ଚେକ୍ ଗଣରାଜ୍ୟ

ଚେକ ରିପବ୍ଲିକ (/ˈtʃɛk rˈpʌblɪk/ (listen) CHEK-rə-PUB-lik); ମଧ୍ୟ ଇଉରୋପରେ ଥିବା ଏକ ଦେଶ ।

ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ପତାକା
ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ଅବସ୍ଥିତି

ଇତିହାସ

୫ମ ଖ୍ରୀଷ୍ଟାବ୍ଦରେ ସ୍ଲେଭିକ ସମ୍ପ୍ରଦାୟର ଜନଜାତି ଚେକ୍‍ ରିପବ୍ଲିକରେ ବସବାସ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏହି ଦେଶ ଅଷ୍ଟ୍ରିଆ-ହଙ୍ଗେରୀ ନିୟନ୍ତ୍ରଣରେ ଥିଲା । ୧୯୧୮ରେ ଚେକ୍‍ ରିପବ୍ଲିକ ଓ ସ୍ଲୋଭାକ ଏକତ୍ର ହୋଇ ଚେକ୍‍ ରିପବ୍ଲିକ ଗଠନ କରିଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶକୁ ଜର୍ମାନୀ ଅକ୍ତିଆର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚେକ୍‍ ସାଧାରଣତନ୍ତ୍ର ସୋଭିଏତ ସଂଘର ମିିତ୍ରରାଷ୍ଟ ହୋଇଥିଲା । ୱାର୍ସ ଚୁକ୍ତିଅନୁଯାୟୀ ଚେକ୍‍ ରିପବ୍ଲିକ ରୁଷ ନେତୃତ୍ୱାଧୀନ ସାମରିକ ମେଣ୍ଟରେ ଯୋଗ ଦେଇଥିଲା । ସୋଭିଏତ ସଂଘର ପତନ ପରେ ୧୯୮୯ରେ ଚେକ୍‍ ରିପବ୍ଲିକ୍‍ ସୋଭିଏତ ସଂଘରୁ ମୁକ୍ତ ହୋଇ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ପରେ ଚେକ୍‍ ରିପବ୍ଲିକ ଆମେରିକା ନେତତ୍ତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା । ଅପ୍ରେଲ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପରେ ଚେକ୍‍ ରିପବ୍ଲିକରେ କମ୍ୟୁନିଷ୍ଟ ସରକାର କ୍ଷମତାସୀନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଦେଶ ଗଣତାନ୍ତ୍ରିକ ଶାସନକୁ ଆପଣାଇଥିଲା । ପ୍ରାୟ ୪୨ ବର୍ଷ କମୁନିଷ୍ଟ ଶାସନର ଅନ୍ତ ପରେ ୧୯୮୯ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବେଲକାଭ ହାଭେଲ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୩ ଜାନୁଆରୀ ୧ତାରିଖରେ ଚେକ୍‍ ରିପବ୍ଲିକଠାରୁ ସ୍ଲୋଭାକିଆ ପୃଥକ ହୋଇଥିଲା । ୨୦୦୪ରେ ୟୁରୋପୀୟ ରାଷ୍ଟ୍ର ସଂଘରେ ଯୋଗ ଦେଇଥିଲା ।

ଭୂଗୋଳ

ଏହି ଦେଶକୁ ଅଷ୍ଟ୍ରିଆ, ଜର୍ମାନୀ, ପୋଲାଣ୍ଡ ଓ ସ୍ଲୋଭାକିଆ ଲାଗି ରହିଛି ।

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ଚେକ୍ ଗଣରାଜ୍ୟ ଇତିହାସଚେକ୍ ଗଣରାଜ୍ୟ ଭୂଗୋଳଚେକ୍ ଗଣରାଜ୍ୟ ଧର୍ମଚେକ୍ ଗଣରାଜ୍ୟ ପ୍ରଶାସନିକ ବିଭାଜନଚେକ୍ ଗଣରାଜ୍ୟ ଭାଷାଚେକ୍ ଗଣରାଜ୍ୟ ଆଧାରଚେକ୍ ଗଣରାଜ୍ୟAbout this soundEn-us-Czech Republic.oggଇଉରୋପଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର ଜିଲ୍ଲାମଦର ଟେରେସାଆର୍ଯ୍ୟଭଟ୍ଟପ୍ରଯୁକ୍ତି ବିଦ୍ୟାବ୍ୟାଙ୍କତରୁଣକାନ୍ତି ମିଶ୍ରମହୁତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)୨୭ ଜୁନଦୁର୍ଗା ପୂଜାଫାଇଲେରିଆରାମକୃଷ୍ଣ ପରମହଂସଶୈଳବାଳା ଦାସଅଚ୍ୟୁତ ଗୋକୁଳ ନାୟକଗୋପବନ୍ଧୁ ଦାସନେପଚୁନବୃହସ୍ପତିଉତ୍କଳ ବ୍ରାହ୍ମଣ୧ମ ଓଡ଼ିଶା ବିଧାନ ସଭା୧ (ସଂଖ୍ୟା)ମାଲକାନଗିରି ଜିଲ୍ଲାଉତ୍କଳ ଦିବସହରେକୃଷ୍ଣ ମହତାବବଳଜାହାଙ୍ଗୀରମୌଳିକ ସଂଖ୍ୟା୧୯୦୫ଓପନ-ସୋର୍ସ ସଫ୍ଟୱେରବୀଣାପାଣି ମହାନ୍ତିଲସିସୌଭାଗ୍ୟ କୁମାର ମିଶ୍ରଧରିତ୍ରୀ (ଖବରକାଗଜ)ଖଞ୍ଜଣିମହିଳା ଯୌନାଙ୍ଗ ଛେଦନମହାରାଷ୍ଟ୍ରବୁଧପର୍ଫେନାଜାଇନଗୋଦାବରୀଶ ମିଶ୍ରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସୋନାଲ ମାନସିଂହଉଦ୍ଭିଦଆନ୍ତର୍ଜାତିକ ମହିଳା ଦିବସଅଶ୍ରୁମୋଚନ ମହାନ୍ତିକଟକଚଇତି ଘୋଡ଼ା ନାଚଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଜୟୀ ରାଜଗୁରୁଗୋପାଳ କୃଷ୍ଣ ରଥଚନ୍ଦନ ଯାତ୍ରାବାରବାଟି ଦୁର୍ଗଓଡ଼ିଶାର ଲୋକନୃତ୍ୟଉଇକିପିଡ଼ିଆଅର୍ଥଶାସ୍ତ୍ରବଉଳରକ୍ତରାଜା ରାମମୋହନ ରାୟବଳଦେବଜୀଉ ମନ୍ଦିରଭ୍ୟାକୁମ୍ କ୍ଲିନର୍ବିଦ୍ୟୁତପ୍ରଭା ଦେବୀଅକ୍ଷାଂଶକୋଷ୍ଠକାଠିନ୍ୟନବଗୁଞ୍ଜରନେଲସନ ମଣ୍ଡେଲାଗୌରହରି ଦାସବଣ୍ଡ (ଅର୍ଥ)ଜ୍ଞାନପୀଠ ପୁରସ୍କାର🡆 More