ଉତ୍କଳ: ପ୍ରାଚୀନ ଭାରତ ର ଏକ ରାଜ୍ୟ

ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଛି ।

ଉତ୍କଳ: ପୁରାତନ ସାହିତ୍ୟ, ମହାଭାରତରେ ବର୍ଣ୍ଣନା, ଆହୁରି ଦେଖନ୍ତୁ
ଉତ୍କଳନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରାତନ ସାହିତ୍ୟ

ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।

ମହାଭାରତରେ ବର୍ଣ୍ଣନା

ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦାମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।

ଆହୁରି ଦେଖନ୍ତୁ

  • ପୁରାତନ ଭାରତର ସାମ୍ରାଜ୍ୟ

ଆଧାର

Tags:

ଉତ୍କଳ ପୁରାତନ ସାହିତ୍ୟଉତ୍କଳ ମହାଭାରତରେ ବର୍ଣ୍ଣନାଉତ୍କଳ ଆହୁରି ଦେଖନ୍ତୁଉତ୍କଳ ଆଧାରଉତ୍କଳଓଡ଼ିଶାଜନ ଗଣ ମନଭାରତମହାଭାରତ

🔥 Trending searches on Wiki ଓଡ଼ିଆ:

ନୀଳକଣ୍ଠ ଦାସ୧୯୨୨ପାକସ୍ଥଳୀ କର୍କଟଜୀବ ବିଜ୍ଞାନପ୍ରଧାନମନ୍ତ୍ରୀ ଜନଧନ ଯୋଜନାବୀଣାପାଣି ମହାନ୍ତିଦେବୀପ୍ରସନ୍ନ ପଟ୍ଟନାୟକଝାଲ ମୁଢ଼ିଅପରେଟିଙ୍ଗ ସିଷ୍ଟମ୧୭୩୧୧୦୦୦ଖଣ୍ଡାୟତଚନ୍ଦ୍ରରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ ରାମାୟଣପୁରୀବଣ୍ଡ (ଅର୍ଥ)ପଞ୍ଚୁ ଫୁଟଣଓଡ଼ିଶାର ଇତିହାସପଞ୍ଚକନ୍ୟାନାଗ ପଞ୍ଚମୀନିଖିଳାନନ୍ଦ ପାଣିଗ୍ରାହୀଓଆରଟିମନୋରଞ୍ଜନ ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀ୧୯୪୯କୃଷ୍ଣହୋଲିଭୂଖାଡାଇନୋସରମିଳିତ ଜାତିସଂଘଯୁକ୍ତରାଷ୍ଟ୍ର ଆମେରିକାଉତ୍ତମ କୁମାର ପ୍ରଧାନଏଚଆଇଭି/ଏଡସବ୍ୟଞ୍ଜନ ବର୍ଣ୍ଣକାର୍ତ୍ତିକ ପୂର୍ଣ୍ଣିମା୧୫୩୩ଖୋର୍ଦ୍ଧା ଜିଲ୍ଲାଭାରତର ନଦୀ ସମୂହର ତାଲିକା୭ (ସଂଖ୍ୟା)୧୪୭୫ଓପନ-ସୋର୍ସ ସଫ୍ଟୱେରମଣିପୁରଶ୍ରୀରାମ ପଣ୍ଡାଗୁରୁ ପ୍ରସାଦ ମହାନ୍ତିନେମାଳସୁନାଏଲୋସରସଗୁପଚୁପମହା ଶିବରାତ୍ରିଗଣେଶଗଙ୍ଗାଧର ମେହେରବିନୋଦ ପାତ୍ରପିଣ୍ଟୁ ନନ୍ଦବିଜ୍ଞାନସେସିଲିଆ ପେଇନ-ଗାପୋସ୍ଚକିନସିଲଡେନାଫିଲଦିନକେଶବ କୋଇଲିଅହମଦାବାଦକାନନ ମିଶ୍ରପ୍ରତୀକ୍ଷା୭ ଫେବୃଆରୀକଣ୍ଡୋମଗୁରୁ୨୭ ମାର୍ଚ୍ଚ୨୨ ନଭେମ୍ବର🡆 More