉରୋପରେ ଥିବା ଏକ ଦେଶ ।

ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ପତାକା
ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ଅବସ୍ଥିତି

ଇତିହାସ

୫ମ ଖ୍ରୀଷ୍ଟାବ୍ଦରେ ସ୍ଲେଭିକ ସମ୍ପ୍ରଦାୟର ଜନଜାତି ଚେକ୍‍ ରିପବ୍ଲିକରେ ବସବାସ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏହି ଦେଶ ଅଷ୍ଟ୍ରିଆ-ହଙ୍ଗେରୀ ନିୟନ୍ତ୍ରଣରେ ଥିଲା । ୧୯୧୮ରେ ଚେକ୍‍ ରିପବ୍ଲିକ ଓ ସ୍ଲୋଭାକ ଏକତ୍ର ହୋଇ ଚେକ୍‍ ରିପବ୍ଲିକ ଗଠନ କରିଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶକୁ ଜର୍ମାନୀ ଅକ୍ତିଆର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚେକ୍‍ ସାଧାରଣତନ୍ତ୍ର ସୋଭିଏତ ସଂଘର ମିିତ୍ରରାଷ୍ଟ ହୋଇଥିଲା । ୱାର୍ସ ଚୁକ୍ତିଅନୁଯାୟୀ ଚେକ୍‍ ରିପବ୍ଲିକ ରୁଷ ନେତୃତ୍ୱାଧୀନ ସାମରିକ ମେଣ୍ଟରେ ଯୋଗ ଦେଇଥିଲା । ସୋଭିଏତ ସଂଘର ପତନ ପରେ ୧୯୮୯ରେ ଚେକ୍‍ ରିପବ୍ଲିକ୍‍ ସୋଭିଏତ ସଂଘରୁ ମୁକ୍ତ ହୋଇ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ପରେ ଚେକ୍‍ ରିପବ୍ଲିକ ଆମେରିକା ନେତତ୍ତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା । ଅପ୍ରେଲ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପରେ ଚେକ୍‍ ରିପବ୍ଲିକରେ କମ୍ୟୁନିଷ୍ଟ ସରକାର କ୍ଷମତାସୀନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଦେଶ ଗଣତାନ୍ତ୍ରିକ ଶାସନକୁ ଆପଣାଇଥିଲା । ପ୍ରାୟ ୪୨ ବର୍ଷ କମୁନିଷ୍ଟ ଶାସନର ଅନ୍ତ ପରେ ୧୯୮୯ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବେଲକାଭ ହାଭେଲ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୩ ଜାନୁଆରୀ ୧ତାରିଖରେ ଚେକ୍‍ ରିପବ୍ଲିକଠାରୁ ସ୍ଲୋଭାକିଆ ପୃଥକ ହୋଇଥିଲା । ୨୦୦୪ରେ ୟୁରୋପୀୟ ରାଷ୍ଟ୍ର ସଂଘରେ ଯୋଗ ଦେଇଥିଲା ।

ଭୂଗୋଳ

ଏହି ଦେଶକୁ ଅଷ୍ଟ୍ରିଆ, ଜର୍ମାନୀ, ପୋଲାଣ୍ଡ ଓ ସ୍ଲୋଭାକିଆ ଲାଗି ରହିଛି ।

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ଚେକ୍ ଗଣରାଜ୍ୟ ଇତିହାସଚେକ୍ ଗଣରାଜ୍ୟ ଭୂଗୋଳଚେକ୍ ଗଣରାଜ୍ୟ ଧର୍ମଚେକ୍ ଗଣରାଜ୍ୟ ପ୍ରଶାସନିକ ବିଭାଜନଚେକ୍ ଗଣରାଜ୍ୟ ଭାଷାଚେକ୍ ଗଣରାଜ୍ୟ ଆଧାରଚେକ୍ ଗଣରାଜ୍ୟAbout this soundEn-us-Czech Republic.oggଇଉରୋପଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

ହୃଷୀକେଶ ପଣ୍ଡାକଣ୍ଡୋମଏଲିନା ସାମନ୍ତରାୟ୧ (ସଂଖ୍ୟା)୨୯ ଅପ୍ରେଲଓଡ଼ିଶାର ଲୋକନୃତ୍ୟଜଗନ୍ନାଥ ମନ୍ଦିରଉତ୍କଳଶ୍ରୀନିବାସ ରାମାନୁଜନପିଆଜଗ୍ରହପଖାଳଭାରତୀୟ ଜାତୀୟ କଂଗ୍ରେସଡାଲିଅଦାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରପ୍ରଥମ ବିଶ୍ୱଯୁଦ୍ଧଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାସମ୍ବଲପୁରରାଷ୍ଟ୍ରପତି ଭବନଚାଣକ୍ୟପ୍ରଦୀପ କୁମାର ପାଣିଗ୍ରାହୀହେମନ୍ତ ଦାସତରୁଣକାନ୍ତି ମିଶ୍ରଓଡ଼ିଶାର ମାପ ବ୍ୟବସ୍ଥାନେରାଟିନିବଯକୃତଲକ୍ଷ୍ମଣ ନାୟକଫିଲିପାଇନ୍ସମଟର ସାଇକେଲଋଷିଆ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଦଶାବତାରଭାରତୀୟ ସ୍ୱାଧୀନତା ଆନ୍ଦୋଳନପୁରୀଚକ୍ରଧର ମହାପାତ୍ରମାଳିକାପଠାଣି ସାମନ୍ତଭଗବତ ଗୀତାହେନା ଫୁଲଗଜଲନୀଳକଣ୍ଠ ଦାସଦେଓମାଳୀଅନାଦି ଚରଣ ସାହୁସତ୍ୟବାଦୀ ବନ ବିଦ୍ୟାଳୟଚିନ୍ତାମଣି ମହାନ୍ତିଓଡ଼ିଶା ବିଧାନ ସଭାକିଶୋରୀ ଚରଣ ଦାସପଞ୍ଚସଖାଟେସାମୋରେଲିନଓଡ଼ିଆ ବାହାଘରରୋହିତ ପୂଜାରୀଅଟିଜିମ୍‌ଅଜନ୍ତା ଗୁମ୍ଫାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକ୍ୟୁ. ଆର. କୋଡ଼ନମିତା ଅଗ୍ରୱାଲଗୋପୀନାଥ ମହାନ୍ତିକଲମ୍ବିଆସାଇକେଲ🡆 More