ପ୍ରମୋଦ କୁମାର ଶତପଥୀ

ପ୍ରମୋଦ କୁମାର ଶତପଥୀ, ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ । ୨୦୦୯ରେ ତାଙ୍କ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ପ୍ରମୋଦ କୁମାର ଶତପଥୀ

ଅଶୋକ ଚକ୍ର
ପ୍ରମୋଦ କୁମାର ଶତପଥୀ
ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।
ଜନ୍ମ
ମୃତ୍ୟୁ୧୫ ଫେବୃଆରୀ ୨୦୦୮(୨୦୦୮-୦୨-୧୫)
ପୁରସ୍କାରଅଶୋକ ଚକ୍ର ୨୦୦୯
Police career
Allegianceପ୍ରମୋଦ କୁମାର ଶତପଥୀ India
Rankଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ବୀରତାପୂର୍ଣ୍ଣ କାର୍ଯ୍ୟ

୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ, ୫୦୦ ଜଣ ସଶସ୍ତ୍ର ନକ୍ସଲ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେହି ଆକ୍ରମଣକାରୀ ନକ୍ସଲମାନେ ନୟାଗଡ଼ ଜିଲ୍ଲାର ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲେ ପ୍ରମୋଦ । ସେ ନିଜ ସହିତ ୨୦ଜଣ ପୋଲିସ କର୍ମୀଙ୍କୁ ସାଥିରେ ନେଇ ସେହି ନକ୍ସଲମାନଙ୍କ ଉପରେ ଆକ୍ରମଣ କରିଥିଲେ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ପ୍ରମୋଦ । ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।

ଅଶୋକ ଚକ୍ର ସମ୍ମାନ

ପ୍ରମୋଦଙ୍କର ଏହି ବୀରତାପୂର୍ଣ୍ନ କାର୍ଯ୍ୟପାଇଁ ୨୦୦୯ ମସିହା ସାଧାରଣତନ୍ତ୍ର ଦିବସ (ଭାରତ) ଦିବସରେ ରାଷ୍ଟ୍ରପତି ପ୍ରତିଭା ପାଟିଲ, ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରୋହିତ ଶର୍ମାମନୋରଞ୍ଜନ ଦାସପୁରୀପ୍ରଯୁକ୍ତି ବିଦ୍ୟାଅଖିଳ ମୋହନ ପଟ୍ଟନାୟକମୋନିକା ସେଲ୍ସକଖାରୁ ଫୁଲ ଭଜାବୈଜୟନ୍ତ ପଣ୍ଡାପକୋଡ଼ାନନ୍ଦିନୀ ଶତପଥୀପ୍ରଣବ ପ୍ରକାଶ ଦାସଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ଜାତୀୟ ପତାକାହେପାଟାଇଟିସ ବିହେମଲତା ମାନସିଂହପୋଟଳ ରସା୨୯ ମାର୍ଚ୍ଚମଧୁସୂଦନ ଦାସସୁଭାଷ ଚନ୍ଦ୍ର ବୋଷଗୋଦାବରୀଶ ମିଶ୍ରଗୋପାଳ ଛୋଟରାୟ୧୬୬୫ସଚ୍ଚିଦାନନ୍ଦ ରାଉତରାୟଉତ୍କଳ ସମ୍ମିଳନୀଗଙ୍ଗାଧର ରଥସତୀ ଅନୁସୂୟାପଖିଆIndiaସରସ୍ୱତୀ ସମ୍ମାନଭାରତୀୟ ଜାତୀୟ କଂଗ୍ରେସଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦାସିଆ ବାଉରୀଉଇକିପିଡ଼ିଆ ସମୂହର ତାଲିକାକୁନ୍ତଳା କୁମାରୀ ସାବତବରଗଛଦୁର୍ଗା ପୂଜାଦ୍ୱିତୀୟ ଭାସ୍କରବଣ୍ଡ (ଅର୍ଥ)ମହାତ୍ମା ଗାନ୍ଧୀନଟବର ସାମନ୍ତରାୟଭାରତର ସଂସ୍କୃତିଗୋଦର ରୋଗରାସାୟନିକ ମୌଳିକମାଗୁଣିର ଶଗଡ଼ପ୍ରହ୍ଲାଦ ନାଟକଖଞ୍ଜଣିବଡ଼ ଏରା୩୦ ଅପ୍ରେଲମୁମ୍ବାଇଅଣସରଭାରତର ସଂସଦକିଶୋରୀ ଚରଣ ଦାସଫେବୃଆରୀଇଣ୍ଡୋନେସିଆନେଲସନ ମଣ୍ଡେଲାବିରାଟ କୋହଲୀବିନ୍ଦୁଟମ୍ ଖା କାଇc3bn4ପଠାଣି ସାମନ୍ତଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶୀଗୁରୁପ୍ରସାଦ ମହାନ୍ତିବିଶ୍ୱତାପନଟୋକିଓଜାପାନ ସାଗରଅଣ୍ଡା ରୋଲବିର୍ସା ମୁଣ୍ଡାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନର🡆 More