ବିଜୟ କୁମାର ଶତପଥୀ: ଭାରତୀୟ ଭାରୋତ୍ତଳକ

ବିଜୟ କୁମାର ଶତପଥୀ, ଜଣେ ଓଡ଼ିଆ ଭାରୋତ୍ତଳକ ଅଟନ୍ତି । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।

ବିଜୟ କୁମାର ଶତପଥୀ
ଜାତୀୟତାଭାରତୀୟ
ପୁରସ୍କାରଅର୍ଜୁନ ପୁରସ୍କାର

ବିଜୟ କୁମାର, ସ୍କୁଲରେ ପଢିବାବେଳୁ କ୍ରୀଡ଼ାପ୍ରତି ଆକର୍ଷିତ ଥିଲେ । ୧୯୬୯ମସିହାରୁ ସେ ଭାରୋତ୍ତଳନ ଆରମ୍ଭ କରିଥିଲେ । ୫୬କିଲୋ ଓଜନ ବର୍ଗରେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ବ୍ରହ୍ମପୁରର "ବୀର ହନୁମାନ" କ୍ଲବରେ ସେ ଅଭ୍ୟାସ କରୁଥିଲେ । ବୃତ୍ତିଗତ ଜୀବନରେ ସେ ପ୍ରଥମେ ଭାରତୀୟ ନୌସେନା(୧୯୭୪ରେ ଯୋଗଦାନ) ଓ ପରେ ଭାରତୀୟ ରେଳରେ ଚାକିରି କରୁଥିଲେ । ୨୦୧୦ମସିହାରେ ସେ ଭାରତୀୟ ରେଳରୁ ସ୍ୱେଚ୍ଛାକୃତ ଅବସର ନେଇ, ଭାରୋତ୍ତଳନରେ ଅନ୍ୟମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।

କ୍ରୀଡା ସଫଳତା

  • ୧୯୭୭ରୁ ୧୯୮୩ ପର୍ଯ୍ୟନ୍ତ ସେ ଜାତୀୟ ଚାମ୍ପିୟନ ରହିଥିଲେ ।
  • ୧୯୮୦-୮୧ ମସିହାରେ ନିଉଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ୫୬ କିଲୋ ଓଜନ ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ ।
  • ୧୯୮୨ ମସିହାରେ ଅଷ୍ଟ୍ରେଲିଆର ବ୍ରିସବେନଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ସେ ରୌପ୍ୟପଦକ ହାସଲ କରିଥିଲେ ।
  • ୧୯୮୨ମସିହାରେ ସେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ଏହି ପୁରସ୍କାର ପାଇବାରେ ମିନତି ମହାପାତ୍ରଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଥିଲେ ।
  • ୧୯୮୧(ନାଗୋୟା) ଓ ୧୯୮୩(ଡାମାସକସ) ଏସୀୟ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
  • ୧୯୯୦ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
  • ୧୯୮୨ ପାକିସ୍ତାନ ଜାତୀୟ କ୍ରୀଡାରେ ପେସାୱରଠାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ଅର୍ଜୁନ ପୁରସ୍କାର - ୧୯୮୨
  • କମଳ ଗାଙ୍ଗୁଲି ମେମୋରିଆଲ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼(ସହୀଦ ସ୍ପୋର୍ଟିଂ, ଭୁବନେଶ୍ୱରଦ୍ୱାରା ପ୍ରଦତ୍ତ) - ୨୦୧୫

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

କରଣ (ଜାତି)ଚନ୍ଦ୍ରଗୁପ୍ତଚିନ୍ତାମଣି ବେହେରା୨୫ ମାର୍ଚ୍ଚପରିବେଶଚିନ୍ତାମଣି ମହାନ୍ତିପ୍ଲୀହାଗୋଦାବରୀଶ ମିଶ୍ର୪ ଅପ୍ରେଲଭୀମ ଭୋଇସୀତାକାନ୍ତ ମହାପାତ୍ରଯକୃତଚକ୍ରଧର ମହାପାତ୍ରଚଉତିଶାଅପରେଟିଙ୍ଗ ସିଷ୍ଟମଆସିକାକଙ୍କାଳଚନ୍ଦ୍ରଶେଖର ଆଜାଦ୧୦ ଅଗଷ୍ଟକାଞ୍ଚନ ଅୱସ୍ତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସତ୍ୟ ସାଇ ବାବାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୃଷ୍ଣଧର୍ମଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଭାରତର ଜାତୀୟ ପତାକାରାଜା ରାମମୋହନ ରାୟମହା ଶିବରାତ୍ରିମିନତି ମିଶ୍ରଉତ୍କଳ ବ୍ରାହ୍ମଣସୌର ଜଗତପକ୍ଷୀଭାରତୀୟ ମୁଦ୍ରାଅଂଶୁଘାତଶାରଳା ପୁରସ୍କାରରାକ୍ଷୀ ପୂର୍ଣ୍ଣିମାସୋରିଷଅଂଶୁପା ହ୍ରଦବିଦୁସ୍ମିତାରାଜନୀତି ବିଜ୍ଞାନଅର୍ଜୁନ ଗଛଲସ ଏଞ୍ଜଲେସ ଲେକର୍ସଶ୍ରୀକାନ୍ତ ସାହୁବିଜ୍ଞାନଯୋଗମହାଦେଶଲଣ୍ଡନହିନ୍ଦୁ ଧର୍ମତାରିଣୀ ମନ୍ଦିର, ଘଟଗାଁଆନନ୍ଦପୁରକଦଳୀ୨୯ ଅପ୍ରେଲପ୍ରଦୀପ କୁମାର ପାଣିଗ୍ରାହୀହିଙ୍ଗୁଳା ମନ୍ଦିରରାସାୟନିକ ମୌଳିକଭାରତର ପ୍ରଧାନମନ୍ତ୍ରୀବୀର ସୁରେନ୍ଦ୍ର ସାଏଶାନ୍ତନୁ କୁମାର ଆଚାର୍ଯ୍ୟଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅକ୍ଷୟ ତୃତୀୟାଭୂମିଜ ଜାତି🡆 More